Press "Enter" to skip to content

Astrology ଏହି ଦୁର୍ଗା ପୂଜାରେ ଏହି ୫ ଟି ରାଶି ପାଇବେ ଧନ, ଗାଡି, ପ୍ରଚୁର ଟଙ୍କା ଜାଣନ୍ତୁ ଭାଗ୍ୟଶାଳୀ ରାଶି ଙ୍କ ନାଁ

ଆସନ୍ତା ୧୫ ତାରିଖ ଶୁକ୍ରବାର ଦିନ ହେଉଛି ପବିତ୍ର ଦଶହରା ପର୍ବ ।ଶାସ୍ତ୍ର ଅନୁଯାୟି ଏହି ଦିନଟିକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ । ଆଉ ଏହି ଦିନ ବିଭିନ୍ନ ପ୍ରକାରର ମାଙ୍ଗଳିକ କାର୍ଯ୍ୟ ମଧ୍ୟ କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦଶହରା ପର୍ବଦିନ ଗ୍ରହ ଓ ନକ୍ଷତ୍ର ମାନଙ୍କ ମଧ୍ୟରେ ମହସଂଗମ ଘଟିବାକୁ ଯାଉଛି । ସାଧାରଣତଃ ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଏହିସବୁ ସଂଯୋଗ ଘଟିଥାଏ ।

ଦୀର୍ଘ ୫୦୦ ବର୍ଷ ପରେ ଏଇଭଳି ମହାସଂଯୋଗ ଘଟୁଥିବାରୁ ଏହା ହେଉଛି ଅଦ୍ଦ୍ଭୁତ ଏବଂ ବିରଳ ମହାସଂଯୋଗ । ଏହି ମହାସଂଯୋଗ ଫଳରେ ରାଶିଚକ୍ରର ବାର ଗୋଟି ରାଶିମାନଙ୍କ ମଧ୍ୟରୁ ୫ ଗୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟରେ ପରିବର୍ତ୍ତନ ହେବାକୁ ଯାଉଅଛି ଏବଂ ମା ଦୂର୍ଗାଙ୍କ କୃପାରୁ ଏହି ବ୍ୟକ୍ତିମାନଙ୍କ ଜୀବନରେ ବହୁତ ଖୁସିର ସମୟ ଆସିବାକୁ ଯାଉଅଛି । ଆସନ୍ତୁ ଜାଣିବା ଏହି ୫ ଗୋଟି ରାଶିମାନଙ୍କ ବିଷୟରେ ।

ପ୍ରଥମ ରାଶିଟି ହେଉଛି ସିଂହ ରାଶି – ଏହି ରାଶିର ଲୋକମାନଙ୍କ ପାଇଁ ଦଶହରା ପର୍ବ ସବୁଠାରୁ ଉତ୍ତମ ରହିବ । ଏହି ସମୟରେ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ନିଶ୍ଚୟ ମିଳିବ ।ଅନେକ ସମୟରେ ହୋଇ ଆସୁଥିବା ଅସୁବିଧା ବର୍ତ୍ତମାନ ଦୂର ହେବ । ପଦୋନ୍ନତି ପାଇଁ ଆପଣମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ କିନ୍ତୁ ଏହା କେବେହେଲେ ବୃଥା ଯିବ ନାହିଁ ।

ଏହା ବ୍ୟତୀତ ବ୍ୟବସାୟରେ ଆଶା ଠାରୁ ଅଧିକ ଲଭବାନ ନିଶ୍ଚୟ ହେବେ । ଦ୍ଵିତୀୟ ରାଶିଟି ହେଉଛି ବୃଷ ରାଶି – ପବିତ୍ର ଦଶହରାରେ ବୃଷ ରାଶିର ଲୋକମାନଙ୍କର ଭାଗ୍ୟ ବହୁତ ଶୁଭଫଳ ପ୍ରଦାନ କରିବ । ମା ଦୂର୍ଗାଙ୍କ କୃପାରୁ କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହେବ । ନୂଆଲୋକମାନଙ୍କ ସହିତ ମିଳନ ହୋଇପାରେ ଯାହାଫଳରେ ଆପଣଙ୍କ କାର୍ଯ୍ୟରେ ଉନ୍ନତି ହେବ । ଯଦି କୌଣସିକ୍ଷେତ୍ରରେ ପୁଞ୍ଜି ନିବେଶ କରିଛନ୍ତି ତେବେ ସେଥିରୁ ଲାଭବାନ ହେବାର ସମ୍ଭାବନା ନିଶ୍ଚୟ ରହିଛି ।

ପରିବାରର ସଦସ୍ୟ ଏବଂ ବନ୍ଧୁମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ । ତୃତୀୟ ରାଶି ମେଷ ରାଶି – ମେଷ ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଦଶହରା ପର୍ବ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ ଏବଂ ଧନ ପ୍ରାପ୍ତିର ଯୋଗ ମଧ୍ୟ ରହିଅଛି । କମ୍ ପରିଶ୍ରମରେ ଅଧିକ ଫଳ ପ୍ରାପ୍ତ ହେବ ଏବଂ କ୍ୟାରିଅରକୁ ନେଇ ଏକ ନୂଆ ମାର୍ଗ ମଧ୍ୟ ଖୋଲାଯିବ ଯାହାଦ୍ଵାରା ଆପଣମାନେ ସଫଳତାର ଚରଣ ସ୍ପର୍ଶ କରିବେ ।

ଚତୁର୍ଥ ରାଶିଟି ହେଉଛି ତୁଳା ରାଶି – ପବିତ୍ର ଦଶହରା ପର୍ବ ଏହି ରାଶିର ଲୋକମାନଙ୍କ ପାଇଁ ବିଶେଷ ଶୁଭଦାୟକ ରହିବ ।ଏହି ସମୟରେ କାର୍ଯ୍ୟକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ ଯାହାଦ୍ଵାରା ଆପଣମାନଙ୍କର ଭଲ ଲାଭ ହିଁ ଲାଭ ହେବ । ଏବଂ ବେପାରରେ ମଧ୍ୟ ଲାଭବାନ ହେବେ ।

ଏହି ସମୟରେ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ ଓ ନିଜର କର୍ଯ୍ୟପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ ଯାହାକି ଆପଣଙ୍କୁ ସଫଳତା ଆଡକୁ ଟାଣିନେବ । ପଞ୍ଚମ ରାଶି ହେଉଛି କୁମ୍ଭ ରାଶି – ଏହି ରାଶିର ଲୋକମାନଙ୍କ ପାଇଁ ଦଶହରା ପର୍ବ ଅଧିକ ଶୁଭଦାୟକ ରହିବ ।ଅଧିକ ସମୟଧରି ପୂରଣ ହୋଇପାରୁଥିବା କାର୍ଯ୍ୟ ଗୁଡ଼ିକ ବର୍ତ୍ତମାନ ପୂରଣ ହେବ । କମ୍ ସମୟରେ ଅଧିକ ସଫଳତା ପାଇବାର ଯୋଗ ରହିଅଛି ମାତା ଲକ୍ଷ୍ମୀ, ମାତା ସରସ୍ୱତୀ, ଏବଂ ମାଆ ଦୁର୍ଗାଙ୍କର ଆର୍ଶୀବାଦ ଆପଣଙ୍କ ଉପରେ ନିଶ୍ଚୟ ରହିବ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ଆଧ୍ୟାତ୍ମିକMore posts in ଆଧ୍ୟାତ୍ମିକ »

Be First to Comment

Leave a Reply

Your email address will not be published.