Press "Enter" to skip to content

ମୁଁ ସତ କହିଲେ Soumyaranjan ଙ୍କୁ ନ୍ୟାୟ ମିଳିବ କି ପାରଳାଖେମୁଣ୍ଡି ଏସିଏଫ୍ ମୃ-ତ୍ୟୁ ମାମଲାରେ ମିଳିଲା ନୂଆ ପ୍ରମାଣ

ବହୁଚର୍ଚିତ ପାରଳାଖେମୁଣ୍ଡି ସୌମ୍ୟରଞ୍ଜନ ମୃ-ତ୍ୟୁ ମାମଲାରେ ଦିନକୁ ଦିନ ମିଳିବାକୁ ଲାଗିଛି ନୂଆ ନୂଆ ଦିଗ l ବିଦ୍ୟା ଭାରତୀଙ୍କ ସହ ଅନେକ ତର୍କ ବିତର୍କ ସୋସିଆଲ ମିଡିଆରେ ଲାଗି ରହିଥିବା ବେଳେ ଜବତ ହୋଇଛି ବିଦ୍ୟାଙ୍କ ହାତଲେଖା ଅନେକ ଚିଠି l

ଯେଉଁ ଚିଠିରେ ବିଦ୍ୟା ଭାରତୀ କିପରି ଭାବେ ସୌମ୍ୟରଞ୍ଜନ ଙ୍କୁ ଘୃଣା କରନ୍ତି ତାହା ସମ୍ପର୍କରେ ଉଲେଖ ଅଛି l ବିଦ୍ୟା ସୌମ୍ୟ ଙ୍କ ସହ ଆଦୌ ଖୁସି ନଥିଲେ ବୋଲି ସ୍ପଷ୍ଟ ହୋଇଛି ବିଦ୍ୟାଙ୍କ ହାତଲେଖା ଚିଠିରୁ l

ବିଦ୍ୟା ଭାରତୀଙ୍କ ଶାଶୁଘର ଲୋକେ ମଧ୍ୟ ତାଙ୍କ ଉପରେ ସମାନ ଆରୋପ ଲଗେଇଛନ୍ତି l ସୌମ୍ୟଙ୍କ ମୃ-ତ୍ୟୁ ପଛରେ ଏକ ମାତ୍ର କାରଣ ହେଉଛନ୍ତି ବିଦ୍ୟା ଭାରତୀ ବୋଲି ଜଣାଇଛନ୍ତି ସୌମ୍ୟଙ୍କ ପରିବାର ଲୋକେ l

ସୌମ୍ୟ ଙ୍କ ବାପା ଏବଂ ଭାଇ ବିଦ୍ୟା ଭାରତୀ ଙ୍କୁ ଆରେଷ୍ଟ କରିବା ପାଇଁ ଦାବି କରିଥିବା ବେଳେ ଯେ ପର୍ଯ୍ୟନ୍ତ ତାଙ୍କୁ ଆରେଷ୍ଟ ନ କରାଯାଇଛି ସେହିପର୍ଯ୍ୟନ୍ତ କୌଣସି ସଠିକ ପ୍ରମାଣ ମିଳିପାରିବନାହିଁ ବୋଲି କହିଛନ୍ତି l

ବିଦ୍ୟା ଚିଠିରେ ଲେଖିଥିଲେ ସେ ସୌମ୍ୟଙ୍କୁ ପୃଥ୍ୱୀବିରେ ସବୁଠୁ ବେଶୀ ଘୃଣା କରନ୍ତି ଏବଂ ତାଙ୍କ ନାଁ ରେ ତାଙ୍କ ନାଁ ଯୋଡି ହୋଇ ରହିଛି ବୋଲି ତାଙ୍କୁ ଖରାପ ଲାଗୁଛି l ଏହି କ୍ଷେତ୍ରରେ ସନ୍ଦେହ ବଢିଛି ସଭିଙ୍କର l

ଯଦି ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଏତେ ଘୃଣା କରିପାରନ୍ତି ତେବେ ନିଶ୍ଚିତ ଅନ୍ୟ କାହାକୁ ଭଲ ପାଆନ୍ତି l ଏହି ସବୁ ମଧ୍ୟରେ ବର୍ତ୍ତମାନ ଡ୍ରାଇଭର ଦିବାକର ମହାପାତ୍ରଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି l

ଯେଉଁଥିରେ ସେ କିଛି ନକହୁ ନକହୁ ଅନେକ କିଛି କହିଯାଇଛନ୍ତି ଏବଂ ସ୍ପଷ୍ଟକରିଦେଇଛନ୍ତି l ଏବଂ କହିଛନ୍ତି ଯଦି ମୁଁ ସତ କହିଲେ ସୌମ୍ୟଙ୍କୁ ନ୍ୟାୟ ମିଳିବ ତାହାଲେ ମୁଁ କହିବି l ମୁଁ ସତ କହିଲେ ତାଙ୍କୁ ନ୍ୟାୟ ମିଳିବ ତ l

ଏବଂ କହିଛନ୍ତି ଜଣେ ଦୋଷୀଙ୍କୁ ଦେଖିଲେ ଜଣାପଡ଼ିଯିବ ସେ ଦୋଷ କରିଛନ୍ତି ନା ନାହିଁ l ଯଦି ମୁଁ ସତ କୁହେ ତେବେ ତାଙ୍କୁ ନ୍ୟାୟ ମିଳିପାରିବ କି ଯଦି ହଁ କୁହନ୍ତୁ ମୁଁ କହିବି ଅନେକ କଥା l

ଏହି ଡ୍ରାଇଭର ଜଣଙ୍କ ହେଉଛନ୍ତି ସେହିଁ ଡ୍ରାଇଭର ଯିଏ କି ଘଟଣା ଦିନ ବିଦ୍ୟା ଭାରତୀ ଏବଂ ତାଙ୍କ ବାପା ମା ଙ୍କୁ ନେଇ ଏସଇବି ଯାଇଥିଲେ ଏବଂ ସେଠାରୁ ବିଦ୍ୟା ଭାରତୀଙ୍କୁ ସାଙ୍ଗରେ ନେଇ ଗୌଡ଼ଗାଁ ଫେରିଥିଲେ l

ସେଦିନ ରାତିରେ ସାଢେ 9 ଟାରେ ବାହାରି ପାରଳାଖେମୁଣ୍ଡି ଅଭିମୁଖେ ଯାତ୍ରା କରୁଥିଲେ l ଏବଂ ରାତି ପ୍ରାୟ ଦୁଇଟା ସମୟରେ ଫେରିଥିଲେ କଟକ ଏସଇବି କୁ l

କଟକ ଏସଇବି ଠାରେ ସୌମ୍ୟ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ତାଙ୍କୁ କଟକ ଅଶ୍ୱିନ ହସ୍ପିଟାଲ ନେବାପାଇଁ ଉଭୟ ପରିବାର ପକ୍ଷ କଥା ହେଉଥିଲେ ଏବଂ ସେଠାରେ ଡ୍ରାଇଭର ଦିବାକର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.