Press "Enter" to skip to content

PM kisan Jojana : ଆସନ୍ତୁ ଜାଣିବା PM କିସାନ ଯୋଜନାର କଣ ଆସିଛି ଅପଡେଟ ।।

ଆମ ସରକାର କୃଷକ ମାନଙ୍କ ମଙ୍ଗଳ ପାଇଁ ଅନେକ ପ୍ରକାରର ଯୋଜନା କରୁଛନ୍ତି । କାଳିଆ ଯୋଜନା, ପିଏମ୍ କିଶାନ ଯୋଜନା ଭଳି ବହୁତ ଉପାୟରେ ସେ କୃଷକ ମାନଙ୍କୁ ସାହାଯ୍ୟ କରୁଛନ୍ତି । କେଉଁଥିରେ ଲୋନ ଦେଉଛନ୍ତି ଚାଷ କରିବାକୁ ତ ଆଉ କେଉଁଥିରେ କିଛି ଟଙ୍କା ସାହାଯ୍ୟ କରୁଛନ୍ତି । ଆପଣମାନେ ତ ସମସ୍ତେ ପିଏମ କିଶାନ ଯୋଜନା କଥା ଶୁଣିଥିବେ । ଆସନ୍ତୁ ଜାଣିବା ଏହି ଯୋଜନାର ଆଉ ଏକ ବଡ ଅପଡେଟ ।

ଆପଣ ପିଏମ୍ କିଶାନ ଯୋଜନା କାର୍ଡ ବନଉଥିଲେ ଜାଣନ୍ତୁ ସେଥିରେ ରହିବ ରାସନ୍ କାର୍ଡ ର ନମ୍ୱର୍ । ରାସନ୍ କାର୍ଡକୁ ସେଥିରେ ଆପ୍ଲାଇ କରିବାକୁ ପଡ଼ିବ ବୋଲି ଗଣମାଧ୍ୟମରୁ ସୂଚନା ଆସିଛି କିନ୍ତୁ ପିଏମ୍ କିଶାନ ଯୋଜନା ୱେବସାଇଟ ରେ ସେମିତି କିଛି ଅପଡେଟ ଏ ପର୍ଯ୍ୟନ୍ତ ଆସିନାହିଁ । ଆଉ ମଧ୍ୟ ଅପଡେଟ ଆସିଛି ପିଏମ୍ କିଶାନ ଯୋଜନାର ଦଶମ କିସ୍ତି ବହୁତ ଜଲଦି ମିଳିବାକୁ ଯାଉଛି ।

ଡିସେମ୍ବର ମାସ ୧୫ ତାରିଖ ସୁଦ୍ଧା ପିଏମ୍ କିଶାନ ଯୋଜନା କିସ୍ତି ପିଏମ୍ କିଶାନ ଯୋଜନା ବନେଇଥିବା ଚାଷୀମାନଙ୍କ ଆକାଉଣ୍ଟକୁ ଆସିଯିବ । ଏହି ଟଙ୍କା ୨୦୦୦ ଆସିବ ନା ୪୦୦୦ ସେ ନେଇ ଏ ପର୍ଯ୍ୟନ୍ତ କିଛି ରେପୋର୍ଟ ଆସିନାହିଁ । କିନ୍ତୁ ସରକାର ଏହି ପିଏମ୍ କିଶାନ ଯୋଜନାରେ ରାସନ୍ କାର୍ଡକୁ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from Special reportMore posts in Special report »

Be First to Comment

Leave a Reply

Your email address will not be published. Required fields are marked *