Press "Enter" to skip to content

ପୂଜା ସମୟରେ ଏହିସବୁ ଘଟଣା ଘଟିଲେ ଜାଣିବେ ହେବାକୁ ଯାଉଛି ଧନବୃଦ୍ଧି Jyotisa Sastra

ଜ୍ୟୋତିଷ ଶାସ୍ତ୍ର ର ମହତ୍ୱ ହିନ୍ଦୁ ଧର୍ମରେ ଅଧିକାଂଶ ଦେଖିବାକୁ ମିଳିଥାଏ l ଜ୍ୟୋତିଷ ଶାସ୍ତ୍ର ରେ ଆଗାମୀ ଭବିଷ୍ୟତ ବିଷୟରେ ଉଲେଖ୍ୟ ଥିବାବେଳେ ବର୍ତ୍ତମାନ ର ମଧ୍ୟ ସୂଚନା ମିଳିଥାଏ l

କେଉଁ କାର୍ଯ୍ୟ କଲେ କଣ ହୁଏ କେଉଁ କାର୍ଯ୍ୟ କରିଲେ ବିପଦର ସାମ୍ନା କରିବାକୁ ପଡେ ତାହା ଦର୍ଶାଯାଇଛି କେବଳ ଜ୍ୟୋତିଷ ଶାସ୍ତ୍ର ରେ l ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ପୂଜା ସମୟରେ ଏହିସବୁ ଘଟଣା ଘଟିଲେ ମିଳିଥାଏ ଧନ ବୃଦ୍ଧି ର ସଂକେତ l

ପୂଜା କରିବା ସମୟରେ ଯଦି ଗୁରୁଜନ ବା କୁଣିଆ ଘରେ ଉପସ୍ଥିତ ହୁଅନ୍ତି ତେବେ ଜାଣିଯିବେ ପୂଜା ହେବାକୁ ଯାଉଛି ସଫଳ l ଭଗବାନ ଙ୍କ ଆଶ୍ରିବାଦ ମିଳିବା ସହ ପ୍ରାପ୍ତି ହେବ ଗୁରୁଜନ ଙ୍କ ଆଶ୍ରିବାଦ l ନିସନ୍ଦେହ କାର୍ଯ୍ୟରେ ନିଶ୍ଚୟ ମିଳିବ ସଫଳତା l

ପୂଜା କରୁଥିବା ସମୟରେ ଯଦି ଆପଣଙ୍କ ଘରକୁ କୌଣସି ଭିକାରି କିମ୍ବା ଭୋକିଲା ଜୀବଜନ୍ତୁ କିଛି ପାଇବା ଆଶାନେଇ ଅଶାନ୍ତି ଏବଂ ଆପଣ ତାଙ୍କ ଇଚ୍ଛା ପୁରାଣ କରନ୍ତି ତେବେ ଖୁବଶୀଘ୍ର ହେବାକୁ ଯାଉଛନ୍ତି ଧନବାନ ବୋଲି ଜାଣିବେ l

ପୌଷ ମାସ ଶୁକ୍ଳ ଦଶମୀତିଥି ଚୈତ୍ର ମାସ ଶୁଳ୍କପକ୍ଷ ପଞ୍ଚମୀ ତିଥି ଏବଂ ଶ୍ରାବଣ ମାସରେ ପୁର୍ଣିମା ଦିନ ମା ଲକ୍ଷ୍ମୀଙ୍କୁ ପୂଜା କଲେ ଘରେ କୌଣସି ପରିସ୍ଥିତି ରେ ଧନର ଅଭାବ ହୋଇନଥାଏ l

ଯେଉଁ ଲୋକମାନେ ଈଶ୍ୱରୀୟ ଶକ୍ତି କୁ ସର୍ବଦା ପୂଜା କରିଥାନ୍ତି ଏବଂ ସାଂସାରିକ ସୁଖ କୁ ଏତେ ମାତ୍ରା ରେ ଧ୍ୟାନ ଦିଅନ୍ତି ନାହିଁ ସେହିଁ ବ୍ୟକ୍ତିଙ୍କର ଜୀବନରେ ଊନତି ହୋଇଥାଏ l ଏବଂ ସର୍ବଦା ଧନ ପ୍ରାପ୍ତିର ମାର୍ଗ ଖୋଲିଯାଏ l

ଘରେ କରାଯାଉଥିବା ପୂଜା ଦ୍ୱାରା ବାହାରେ କରାଯାଇଥିବା ପୂଜା ଅପେକ୍ଷା ଅଧିକ ଫଳପ୍ରାପ୍ତି ହୋଇଥାଏ l ଏବଂ ମନସ୍କାମନା ପୂର୍ଣ ହୋଇଥାଏ ଏହା ଶାସ୍ତ୍ର ରେ ଲିପିବଦ୍ଧ ହୋଇଅଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଆଧ୍ୟାତ୍ମିକMore posts in ଆଧ୍ୟାତ୍ମିକ »

Be First to Comment

Leave a Reply

Your email address will not be published.