Press "Enter" to skip to content

ନାରୀମାନେ କେଉଁମାସରେ ପ୍ରଥମେ ୠତୁମତି ହେଲେ କଣ ହୋଇଥାଏ ଜାଣନ୍ତୁ Sadhubani

ନାରୀମାନଙ୍କ ପ୍ରଥମ ୠତୁମତି ହେବା ସୌଭାଗ୍ୟବତୀ ର ଲକ୍ଷଣ ହୋଇଥାଏ l ଏହା ନାରୀର ଆଉ ଏକ ଜନ୍ମ ଭାବେ ଉଲେଖ ହୋଇଛି l ଯେପରି ଶିଶୁଟିଏ ଜନ୍ମ ହେଲେ ତାର ବେଳ,କାଳ, ନକ୍ଷେତ୍ର ସବୁକିଛି ଗୁରୁତ୍ୱପୂର୍ଣ ହୋଇଥାଏ l

ଠିକ ସେହିପରି ନାରୀମାନଙ୍କର ୠତୁମତି ହେବାର ମାସ କହିଥାଏ ତାଙ୍କ ଭବିଷ୍ୟତ l ଅନେକ ଲୋକ ଏହାକୁ ଅନ୍ଧବିଶ୍ୱାସ ଭାବିବା ସହ ଏହାକୁ ଅମାନ୍ୟ କରିଥାନ୍ତି l ମାତ୍ର ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଏହାର ଏହାର ସତ୍ୟତା ପ୍ରମାଣ ମିଳିସାରିଛି l ତେବେ ଆସନ୍ତୁ ଜାଣିବା ନାରୀ କେଉଁ ମାସରେ ୠତୁମତି ହେଲେ କେମିତି ଫଳ ଭୋଗିଥାଏ l

ବୈଶାଖ୍ୟ

ନାରୀ ବୈଶାଖ୍ୟ ମାସରେ ପ୍ରଥମଋତୁମତି ହେଲେ ପ୍ରିୟବାଦିନୀ ହୋଇଥାଏ l

ଜ୍ୟେଷ୍ଠ

ଜ୍ୟେଷ୍ଠ ମାସରେ ନାରୀ ପ୍ରଥମଥର ୠତୁମତି ହେଲେ ବିଧବା ହୋଇଥାଏ l

ଆଶାଡ଼

ନାରୀ ଆଶାଡ଼ ମାସରେ ପ୍ରଥମକରି ୠତୁମତି ହେଲେ ଧନୀ ହୋଇଥାଏ l

ଶ୍ରାବଣ

ନାରୀ ଶ୍ରାବଣ ମାସରେ ୠତୁମତି ହେଲେ ଏକାଧିକବାର ଗ-ର୍ଭ ନଷ୍ଟ କରିଥାଏ…

ଭାଦ୍ରବ – ନାରୀ ଭାଦ୍ରବ ମାସରେ ପ୍ରଥମ ୠତୁମତି ହେଲେ ନାନା ପ୍ରକାର ରୋଗ ଭୋଗ କରିଥାଏ l

ଆଶ୍ୱିନ

ନାରୀ ଆଶ୍ୱିନ ମାସରେ ପ୍ରଥମୠତୁମତି ହେଲେ ଜୀବନକାଳ ଅଧିକ ସନ୍ତାନ ମୃ-ତ ଜନ୍ମ ହୋଇଥାଏ l

କାର୍ତିକ

ନାରୀ କାର୍ତିକ ମାସରେ ପ୍ରଥମ ୠତୁମତି ହେଲେ ସ୍ଵ କୂଳ ନାଶିନୀ ହୁଏ l

ମାର୍ଗଶିର

ନାରୀ ମାର୍ଗଶିର ମାସରେ ପ୍ରଥମ ୠତୁମତି ହେଲେ ଧର୍ମ ପରାୟଣା ହୋଇଥାଏ l

ପୌଷ

ନାରୀ ପୌଷ ମାସରେ ପ୍ରଥମ ୠତୁମତି ହେଲେ କାମ ବିହ୍ଵଳା ହୋଇଥାଏ l

ମାଘ

ନାରୀ ମାଘ ମାସରେ ପ୍ରଥମ ୠତୁମତି ହେଲେ ପ୍ରତିବ୍ରତା ହୋଇଥାଏ l

ଫାଲଗୁନ

ନାରୀ ଫାଲଗୁନ ମାସରେ ପ୍ରଥମ ୠତୁମତି ହେଲେ ପୁତ୍ର ସନ୍ତାନର ଅଧିକାରୀ ହୋଇଥାଏ l

ଚୈତ୍ର

ନାରୀ ଚୈତ୍ର ମାସରେ ପ୍ରଥମ ୠତୁମତି ହେଲେ ମନମୋହିନୀ ହୋଇଥାଏ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଆଧ୍ୟାତ୍ମିକMore posts in ଆଧ୍ୟାତ୍ମିକ »

Be First to Comment

Leave a Reply

Your email address will not be published.