ବନ୍ଧୁଗଣ ଦୁନିଆରେ ମୃତ୍ୟୁ ଏକ କଡା ସତ୍ୟ ଅଟେ l ଜନ୍ମ ବେଳେ ମଣିଷ ଖୁସି ଅନୁଭବ କରିଥିବା ବେଳେ ମୃ-ତ୍ୟୁ ବେଳେ କଷ୍ଟ ଅନୁଭବ କରନ୍ତି l ମୃ-ତ୍ୟୁ ହିଁ ଦୁନିଆରେ ଏକ ମାତ୍ର ସତ୍ୟ ଯାହା ସମସ୍ତଙ୍କ ପକ୍ଷରେ ଦିନେନା ଦିନେ ନିଶ୍ଚିତ ହେବ l
କେତେବେଳ ଏବଂ କେଉଁ ଯାଗାରେ ହେବ ତାହା କେହି କହିପାରିବେ ନାହିଁ l ମଣିଷ ଜୀବନ ପାଣି ଫୋଟକା ଭଳି ହୋଇଥାଏ ଯାହା କେଉଁ ମୁହୁର୍ତରେ ଫାଟିବ ତାହା ଜଣା ନଥାଏ l
ଅଧିକାଂଶ ଲୋକ ନିଜର ବାର୍ଦ୍ଧକ୍ୟ ଅବସ୍ଥାରେ ମୃ-ତ୍ୟୁ ବରଣ କରୁଥିବା ବେଳେ ଅନେକ ଲୋକେ ଅଚାନକ ଭାବରେ ମୃ-ତ୍ୟୁ ଲୋକକୁ ପ୍ରାପ୍ତି ହୁଅନ୍ତି l ଆଜି ଆମେ ଆପଣଙ୍କୁ ମୃ-ତ୍ୟୁ ର ଏକ ଏମିତି ଚିତ୍ର ଦେଖାଇବାକୁ ଯାଉଛୁ ଯାହା ଦେଖିଲେ ଆପଣ ମଧ୍ୟ ଦୁଃଖ ଅନୁଭବ କରିବେ l
ଭିଡ଼ିଓ ଟିରେ ଏକ ଷଣ୍ଢ ଆସି ଜଣଙ୍କୁ ପଛପଟୁ ନିଜ ସିଂଘରେ ଆକ୍ରମଣ କରୁଛି ଏବଂ ବ୍ୟକ୍ତିଙ୍କ ତତକ୍ଷଣାତ ମୃତ୍ୟୁ ଘଟୁଛି l ବ୍ୟକ୍ତି ଜଣଙ୍କ ମାଧ୍ୟମ ବୃଦ୍ଧ ବୋଲି ଭିଡ଼ିଓ ରେ ନଜର ଆସିଛି ଏବଂ ବ୍ୟକ୍ତି ଜଣଙ୍କ ପରିସ୍ରା କରିବା ଉଦେଶ୍ୟରେ ରାସ୍ତା କଡରେ ଠିଆ ହୋଇଥିଲେ

ଏବଂ ଠିଆ ହେବାବେଳେ ଷଣ୍ଢଟି ପଛୁଆ ଭାବେ ଆକ୍ରମଣ କରିଥିଲା ଏବଂ ବ୍ୟକ୍ତି ଓଲଟି ରାସ୍ତା ଉପରେ ପଡିଗଲେ l ଏହି ଆ-କ୍ରମଣ ର ଦୃଶ୍ୟ ଅତ୍ୟନ୍ତ ଭୟାନକ ଥିବା ବେଳେ କେହି ଜଣେ ନିଜ ଫୋନ ରେ ଏହି ଦୃଶ୍ୟ କଏଦ କରିଥିଲେ l

ବ୍ୟକ୍ତି ଜଣଙ୍କ ସହିଦ ନଗରର ଗ୍ରୀଡ଼କୋ କର୍ମଚାରୀ ଭାବେ ଜଣା ଯାଇଥିଲେ l ଷଣ୍ଢ ଆକ୍ରମଣ ପରେ ସ୍ଥାନୀୟ ଲୋକେ ତାଙ୍କୁ ବଞ୍ଚାଇବାକୁ ସମ୍ପୂର୍ଣ୍ଣ ପ୍ରୟାସ କରିଥିବା ବେଳେ ବ୍ୟକ୍ତି ଜଣଙ୍କ ମୃ-ତ୍ୟୁ ବରଣ କରିଥିଲେ l

ଏହି ଘଟଣା ଆପଣଙ୍କ ସହ ମଧ୍ୟ ହୋଇପାରେ ତେଣୁକରି ସଚେତନା ଦୃଷ୍ଟିରୁ ଏହି ଭିଡ଼ିଓ କୁ ଅଧିକ ରୁ ଅଧିକ ସେଆର କରି ଅନ୍ୟଙ୍କୁ ସଚେତନ କରାନ୍ତୁ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment