Press "Enter" to skip to content

ମହାନଦୀରେ କୁମ୍ଭୀର ମୁଁହରେ ମହିଳା ଦେଖନ୍ତୁ Viral Video ସାରା ଓଡିଶା ଲୋକ ଦେଖି ସାରିଲେଣି ସାବଧାନ

କୁମ୍ଭୀର ନାଁ ଶୁଣିଲେ ସମସ୍ତେ ଆତଙ୍କିତ ହୋଇପଡନ୍ତି l କୁମ୍ଭୀର ବଡ ବଡ ପ୍ରାଣୀ ଙ୍କୁ ମଧ୍ୟ ମାରିଦେଇପାରେ ଏବଂ ପାଣି ଭିତରେ ଏକ ମହିଳାଙ୍କୁ ଭିଡିନେବା କୁମ୍ଭୀର ପକ୍ଷେ କୌଣସି ଅସାଧାରଣ କଥା ନୁହେଁ l ବର୍ତ୍ତମାନ ସାରା ଓଡ଼ିଶାରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରୁଛି l

କଟକ ଜିଲ୍ଲା ନିଆଳି ଅଂଚଳରେ ଏହି ଭିଡ଼ିଓ ଟି ସନ୍ଦେହ କରାଯାଇଛି l ଯେଉଁଥିରେ ଜଣେ ମହିଳାଙ୍କୁ କୁମ୍ଭୀର ପାଟିରେ ଟାଣିଟାଣି ପାଣି ଭିତରକୁ ନେବାର ଦେଖା ଯାଇଛି l

ଏହି ଭିଡ଼ିଓ ଦେଖିବା ପରେ ନଦୀକୁଳିଆ ଅଞ୍ଚଳବାସି ଆତଙ୍କିତ ହୋଇପଡିଛନ୍ତି l ଏହି ଭିଡ଼ିଓ ସାରା ଭାରତରେ ଚାଞ୍ଚଲ୍ୟ ସୃଷ୍ଟି ହେଉଛି l କେହି କେହି ଏହି ଭିଡ଼ିଓ ନିଆଳି ର କହୁଥିବା ବେଳେ ଅନ୍ୟ କେହି କଣ୍ଟାପଡା ର ବୋଲି କହିଛନ୍ତି l କିନ୍ତୁ ଅଧିକାଂଶ ଲୋକେ ଏହା ନିଆଳି ଠାରେ ଦେଖା ଯାଇଥିବାର ଦାବି କରିଛନ୍ତି l

ଏହି ଭିଡ଼ିଓ ଦେଖିବା ପରେ ନଦୀକୁଳିଆ ବାସି ଏବଂ ନିତିଦିନ ନଦୀରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଆତଙ୍କିତ ହୋଇପଡିଛନ୍ତି l ଭିଡ଼ିଓ ରେ କୁମ୍ଭୀର କେଉଁ ମହିଳାଙ୍କୁ ନେଇଯାଇଛି ତାହା ସ୍ପଷ୍ଟ ଜଣାପଡି ନାହିଁ l ଭିଡ଼ିଓ ରେ ନେଇଯାଇଥିବା ମହିଳାଙ୍କ ଉପର ଭାଗ ଦେଖାଯାଉଛି l

ଏହି ଭିଡ଼ିଓ ଆପଣ ମଧ୍ୟ ଦେଖିଲେ ଆତଙ୍କିତ ହୋଇପଡ଼ିବେ ଏବଂ ନଦୀରେ ନିଜ କାର୍ଯ୍ୟ କରୁଥିଲେ ଆପଣ ମଧ୍ୟ ନଦୀକୁ ଯିବାକୁ ଡରିବେ l ଏହି ଭିଡ଼ିଓ ଟି କିଏ ଏବଂ କାହିଁକି ଭାଇରଲ କରିଛି ତାହା ଜଣାପଡି ନାହିଁ l କିନ୍ତୁ ସାରା ଓଡ଼ିଶାରେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଛି l

ଧୀରେ ଧୀରେ କୁମ୍ଭୀର ଟି ମହିଳାଙ୍କୁ ପାଣି ଭିତରେ ବୁଡିଯାଇଥିବାର ଦୃଶ୍ୟ ଦେଖାଯାଇଛି ଭିଡ଼ିଓ ରେ l ମାତ୍ର ଆକ୍ରମଣ ଏବଂ କୌଣସି ନିଖୋଜ ମହିଳାଙ୍କ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରେ କୌଣସି ସୂଚନା ମିଳିନାହିଁ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.