Press "Enter" to skip to content

Cricket News ଆଜି ପାକିସ୍ତାନ ବିପକ୍ଷରେ କେତେ ରନ କରିବ ଭାରତ?

କ୍ରିକେଟ ଏଭଳି ଏକ ଖେଳ ଯାହାକୁ କି ପୃଥିବୀର ପ୍ରାୟ ସବୁ ଲୋକ ଭଲପାଆନ୍ତି । ଆମ ଇଣ୍ଡିଆ ଟିମ୍ ତ ସବୁଠାରୁ ଅଲଗା ଅଟେ । ଆମ ଇଣ୍ଡିଆ ଟିମ୍ ଖେଳିଲେ ସତେ ଯେମିତି ଏକ ଅଲଗା ପ୍ରକାରର ଯୋଶ ଏବଂ ଉତ୍ସାହ ସହିତ ଖେଳେ । ୨୦୧୬ ରେ ଟି-୨୦ ବିଶ୍ଵକପ ମ୍ୟାଚ ପରେ ପାଖାପାଖି ୫ ବର୍ଷ ପରେ ଟି-୨୦ ବିଶ୍ଵକପ ମ୍ୟାଚ୍ ରେ ଭାରତ ଭେଟିବାକୁ ଯାଉଛି ପାକିସ୍ଥାନକୁ । ଅକ୍ଟୋବର ୨୪ ତାରିଖ ରାତ୍ରୀ ୭:୩୦ ରେ ଆରମ୍ଭ ହେବ ମ୍ୟାଚ୍ । ଏହାକୁ ଦେଖିବାକୁ କ୍ରିକେଟ ପ୍ରେମୀମାନଙ୍କ ମନରେ ଭରି ରହିଛି ଆଗ୍ରହ । ୭ଟା ବେଳେ ଟସ ପଡ଼ିବ ଏହାକୁ ସମସ୍ତଙ୍କ ଅପେକ୍ଷା ।

ଆଜିର ଏହି ମ୍ୟାଚ୍ ଦେଖିବାକୁ ସମସ୍ତଙ୍କ ମନରେ ଏକ ଅଲଗା ପ୍ରକାରର ଆଶା ଏବଂ ଉତ୍ସାହ ଭରି ରହିଛି । ସମସ୍ତ ଭାରତ ବାସୀ ଭାରତ ଟିମ୍ କୁ ଚିଅର୍ ଅପ୍ କରୁଛନ୍ତି । କିନ୍ତୁ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଆଜି ପାକିସ୍ତାନ ବିପକ୍ଷରେ କେତେ ରନ କରିବ ଭାରତ? ଆମ ଭାରତ ଟିମ୍ ରେ ଭଳିକି ଭଳି ଖେଳାଳି ଅଛନ୍ତି । ବିରାଟ କୋହଲି, ରୋହିତ ଶର୍ମା, ଅଶ୍ଵିନୀ, କେ ଏଲ ରାହୁଲ,ଏସ ୟାଦବ, ଯାଡେଜା, ପାଣ୍ଡିଆ, ଆଦି ଖେଳାଳିଙ୍କ ଖେଳ ବହୁତ ହୃଦୟ ସ୍ପର୍ଶି ଅଟେ ।

ପାକିସ୍ତାନରେ ମଧ୍ୟ ଭଲ ଖେଳାଳି ଅଛନ୍ତି । ବି ଆଜାମ, ଏମ ରିଜ୍ଵନ୍, ଏଫ୍. ଯାମନ୍, ଏସ୍. ମଲିକ୍ ଆଦି ବହୁତ ଭଲ ମଧ୍ୟ ଖେଳିଥାନ୍ତି । ଆଜି ଟକର୍ ଦେବେ ବାବର୍ ହାଜମ ଟିମ୍ ଏବଂ ବିରାଟ ବାହିନୀ । ପାକିସ୍ତାନ ବିପକ୍ଷରେ ଇଣ୍ଡିଆ ୨୦୦ ପାଖାପାଖି ରନ କରିବ ବୋଲି କ୍ରିକେଟ ପ୍ରେମୀମାନେ ମତ ଦେଇଛନ୍ତି । ରୋହିତ ଶର୍ମା ଏବଂ ବିରାଟ କୋହଲି ଙ୍କ ବ୍ୟାଟିଂ ଉପରେ ସବୁ କ୍ରିକେଟ ପ୍ରେମୀମାନେ ଭରଷା କରୁଛନ୍ତି । କ୍ରିକେଟର ରୋହିତ ଶର୍ମା ଶତକ ରନ ରୁ ଅଧିକା କରିବେ ବୋଲି ଫ୍ୟନ୍ସ ମାନଙ୍କ ଆଶା । ୯୫% ଲୋକଙ୍କ ଆଶା ଇଣ୍ଡିଆ ଜିତିବ । ଏବଂ ଇଣ୍ଡିଆ ଜିତିବ ମଧ୍ୟ । ଦେଖାଯାଉ କଣ ହେଉଛି ଆଜିର ମ୍ୟାଚ୍ । ସମସ୍ତଙ୍କ ଆଶା ପୂରଣ ହେଉବୋଲି ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛୁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from CricketMore posts in Cricket »

Be First to Comment

Leave a Reply

Your email address will not be published. Required fields are marked *