Press "Enter" to skip to content

viral news ଖାଇବାରେ ନିଶା ଦେଇ ଶଶୁର ବୋହୂ ସହିତ କଲା ରାସଲୀଳା

ଆଜିକାଲି ପ୍ରେମ କରିବା ଏବଂ ପ୍ରେମିକ ସହିତ ଘରୁ ପଳେଇବା କିଛି ନୂଆ କଥା ନୁହେଁ । ପ୍ରତିଦିନ ଖବରକାଗଜରେ ଦେଖିବାକୁ ମିଳୁଛି । କେଉଁଠି ଶଶୁର ସହିତ ବୋହୂ ଫେରାର ତ ଆଉ କେଉଁଠି ଭାଉଜ ସହିତ ଦିଅର ଫେରାର, ଏମିତି ଆହୁରି ଅନେକ ଘଟଣା ଅଛି । ଏମିତି ଏକ ଘଟଣା ଘଟିଛି ପାନିପଥରେ । ପାନିପଥରେ ଶଶୁର ବୋହୂ ସହିତ ଫେରାର ହେବାଭଳି ଲଜ୍ଜ୍ୟଜନକ ଘଟଣା ଘଟିଛି ।

ଉଭୟଙ୍କ ମଧ୍ୟରେ ବହୁଦିନ ଧରି ଚାଲିଥିଲା ପ୍ରେମ ସମ୍ପର୍କ । ଦୀର୍ଘଦିନ ଧରି ପ୍ରେମସମ୍ପର୍କ ଥିଲେ ବି ପରିବାର ଲୋକ ଜାଣିପାରୁନଥିଲେ । କାଳେ ପ୍ରେମ ଧରାପଡିଯିବ ଭାବି ସେମାନେ ଲୋକ ଦେଖାଣିଆ ଝଗଡ଼ା କରୁଥିଲେ ବୋଲି ପରିବାର ଲୋକେ କହିଛନ୍ତି । ଫେରାର ହୋଇଥିବା ଶଶୁରଙ୍କ ନାଁ ହେଉଛି ସଲିମ୍ ଏବଂ ବୋହୂର ନାଁ ହେଉଛି ଆସମା । ଆସମା ୪ ବର୍ଷ ତଳେ ସଲିମଙ୍କ ପୁଅ ଅବଦୁଲଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ ତିନି ବର୍ଷର ଝିଅ ଏବଂ ୧୦ ମାସର ପୁଅଟିଏ ଅଛି ।

ଦୁଇଟି ସନ୍ତାନର ମା ହୋଇଥିଲେ ମଧ୍ୟ ଆସମା ଲାଗୁଥିଲା ନବଯୁବତୀ । ସେ ସବୁବେଳେ ନିଜକୁ ସଜେଇକରି ରଖିବାକୁ ପସନ୍ଦ କରୁଥିଲା । କିନ୍ତୁ ଦୁଇଟି ଛୁଆ ହୋଇସାରିବା ପରେ ଟଙ୍କା ରୋଜଗାର କରିବାକୁ ଦିନରାତି ଲାଗିପଡ଼ିଥିଲା ଅବଦୁଲ । ଏଣୁ ସେ ଆସମାକୁ ଦେଇ ପାରୁନଥିଲା ଶରୀର ସୁଖ । ଦିନସାରା ଖଟିଖଟି ଆସି ସେ ରାତିରେ ଶୋଇ ପଡୁଥିଲା ।

ତେଣୁ ଆସମା ସ୍ବାମୀ ସୁଖ ନପାଇ ରାତି କାଟି ଦେଉଥିଲା । ଏମିତି କିଛିଦିନ ଚଳିବା ପରେ ଆସମାର ନଜର ପଡିଲା ଶଶୁର ସଲିମଙ୍କ ଉପରେ । ବୃଦ୍ଧା ଅବସ୍ଥାରେ ପହଞ୍ଚିଥିଲେ ମଧ୍ୟ ସଲିମ ଶରୀର ସୁଖ ଖୋଜୁଥିଲେ । ଏଣୁ ଥରେ ଏକୁଟିଆରେ ଉଭୟ ନିଜର ମନ କଥା ପରସ୍ପରକୁ କହିଥିଲେ ।

ସେଦିନ ଶଶୁର ମଧ୍ୟ ବୋହୂର ମନକଥା ଜାଣିପାରିଥିଲେ ।ଆସମା ମଧ୍ୟ ଘରଭିତରେ ସୁଖ ପାଇବା ଭାବି ଶଶୁରଙ୍କ ଆଡକୁ ଢଳି ଥିଲା । କ୍ରମେ ଏହି ସମ୍ପର୍କ ଶାରୀରିକ ସମ୍ପର୍କର ରୂପ ନେଲା । ଘରେ କେହି ନଥିବାବେଳେ ଶଶୁର ବୋହୂ ଲଜ୍ୟସରମ୍ ଛାଡ଼ି ମାତି ଯାଉଥିଲେ ଶରୀର ଖେଳରେ । କାଳେ କିଏ ସନ୍ଦେହ କରିବ ଭାବି ସେମାନେ ଜାଣିଶୁଣି ଝଗଡ଼ା କରୁଥିଲେ । ତେବେ କିଛିଦିନ ତଳେ ସେମାନେ ଘରୁ ବାହାରି ଯାଇ ସ୍ବାମୀ ସ୍ତ୍ରୀ ଭାବେ ରହିବାକୁ ମନସ୍ଥ କରିଥିଲେ ।

ଏଣୁ ରାତିରେ ଆସମା ସମସ୍ତଙ୍କର ଖାଇବାରେ ନିଶା ମିଶାଇ ଦେଇଥିଲା । ସେହି ରାତିରେ ହିଁ ଶଶୁର ଓ ବୋହୂ ୧୦ ମାସର ନାତିକୁ ଧରି ଫେରାର ହୋଇ ଯାଇଥିଲେ । ସକାଳେ ନିଦ ଭାଙ୍ଗିବା ପରେ ପରିବାର ଲୋକ ଏନେଇ ଜାଣିବାକୁ ପାଇଥିଲେ । ପରେ ସେମାନେ ପୋଲିସ ଥାନାରେ ଅଭିଯୋଗ କରିଥିଲେ । ତେବେ ଶଶୁର ସହିତ ବୋହୂ ଫେରାର ହୋଇଥିବାରୁ ପରିବାର ଲୋକ ରାସ୍ତାରେ ମୁଣ୍ଡଟେକି ଚାଲିପାରୁନଥିବାର ଜଣାଯାଇଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published. Required fields are marked *