Press "Enter" to skip to content

ବେ-ଶ୍ୟା ପାଇଁ କାହିଁକି ଅଟକି ଥିଲା ନନ୍ଦିଘୋଷ ରଥ ଦେଖନ୍ତୁ ମହାପ୍ରଭୁ JAGANATHA ଙ୍କ ମହିମା କିପରି ଥିଲା

ବନ୍ଧୁମାନେ ଥରେ ରଥଯାତ୍ରାରେ ନନ୍ଦିଘୋଷ ରଥ ଅଟକି ଯାଇଥିଲା।ଲକ୍ଷ ଲକ୍ଷ ଭକ୍ତଙ୍କ ମେଳରେ ଜଣେ ବେ-ଶ୍ୟା ପାଇଁ ରଥଟି ଅଟକି ଯାଇଥିଲା।

ତେବେ ଆପଣମାନେ କଣ ଏହି ବିଷୟରେ ଜାଣନ୍ତି କି।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପାଇବା ପାଇଁ ଆପଣ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ତେବେ ଏହି ଘଟଣାଟି ହେଉଛି ବେ-ଶ୍ୟା ବା ରୂପଜୀବି ଯମୁନାର କଥା।ରୂପଜୀବି ଯମୁନାର ଘର ଜଡଙ୍ଗ ସାହିରେ ଅଟେ।ଦିନେ ତା ମନରେ ଜାଗୃତ ହେଲା କି ଲୋକମାନେ ପାପମୋଚନ ପାଇଁ ପୁରୀ ଆସୁଛନ୍ତି।

କିନ୍ତୁ ମୁଁ ଏହି ଦିବ୍ୟ ଧାମରେ ଏହି ମଧ୍ୟ ଲୋକମାନଙ୍କୁ ପାପୀ କରୁଛି।ତେବେ କଣ ମୋ ଜୀବନରେ ମୁକ୍ତି ନାହିଁ।ମୁଁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ନିଶ୍ଚୟ ଯିବି।

ତେବେ ଭାଗ୍ୟର ବିଡମ୍ବନା ଯେ ସେ ଅରୁଣ ସ୍ତମ୍ଭ ପାଖରେ ପହଞ୍ଚିବା କ୍ଷଣି ପଣ୍ଡାମାନେ ତାଙ୍କୁ ଘେରି ଗଲେ ଓ ତାଙ୍କର ତିରସ୍କାର କଲେ।କହିଲେ କି ତୋ ଭଳି ପାପୀ ଏହି ମନ୍ଦିର ଭିତରକୁ ଯିବ, ଏହି କଥା ରାଜା ଶୁଣିଲେ ଆମ ମୁଣ୍ତ ରହିବ ତ।ତାକୁ ତୁରନ୍ତ ସେଠା ଛାଡ଼ି ଚାଲି ଯିବାକୁ କହିଥିଲେ।

ତେବେ ସେ ସେଠାକୁ ଛାଡ଼ି ଚାଲି ଆସିଥିଲେ।କିନ୍ତୁ ତାଙ୍କ ହୃଦୟ କାନ୍ଦି ଉଠିଲା।ତେବେ ସମର୍ପଣର ଠାକୁରଙ୍କୁ ଏ କଥା ବୁଝିବାକୁ ସମୟ ଲାଗି ନଥିଲା।ତେବେ ସେହି ଫେରିବା ସମୟରେ ଯମୁନାଙ୍କର ବଳରାମ ମହାପାତ୍ରଙ୍କ ସହ ଦେଖା ହେଇଥିଲା।

ତେବେ ବଳରାମ କାଳିଆ ଠାକୁର ଦର୍ଶନ କରିବାକୁ ଆସିଥିଲେ କିନ୍ତୁ ଯମୁନାକୁ ଦେଖିବା ପରେ କିନ୍ତୁ ସେସବୁ କିଛି ଭୁଲି ଯାଇଥିଲେ।ପ୍ରେମରେ ଉବୁଟୁବୁ ହେଉଥିବା ବଳରାମ ଆଉ ଘରକୁ ଯାଇ ନଥିଲେ।ସେ ଯମୁନା ସହ ତା ବେ-ଶ୍ୟା-ଳ-ୟ କି ଯାଇଥିଲେ।

ତୁଣ୍ଡ ବାଇଦ ସହସ୍ର କୋଷ ପରି ଏହି କଥାଟି ସାରା ପୁରୀରେ ବ୍ୟାପି ଯାଇଥିଲା।ତେବେ ରଥଯାତ୍ରା ବା ପବିତ୍ର ଗୁଣ୍ଡିଚା ତିଥି।ଯମୁନାଙ୍କ କୋଳରେ ଥିଲେ ବଳରାମ।

ଠିକ ସେହି ସମୟରେ ବଳିଆର କାନରେ ପଡ଼ିଲା ଘଣ୍ଟ ଓ ହୁଲୁହୁଲିର ଶବ୍ଦ।ତେବେ ସେ ଆଉ ସମ୍ଭାଳି ନ ପାରି ତୁରନ୍ତ ମନ୍ଦିରରେ ଦର୍ଶନ କରିବାକୁ ବାହାରି ପଡ଼ିଥିଲେ।କାମଦେବ ସିନା ମଝିରେ ଆସିଥିଲେ କିନ୍ତୁ କଳା ଠାକୁରଙ୍କୁ ତାହା ପୂଜା କରିବାକୁ ଚାଲି ଯାଇଥିଲେ।

ତେବେ ବଳିଆ କିଛି ସମୟ ପରେ ଯେତେବେଳେ ରଥ ଟାଣିବାକୁ ଗଲେ ସେ ସମୟରେ ସମସ୍ତେ ତାଙ୍କ ଉପରେ ହସି ଥିଲେ।ଏହାସହ ତାଙ୍କର ବହୁତ ଅପମାନ ମଧ୍ୟ କଲେ।

ତେବେ ଏହି ଘଟଣାର କିଛି ସମୟ ପରେ ବଳିଆ ଯାଇ ବେଳା ଭୂମିରେ ବାଲିରେ ୩ଟି ରଥ ଚିତ୍ର କରିଥିଲେ।ତେବେ ଏହା ପରେ କିନ୍ତୁ ବଡ଼ ଦାଣ୍ଡରେ ତିନି ରଥ ରହି ଯାଇଥିଲା।ତେବେ ପୁରା ଏକ ଦିନ ସେଠି ରଥ ଯାଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.