Press "Enter" to skip to content

ଜମାନବନ୍ଦୀ ଲେଖିବା ସମୟରେ କାହିଁକି ଥିଲେ DFO କାହିଁକି ପୋଲିସ ଘୋଡାଉଛି ଘଣ୍ଟ

ବହୁଚର୍ଚିତ ସୌମ୍ୟରଞ୍ଜନ ମୃ-ତ୍ୟୁ ମାମଲାରେ ଅନେକ ପ୍ରମାଣ ମିଳିବା ସହ ଦିନକୁଦିନ ସ୍ଥିତି ଅସମ୍ଭାଳ ହେବାକୁ ଲାଗିଛି l ଆଜି ସୌମ୍ୟଙ୍କ ମୃ-ତ୍ୟୁ ରେ 20 ଦିନ ବିତିଯାଇଥିବା ବେଳେ ଟଙ୍କାର ଆ-ତ୍ମହତ୍ୟା କିମ୍ବା ହ-ତ୍ୟା ଧରିପାରୁନି ପୋଲିସ l

ସୌମ୍ୟ ଙ୍କ ପାରିବାରିକ ଅଶାନ୍ତି ଏବଂ ସ୍ତ୍ରୀ ଙ୍କ ଅନ୍ୟତ୍ର ସମ୍ବନ୍ଧରେ ଓଡ଼ିଶାବାସୀ ଜାଣିବା ପରେ ଅତ୍ମୀୟତା ବଢିଚାଲିଥିଲା ସୌମ୍ୟଙ୍କ ପ୍ରତି l ତେବେ ବର୍ତ୍ତମାନ ଡିଏଫଓଙ୍କ ଏକ ଭିଡ଼ିଓ ଭାଇରଲ ହେଉଛି ଯାହାକି ଜମାନବନ୍ଦୀ ଲେଖିବା ସମୟରେ ଡିଏଫ୍ଓ ସେଠାରେ ଉପସ୍ଥିତ ଥିବା ଭିଜୁଆଲ ରେ ସାମ୍ନାକୁ ଆସିଛି l

କାହିଁକି ସେଠାରେ ଡିଏଫ୍ଓ ଉପସ୍ଥିତ ଥିଲେ ଏବଂ ଟଙ୍କାର ସେଠାରେ କଣ କାର୍ଯ୍ୟ ଥିଲା ତାହା ନେଇ ଘଟଣା ରେ ସନ୍ଦେହ ପ୍ରକାଶ ପାଇଛି l ଏବଂ ଏହା ସହ ସୌମ୍ୟଙ୍କ ମୃ-ତ୍ୟୁ ପଛର ରହସ୍ୟ ବଢ଼ିବାରେ ଲାଗିଛି l

ସୌମ୍ୟ ଏସିଏଫ୍ଓ ଭାବେ କାର୍ଯ୍ୟରତ ଥିବାବେଳେ ଜଙ୍ଗଲରେ କିପରି ନିଆଁ ଲିଭାଯିବ ଏବଂ ନିହାର ଆତ୍ମ ରକ୍ଷା ସମ୍ପର୍କରେ ସେ ପାଠ ପଢିଥିଲେ l ଏବଂ ସେ ନିଜେ କେମିତି ପୋଡିହୋଇ ମୃତ୍ୟୁ ବରଣ କଲେ ତାହା ସଭିଙ୍କ ମନରେ ସନ୍ଦେହ ଭାବ ପ୍ରକାଶ ପାଇଛି l

ଏବଂ ଅନ୍ୟ ପଟେ ଜମାନବନ୍ଦୀ ଲେଖିବା ସମୟରେ ଡିଏଫ୍ଓ ମଧ୍ୟ ସେଠାରେ ଉପସ୍ଥିତ ହୋଇଥିବା ନେଇ ସନ୍ଦେହ ବୃଦ୍ଧି ପାଇଛି ଏବଂ ଘଟଣା ଗଭୀର ଭାବେ ଭିତି ହୋଇଛି l

ସଭିଏଁ ସୌମ୍ୟ ନ୍ୟାୟ ପାଆନ୍ତୁ ବୋଲି ଚାହିଁରହିଥିବା ବେଳେ ପ୍ରକୃତ ଘଟଣା ପଛର ରହସ୍ୟ ଜାଣିବାରେ ସକ୍ଷମ ହୋଇନାହାନ୍ତି ପୋଲିସ କର୍ମଚାରୀ l

ଦିନପରେ ଦିନ ଗଡିଚାଲୁଥିବା ବେଳେ ତଦନ୍ତ କରିବାରେ ଦିନ ଯିବାର ସୂଚନା ରହିଛି ମାତ୍ର କୌଣସି ପ୍ରମାଣ ମିଳିବାର ଜଣା ପଡ଼ିନାହିଁ l ତେବେ ସମସ୍ତ କ୍ଷେତ୍ରକୁ ଆଧାର କରି ସୌମ୍ୟରଞ୍ଜନ ଙ୍କ ମୃ-ତ୍ୟୁ ଘଟଣା ରେ ସମ୍ପୂର୍ଣ ଜଡ଼ ରେ ନପହଞ୍ଚିବା ପାଇଁ କାହାର ଜୋର ଦିଆଯାଉଛି ବୋଲି ସନ୍ଦେହ କରିଛନ୍ତି ଜନସାଧାରଣ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.