Press "Enter" to skip to content

ଆରମ୍ଭ ହେଲା “ପ୍ରାରମ୍ଭ”। ପ୍ରେମୀ ଯୁଗଳଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର। ଜାଣନ୍ତୁ କଣ

ଆରମ୍ଭ ହୋଇଛି ଯୋଜନା “ପ୍ରାରମ୍ଭ”। ସମାଲୋଚ୍ୟ ଗ୍ରୁପକୁ ଚିହ୍ନଟ କରି ଦେଖାଯାଇଛି ଯେ ଅର୍ଥନୈତିକ ସମାଲୋଚ୍ୟ କ୍ଷେତ୍ରରେ ଝିଅ ମାନଙ୍କ ସଂଖ୍ୟା ଅଧିକ। ତେଣୁ ସେମାନଙ୍କୁ ସଚେତନ କରିବାର ଆବଶ୍ୟକତା ରହିଥିଲା। ଅତିରିକ୍ତ ପୋଲିସ କମିଶନର କହିଛନ୍ତି ଯେ ବ୍ୟାପକ ସୋସିଆଲ ମିଡ଼ିଆ ବ୍ୟବହାର ଦ୍ଵାରା ଯୁବତୀଟିଏ ସମାଲୋଚ୍ୟ ହୋଇଥାଏ। ସେ ଜାଣି ପାରେନାହିଁ ତା ପାଇଁ କଣ ଠିକ୍ ଆଉ କଣ ଭୁଲ୍। ଜାଣତରେ ବା ଅଜାଣତରେ ସୋସିଆଲ ମିଡିଆର ଦୁର୍ବ୍ୟବହାର ଦ୍ଵାରା ସେ ସମାଲୋଚ୍ୟ ହୋଇଥାଏ। ଯାହାଦ୍ବାରା ସେ ସାମାଜିକ, ଆର୍ଥିକ ଓ ଯୌନିକ ଶୋଷଣର ଶିକାର ହୋଇଥାଏ।

ଏସବୁକୁ ଆଖି ଆଗରେ ରଖି କିସ୍ ଓ ଏସଏନ୍ ଫାଉଣ୍ଡେସନ ର ମିଳିତ ପ୍ରଚେଷ୍ଟାରେ “ପ୍ରାରମ୍ଭ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଚାରୋଟି ମୁଖ୍ୟ ଦିଗ ରହିଛି। ଅର୍ଥନୈତିକ ସମାଲୋଚ୍ୟ ଗ୍ରୁପ୍ ରେ ଏହି ମେସେଜ ପହଞ୍ଚାଇବା ଜରୁରୀ।

ତେଣୁ ସୋସିଆଲ ମିଡ଼ିଆ କ୍ୟମ୍ପେନ କରାଯିବ। ଆବଶ୍ୟକ ହେଲେ ବସ୍ତି ପରି ସେମି-ଅର୍ବାନ ଅଞ୍ଚଳକୁ ଯାଇ ପିଲାଙ୍କୁ ଓ ଅଭିଭାବକ ମାନଙ୍କୁ କାଉନସେଲିଂ କରାଯିବ। ସ୍କୁଲ୍ ଓ କଲେଜ୍ ରେ ସୋସିଆଲ ମିଡିଆର ଦୟିତ୍ୱପୂର୍ଣ୍ଣ ବ୍ୟବହାର ବିଷୟରେ ଆୱାରାନେଶ ୱାର୍କସପ୍ କରାଯିବ। ଯଦି କୌଣସି ପିଲା କୌଣସି ଚକ୍ରବ୍ୟୁହ ବା ସମାଲୋଚ୍ୟ ହୋଇଛି ତାକୁ କାଉନସେଲିଂ ଯୋଗାଇ ଦିଆଯିବ।

ଏହାସହ ଉଦ୍ଧାର ପରେ ପୀଡ଼ିତା ଓ ତା’ର ପରିବାରକୁ ମଧ୍ୟ ସହଯୋଗ କରାଯିବ। ମ୍ୟାନ ମିଶିଂ ଓ କିଡନାପିଂ ସେଲ୍ କୁ ଶକ୍ତିଶାଳୀ କରାଯିବ। ଏଥିପାଇଁ ଜାରି ହୋଇଥିବା ଟେଲିଫୋନ ନମ୍ବର ହେଉଛି ୨୫୪୫୪୪୫। ଏହି ନମ୍ୱର୍ ଟି ଦିନ ୧୦ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଯେଉଁମାନେ “ପ୍ରାରମ୍ଭ”ରୁ ସାହାଯ୍ୟ ଚାହୁଁଛନ୍ତି, ସେ ପିଲା ହେଉ ବା ତା’ର ଅଭିଭାବକ ହୁଅନ୍ତୁ , ଏହି ନମ୍ୱର୍ ଦ୍ଵାରା ଯୋଗାଯୋଗ କରିପାରିବେ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *