Press "Enter" to skip to content

ଓଡ଼ିଆ ଫିଲ୍ମ Hero ମାନଙ୍କ ଗୋଟେ ଫିଲ୍ମ ଫିସ ଜାଣିଲେ ଆପଣଙ୍କ ହୋସ ଉଡିଯିବ Ollywood

ଆପଣ ମାନେ ନିଶ୍ଚୟ ଓଡ଼ିଆ ଫିଲ୍ମ ଦେଖୁଥିବେ ।ଓ ଆପଣ ମାନେ ଓଡ଼ିଆ କଳାକାରଙ୍କ ବିଷୟରେ ଜାଣିବାକୁ ବହୁତ ଇଛୁକ ଥିବେ।ଅଧିକାଂଶ ଲୋକ ଏହା ଜାଣିବାକୁ ଚାହୁଁଥିବେ ଆମ ଓଡ଼ିଆ ଫିଲ୍ମ ହିରୋ ମାନେ ଗୋଟେ ଫିଲ୍ମ କରିବାକୁ କେତେ ଟଙ୍କା ନେଇଥାନ୍ତି।ସେମାନେ ଗୋଟେ ଫିଲ୍ମ କରିବାକୁ କେତେ ଚାର୍ଜ ରଖିଛନ୍ତି।ତେବେ ଆସନ୍ତୁ ଜାଣିବା କାହାର ଅଧିକ ଚାର୍ଜ ରହିଛି।

୧-ସିଦ୍ଧାନ୍ତ ମହାପାତ୍ର-ସିଦ୍ଧାନ୍ତ ମହାପାତ୍ର ଓରଫ ମୁନା ଭାଇ।ସେ ପ୍ରଥମ ଫିଲ୍ମ ଶ୍ରଦ୍ଧାଞ୍ଜଳି ରେ ଓଡ଼ିଆ ଫିଲ୍ମ ରେ ପାଦ ଦେଇଥିଲେ।ଏହା ଛଡା ସେ ୨୦୦୯-୧୪ ପର୍ଯ୍ୟନ୍ତ ଲୋକ ସଭାର ମେମ୍ବର ରହିଛନ୍ତି।ସେ ଓଡ଼ିଆ ଫିଲ୍ମ ଜଗତରେ ନୂତନ ଯୁଗର ଆରମ୍ଭ କରିଥିଲେ।

ତାଙ୍କର ଅନେକ ପ୍ରଶାସକ ଅଛନ୍ତି।ତାଙ୍କୁ ଓଡ଼ିଆର ନମ୍ବର ୧ ସୁପର ଷ୍ଟାର କହିଲେ ଭୁଲ ହେବ ନାହିଁ।ସେ ୨୦୧୦ ପର୍ଯ୍ୟନ୍ତ ଗୋଟେ ଫିଲ୍ମ କରିବା ପାଇଁ ୧-୫ ଲକ୍ଷ ଟଙ୍କା ନେଉଥିଲେ।କିନ୍ତୁ ସେ ଏବେ ଗୋଟିଏ ଫିଲ୍ମ କରିବା ପାଇଁ ୮-୧୦ଲକ୍ଷ ଟଙ୍କା ନେଉଛନ୍ତି।

୨-ସବ୍ୟସାଚୀ ମିଶ୍ର-ସେ ଏମିତି ଜଣେ ଓଡ଼ିଆ ଅଭିନେତା ଅଟନ୍ତି ଯିଏକି ଅନେକ ତେଲଗୁ ଫିଲ୍ମ କରିସାରିଛନ୍ତି।ସେ ନିଜର ପ୍ରଥମ ଫିଲ୍ମ ପାଗଳ ପ୍ରେମୀ ରୁ ଓଡ଼ିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ।ସେ ଅନେକ ହିଟ ଫିଲ୍ମ ଦେଇଛନ୍ତି।ସେ ଗୋଟେ ଫିଲ୍ମ କରିବା ପାଇଁ ୧୦-୧୫ ଲକ୍ଷ ଟଙ୍କା ନେଇଥାନ୍ତି

୩-ଅରିନ୍ଦମ ରାୟ-ଅରିନ୍ଦମ ଏଭଳି ଜଣେ ଅଭିନେତା ଯିଏକି ଅନେକ ବେଙ୍ଗଲି ଫିଲ୍ମ ରେ ଅଭିନୟ କରିଛନ୍ତି।ସେ ପ୍ରଥମେ ୨୦୦୬ ରେ ପ୍ରେମ ଋତୁ ଆସିଲାରେ ଫିଲ୍ମ ରେ ଅଭିନୟ କରି ଓଡ଼ିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ।

ଏହା ପରେ ସେ ଅନେକ ହିଟ ଫିଲ୍ମ ରେ ଅଭିନୟ କରିଛନ୍ତି।ସେ ଗୋଟିଏ ଫିଲ୍ମ ରେ ଅଭିନୟ କରିବା ପାଇଁ ୧୫-୨୦ ଲକ୍ଷ ଟଙ୍କା ନେଇଥାନ୍ତି।

୪-ବାବୁସାନ ମହାନ୍ତି-ବାବୁସାନ ଙ୍କ ବାପା ଉତ୍ତମ ମହାନ୍ତି ଓ ମା ଅପରାଜିତା ମହାନ୍ତି ଅଟନ୍ତି।ସେ ପ୍ରଥମେ ୨୦୦୯ ରେ ରୋମିଓ ଦ ଲାଭର୍ ବଏ ରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ।

ଏହା ପରେ ସେ ଗୋଟି ପରେ ଗୋଟିଏ ହିଟ ଫିଲ୍ମ ଦେଇଚାଲିଛନ୍ତି।ସେ ବର୍ତ୍ତମାନ ଗୋଟିଏ ଫିଲ୍ମ କରିବା ପାଇଁ ୨୦-୨୫ ଲକ୍ଷ ଟଙ୍କା ନେଇଥାନ୍ତି।

୫-ଅନୁଭବ ମହାନ୍ତି- ବସନ୍ତ ନାୟକଙ୍କ ଫିଲ୍ମ ଆଇ ଲଭ ୟୁ ଫିଲ୍ମ ରୁ ୨୦୦୪ ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ।ଏହା ପରେ ସେ ଅନେକ ଦମଦାର ଫିଲ୍ମ କରି ଚାଲିଛନ୍ତି।ଏବେ ସେ କେନ୍ଦ୍ରାପଡାରୁ ସାଂସଦ ଅଛନ୍ତି।ସେ ଗୋଟିଏ ଫିଲ୍ମ ରେ ଅଭିନୟ ପାଇଁ ୨୫-୩୦ ଲକ୍ଷ ଟଙ୍କା ନେଇଥାନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।VB

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.