Press "Enter" to skip to content

ମିଛ ହେଲେ ବି ସତ ବିଶ୍ୱାସ କରିବେ ନାହିଁ ଏଠି ମିଳୁଛି ମାତ୍ର 22 ଟଙ୍କାରେ ଦେହ

ମଣିଷ ମାନେ ଭଲରେ ରହିବାକୁ ୩ଟି ଜିନିଷ ଆବଶ୍ୟକ । ସେ ଗୁଡିକ ହେଉଛି ଖାଦ୍ୟ, ବସ୍ତ୍ର, ଏବଂ ବାସଗୃହ । ଏହି ତିନୋଟି ଯାହାକୁ ମିଳିନଥାଏ । ସେ ବିଭିନ୍ନ ପ୍ରକାରର କାମ କରିଥାଏ । ଭୋକ ଦାଉରୁ ରକ୍ଷା ପାଇବା ପାଇଁ ମଣିଷ ବହୁତ କଷ୍ଟ କରିଥାଏ । ଆଉ କିଛି ଲଜ୍ୟାଜନକ କାର୍ଯ୍ୟ ମଧ୍ୟ କରିଥାନ୍ତି । କିଛି ମଧ୍ୟ ନିଜ ଦେହର ସଉଦା କରିଥାନ୍ତି । ନିଜ ଦେହକୁ ବିକ୍ରିକରି କିଛି ପଇସା ରୋଜଗାର କରି ଘର ଚଳାଇଥାନ୍ତି ।ଏବଂ ନିଜ ପେଟ ପୋଷିଥାନ୍ତି ।

ଏମିତି କିଛି ଘଟଣା ଘଟୁଛି ଆଫ୍ରିକା ମହାଦେଶର ଅଙ୍ଗୋଲରେ ଲୋକମାନେ ଖାଇବାକୁ ପାଉନାହାନ୍ତି ସେଥିପାଇଁ ନିଜ ଦେହକୁ ବିକ୍ରିକରି କିଛି ଟଙ୍କା ରୋଜଗାର କରୁଛନ୍ତି । ପେଟର ଭୋକ ମେଣ୍ଟେଇବା ପାଇଁ ମାତ୍ର ୨୨ ଟଙ୍କାରେ ଦେହ ବେପାର କରୁଛନ୍ତି । ଏବଂ କିଛି ଭଲ ଅବସ୍ଥାରେ ଥିବା ଝିଅମାନେ ୭୦ କି ୮୦ ଟଙ୍କାରେ ନିଜ ଦେହକୁ ବିକ୍ରିକରି ଟଙ୍କା ରୋଜଗାର କରୁଛନ୍ତି ।

ଏହି ଘଟଣା ଶୁଣି ଆପଣଙ୍କୁ ମିଛ ଲାଗୁଥାଏ କିନ୍ତୁ ଏହା ସତ୍ୟ ଘଟଣା ।ଜଣେ ରିପୋର୍ଟର ୱାଲ୍ଡ ଭିନିଜର କହିଛନ୍ତି ଯେ, ଆଙ୍ଗୋଲ ରେ କେବଳ ଭୋକ ଉପାସରୁ ମୁକ୍ତି ପାଇବା ପାଇଁ ଝିଅମାନେ ନିଜ ଦେହକୁ ୨୦ ବା ୩୦ ଟଙ୍କାରେ ବିକ୍ରି କରୁଛନ୍ତି । ୱାଲ୍ଡ ଭିନିଜର ଏବଂ ତାଙ୍କ କର୍ମଚାରୀ ଏକ ସର୍ଭେ କରିଥିଲେ ସେଥିରେ ଆଙ୍ଗୋଲରେ ଦେହ ବ୍ୟବସାୟ ଏବଂ ବାଲ୍ୟ ବିବାହ ବଢ଼ିବାକୁ ଲାଗିଛି ।

ଏହାର କାରଣ ହେଉଛି ଏଠାରେ ଗରିବୀ ଏବଂ ଖାଦ୍ୟ କମ୍ ଉତ୍ପାଦନ ହେଉଛି । ୧୯୮୧ ମସିହା ଠାରୁ ଆଫ୍ରିକାରେ ସର୍ବନିମ୍ନ ବର୍ଷା ହେଉଛି ଯାହାଫଳରେ ଖାଦ୍ୟ ଉତ୍ପାଦନ କମି ଯାଉଛି । ମିଳିତ ଜାତିସଂଘ ଜଳବାୟୁ କୁ ଏଥିପାଇଁ ଦାୟୀ କରିଛନ୍ତି । ଏହା ଛଡ଼ା ଅନେକ ଅଞ୍ଚଳରେ ମଧ୍ୟ ଖାଦ୍ୟ ପାଇଁ ଏହି ଦେହ ବ୍ୟବସାୟକୁ ଆପଣେଇ ନେଇଛନ୍ତି ଲୋକମାନେ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *