Press "Enter" to skip to content

ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ ଜାଣିପାରିବେ ଏହି ଚମତ୍କାରୀ ଉପାୟରେ Special Report

ଗ-ର୍ଭାବସ୍ଥାରେ ସନ୍ତାନ ର ଲିଙ୍ଗ ନିର୍ଣ୍ଣୟ କରିବାକୁ ନେଲେ ନିମ୍ନଲିଖିତ ଘଟଣା ବିଶେଷରୂପେ ଧ୍ୟାନହେବାକୁ ହୁଏ l

ସାଧାରଣତଃ ମହିଳା ମାନେ ଗ-ର୍ଭବତୀ ହେଲେ ଅନେକ ପ୍ରକାର ଲକ୍ଷଣ ଭିତରେ ଗତିକରନ୍ତି l ଯେମିତିକି ଦେହ ହାତ ଦରଜ ହେବା l ହାତ ପାପୁଲି ଧଳା ହେଇଯିବ l

ତଳି ପେଟ ପୀଡା ହେବା ଏବଂ ଅଧିକାଂଶ ସମୟବାନ୍ତି ହେବା ଗର୍ଭବତୀ ହେବାର ଲକ୍ଷଣ ଅଟେ l ତେବେ ଏହିସବୁ ରୁ ସିନା ଗ-ର୍ଭବତୀ ହେବାର ଲକ୍ଷଣ ଜଣାପଡେ ମାତ୍ର କିପରି ଗ-ର୍ଭ ରେ ଥିବା ସନ୍ତାନ ପୁଅ କିମ୍ବା ଝିଅ ହୋଇଥାଏ ତାହା କେମିତି ଜାଣିବା ଏବଂ କେଉଁ ଉପାୟରେ ଜାଣିପାରିବ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ

ଗ-ର୍ଭାବସ୍ତା ରେ ସ-ହାବାସ କରିବାକୁ ଅତ୍ୟଧିକ ଇଚ୍ଛା ହେଲେ ଗର୍ଭରେ ଝିଅଅଛି ବୋଲି ଜାଣିବା l ଏବଂ ତଳି ପେଟରେ କଳାସିରା ଦେଖାଦେଲେ ଏବଂ ତଳି ପେଟ ଗ-ର୍ଭାବସ୍ତା ଠାରୁ ଅତ୍ୟଧିକ ବୃଦ୍ଧି ଦେଖାଯାଉଥିବା ବେଳେ ଏପରିକ୍ଷେତ୍ରରେ ଝିଅହେବା ସୂଚନା ମିଳିଥାଏ l

ଅଧିକାଂଶ ସମୟରେ ପାଦରେ ମଧ୍ୟ ଏହି ସମୟରେ ଫୁଲା ଦେଖାଯାଇ ଥାଏ ଏବଂ ଏହା ମଧ୍ୟ ଏକ ଗ-ର୍ଭାବସ୍ତାର ଲକ୍ଷଣ ହୋଇଥାଏ l

ଯଦି ଗ-ର୍ଭ ରେ ପୁଅ ଅଛି ତେବେ ହାତ ର ପାପୁଲି ନାଲି ପଡିବା ଏବଂ ତଳି ପେଟ ଛୋଟ ହୋଇଥିବାର ଜଣାପଡିଲେ ପୁଅ ହେବ ବୋଲି ଜାଣିବ l

ଗ-ର୍ଭାବସ୍ତା ଆରମ୍ଭ ଠାରୁ ଚାରି ମାସ ପର୍ଯ୍ୟନ୍ତ ପାପୁଲି ଲାଲ ପଡିଲେ ମଧ୍ୟ ପୁଅ ହେବାର ଏକ ଲକ୍ଷଣ ହୋଇଥାଏ l

ଗ-ର୍ଭାବସ୍ତା ସମୟରେ ଉତ୍ତର ଦିଗକୁ ପବନ ହେଲେ ପୁଅ ଏବଂ ଦକ୍ଷିଣ ଦିଗକୁ ପବନ ବହିଲେ ଝିଅ ହୋଇଥାଏ l ଗ-ର୍ଭାବସ୍ଥାରେ ଯଦି ମା ଅଧିକ ଖାଇଥାନ୍ତି ତେବେ ସନ୍ତାନ ପୁଅ ହୋଇଥାଏ l

ଯଦି ମା ଚକଲେଟ, ବାଦାମ, ପେସ୍ତା ଆଦି ଖାଇବାକୁ ପସନ୍ଦ କରନ୍ତି ସେମାନେ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥାନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.