Press "Enter" to skip to content

ଦେଖନ୍ତୁ Live demo : ମୁଁ ଏମିତି ରାତିରେ ମମିତାକୁ ପୋଡ଼ିଥିଲି, ନିଜେ ଗୋବିନ୍ଦ ମୁହଁ ରୁ ଶୁଣନ୍ତୁ ଓ ଦେଖନ୍ତୁ

ବଲାଙ୍ଗୀର ଜିଲ୍ଲା ମହାଲିଙ୍ଗରୁ ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାର ଗୋଟିଏ ପରେ ଗୋଟିଏ ରହସ୍ୟ ଉପରୁ ପରଦା ଉଠିବାରେ ଲାଗିଛି। ଘଟଣାର ୧୨ ଦିନ ପରେ ମାଷ୍ଟରମାଇଣ୍ଡ ମହାଲିଙ୍ଗ କଲେଜର ସଭାପତି ଗୋବିନ୍ଦ ସାହୁଙ୍କୁ ଧରିଥିଲା ପୋଲିସ। ଗୋବିନ୍ଦଙ୍କ ସହ ସହଯୋଗୀ ରାଧେ, ଜେସିବି ଜ୍ରାଇଭର, ଷ୍ଟାଡିୟମ ମୁନ୍‌ସିକୁ ଅଟକ ରଖି ଘନଘନ ଜେରା କରିଥିଲା ପୋଲିସ। ଆଉ ଶେଷରେ ଗୋବିନ୍ଦ ସାହୁ କାର୍ ମଧ୍ୟରେ ମମିତା ମେହେରଙ୍କୁ ହ-ତ୍ୟା କରିଥିବା ସ୍ୱୀକାର କରିଥିଲେ। ବର୍ତମାନ ଗୋବିନ୍ଦ ହ-ତ୍ୟା ପରର ସମସ୍ତ ଘଟଣାକୁ ଟିକିଟିକି କରି ପୋଲିସ ଆଗରେ କହିଛନ୍ତି।

ଗୋବିନ୍ଦ ନିଜ ମୁହଁରେ କେଉଁଠି ମାରିଥିଲେ, କେଉଁଠି ପୋତିଥିଲେ, କେଉଁଠି କେମିତି ପୋଡିଥିଲେ ସବୁ କହିଥିଲେ। ଘଟଣାସ୍ଥଳରେ ପୋଲିସ ଙ୍କ ପ୍ରଶ୍ନର ଉତ୍ତର ଦେଇ ଗୋବିନ୍ଦ କହିଥିଲେ ମୋ ଗାଡ଼ି ଘରର ବାରିରେ ଥିଲା। ରାତି ୮ ଟା ୯ ଟା ଭିତରେ ମହାଲିଙ୍ଗ ପଡିଆକୁ ଗାଡ଼ି ଆଣିଥିଲେ। ଗାଡିରୁ ମମିତାଙ୍କ ଶରୀର କାଢି ଗାତରେ ପକାଇଥିଲେ।

ତା’ର ବ୍ୟାଗ୍, ମୋବାଇଲ, ଓ ବ୍ୟକ୍ତିଗତ ଜିନିଷ ସବୁ ପକାଇ ତା ଉପରେ ଝାଟି, କୁଟି, କାଠ, ଟାୟାର ପକେଇ ନିଆଁ ଲଗାଇଥିଲେ ଓ ଡ଼େଡ୍‌ ବଡ଼ି ପୁରା ଜଳିଗଲା। ଶରୀର ଜଳିବାର ଦଶ ପନ୍ଦର ମିନିଟ୍ ପରେ ଗୋବିନ୍ଦ ସେଠାରୁ ଚାଲିଯାଇଥିଲେ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *