ବନ୍ଧୁଗଣ ଆପଣ କଣ କେବେ ଝିଅ ପଟେଇଛନ୍ତି? ଆଜିକାଲିର ଅନେକ ଟୋକା ଝିଅ ପଟେଇ ଦେଉଛନ୍ତି।କିନ୍ତୁ କଣ ଆପଣ ଭାଉଜ ଙ୍କୁ ପଟେଇ ପାରିବେ? ଏହା ଆଦୌ ସହଜ ନୁହେଁ ଏହା ଛୋଟ ଛୁଆ ଙ୍କ କାମ ନୁହେଁ।
କାହିଁ କେତେ ରଥୀ ମହାରଥୀ ମଧ୍ୟ ଭାଉଜ ଙ୍କୁ ପଟେଇ ପାରନ୍ତି ନାହିଁ।ଆଜି ଆମେ ଆପଣଙ୍କୁ କହିବୁ ଏମିତି କିଛି ଜବର ଦସ୍ତ ଟ୍ରିକ ଯାହାକୁ ପ୍ରୟୋଗ କରି ଆପଣ ଯେତେ ରାଗି ଭାଉଜ ଙ୍କୁ ମଧ୍ୟ ପଟେଇ ଦେବେ।
● ଭାଉଜ ଙ୍କୁ ଖୁସି କରିବାର ଉପାୟ ;-
ଏମିତି ଏକ ଯାଦୁଇ ଶବ୍ଦ ଅଛି ଯାହାକୁ ଶୁଣିଲେ ଯେମିତିଆ ଭାଉଜ କାହିଁକି ନହେଇଥାଉ ସେ ପଟିଯିବେ। କିନ୍ତୁ ସେହି ଶବ୍ଦ ଆଜିକାଲିର ଅନେକ ଯୁବକ ଜାଣନ୍ତି ନାହିଁ।
ସେହି ଶବ୍ଦ କହିବା ଦ୍ୱାରା ଯେ କୌଣସି ଭାଉଜ ଆପଣଙ୍କ ବଶୀଭୂତ ହୋଇଯିବେ ଏବଂ ଆପଣଙ୍କ ସହ କଥା ହେବାକୁ ଲାଗିବେ, ଆପଣଙ୍କ ସହ ଅଧିକ ରୁ ଅଧିକ କଥା ହେବାକୁ ଚାହିଁବେ।
ଏହି ଶବ୍ଦ ଶୁଣିବା ପରେ ଭାଉଜ ଦିନ ରାତି କେବଳ ତୁମ କଥା ହିଁ ଭାବିବେ। ଧୀରେ ଧୀରେ ତୁମକୁ ପସନ୍ଦ କରିବାକୁ ଲାଗିବେ। ଏହି ଶବ୍ଦ ଟି ଶୁଣିବା ପରେ ଭାଉଜ ତୁମ ବିନା ଆଉ ରହିପାରିବେ ନାହିଁ।

ଯୋଉଠି ଥିଲା ପରେ ମଧ୍ୟ କେବଳ ହିଁ କେବଳ ଆପଣଙ୍କ କଥା ଚିନ୍ତା କରିବେ। ଏହି ଶବ୍ଦ ଶୁଣିବା ପରେ ଭାଉଜ ଆପଣଙ୍କ ମାୟାରେ ବାୟା ହୋଇଯିବେ। ଆପଣଙ୍କୁ ହିଁ ପସନ୍ଦ କରିବେ।

ଏହି ଶବ୍ଦ ପ୍ରଥମ ଦେଖାରେ ହିଁ କହି ଦିଅନ୍ତୁ ଭାଉଜ ଙ୍କୁ ଗୁଣି କରିଲା ପରି ସେ ତୁମ ପଛରେ ପଡ଼ିଯିବେ। “ ନମସ୍କାର ଭାଉଜ..” ହଁ ଫ୍ରେଣ୍ଡସ ନମସ୍କାର ଭାଉଜ ହିଁ ଏକ ମାତ୍ର ଶବ୍ଦ ଯାହାକୁ ଶୁଣିଲେ ଭାଉଜ ମାନେ ଖୁସି ହୋଇଯାଆନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment