Press "Enter" to skip to content

ଯଦି କାହାର ଅଇଁଠା ଭୋଜନ ଗ୍ରହଣ କରନ୍ତି ନିହାତି ଜାଣନ୍ତୁ ଏହି କଥା ନହେଲେ ହେବେ ପାପ ର ଭାଗିଦାରୀ Special report

ଭୋଜନ କରିବା ସମୟରେ ଅନେକ ଲୋକେ ଅନେକ ଭୁଲ କରିଥାନ୍ତି ଯାହା ଶାସ୍ତ୍ର ବିରୋଧ ଅଟେ l ଭୋଜନ କରିବା ଶରୀର ପକ୍ଷେ ନିହାତି ଆବଶ୍ୟକ l ପ୍ରାଣୀ ଶରୀର ରେ ଖାଦ୍ୟ ଏବଂ ପାନୀୟ ବାଧ୍ୟତାମୂଳ ହୋଇଥାଏ l

ଯେପରି ମଣିଷ ନିଶ୍ୱାସ ନେବା ଶରୀର ର ଏକ ପର୍ଯାୟ ହୋଇଥାଏ ଠିକ ସେହିପରି ଖାଦ୍ୟ ପାନୀୟ ଶରୀର ର ଏକ ପର୍ଯାୟ ହୋଇଥାଏ l ଖାଦ୍ୟ ଖାଇବା ଦ୍ୱାରା ଶରୀର ରେ ଶକ୍ତି ଏବଂ ବଳ ବୃଦ୍ଧି ପାଇଥାଏ l

ପୁରାତନ କାଳରେ ଖାଦ୍ୟ ଗ୍ରହଣ କରିବା ସମୟରେ ସମସ୍ତ ପରିବାରଲୋକେ ଏକାଠି ହୋଇଖାଦ୍ୟ ଗ୍ରହଣ କରିଥାନ୍ତି l କିନ୍ତୁ ଖାଦ୍ୟ ଗ୍ରହଣ କରିବା ସମୟରେ କିଛି ନିୟମ ମାନିବାକୁ ହୋଇଥାଏ ଯାହା ସମସ୍ତେ ଜାଣିବା ନିହାତି ଦରକାର l

ଖାଦ୍ୟ ଭଗବାନ କୁବେର ଙ୍କ ଆଶ୍ରିବାଦ ହୋଇଥିବା ବେଳେ ପ୍ରତ୍ୟେକଦିନ ଭୋଜନ କରିବା ସମୟରେ ନିଜ ଇଷ୍ଟ ଈଶ୍ୱର ଏବଂ କୁବେର ଦେବତାଙ୍କୁ ଧନ୍ୟବାଦ ଅର୍ପଣ କରିବା ଉଚିତ l

ପରିବାରରେ ଅଧିକାଂଶ ଲୋକେ ଭୋଜନ କରୁଥିବା ସମୟରେ ଏକାଠି ଭୋଜନ କରିବା ଉଚିତ ଯାହାଦ୍ୱାରା ପରିବାର ର ଏକତ୍ରିତ ହେବା ସହଜ ପଡିଥାଏ l

ପ୍ରତ୍ୟେକ ଦିନ ଭୋଜନ କରିବା ସମୟରେ ହାତ ଓ ପାଦ ଭଲ ଭାବେ ଧୋଇବା ଉଚିତ l ହାତ ଏବଂ ପାଦ ଧୋଇ ଖାଦ୍ୟ ଗ୍ରହଣ କଲେ ବ୍ୟକ୍ତିର ଆୟୁଷ ବୃଦ୍ଧି ହୋଇଥାଏ l

ଖାଦ୍ୟ ଖାଉଥିବା ସମୟରେ କାହାକୁ ନିଜ ଅଇଁଠା ଖାଦ୍ୟ ଦେବା ଉଚିତ ନୁହେଁ l ଖାଦ୍ୟ ଈଶ୍ୱରଙ୍କ ଦାନ ହୋଇଥିବା ହେତୁ ଏହାକୁ ଗ୍ରହଣ କରି ଅନ୍ୟ କାହାକୁ ଦେବା ଉଚିତ ନୁହେଁ l ଯାହାକୁ ଖାଦ୍ୟଦେବେ ବିନା ଅଇଁଠା ଖାଦ୍ୟ ଦେବା ଉଚିତ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.