Press "Enter" to skip to content

Soumyaranjan ଏବଂ bidya ଙ୍କ ସମ୍ପର୍କରେ ମୁଁହଁ ଖୋଲିଲେ ଡ୍ରାଇଭର Kartik nayak ହେଲା ମହା ଖୁଲାସା

ସୌମ୍ୟରଞ୍ଜନ ଏସିଏଫ୍ ମୃ-ତ୍ୟୁ ମାମଲାରେ ଘଟଣା ଭିର୍ନ ମୋଡ଼ ନେଉଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ସତକୁ ଅପେକ୍ଷା କରି ରହିଛନ୍ତି ଏବଂ ଦିନକୁ ଦିନ ସୌମ୍ୟଙ୍କୁ ନ୍ୟାୟ ଦେବାପାଇଁ ଅଧିକ ରୁ ଅଧିକ ଲୋକେ ଆଗେଇ ଆସୁଛନ୍ତି l

ସେହି ମଧ୍ୟରେ ବିଦ୍ୟା ଭାରତୀ ଏବଂ ସୌମ୍ୟରଞ୍ଜନ ଙ୍କ ମଧ୍ୟରେ ଡ୍ରାଇଭର କାର୍ତିକ ନାୟକ ଙ୍କ ଘଟଣା ସାମ୍ନାକୁ ଆସିଛି l କାର୍ତିକ ନାୟକ ମିଡିଆ ସାମ୍ନାରେ ସତ କହିଛନ୍ତି l 3 ମାସ ପୂର୍ବେ କାର୍ତିକ ବେହେରା ବିଦ୍ୟା ଙ୍କୁ ଆଣିବା ପାଇଁ ଯାଇଥିଲେ ପାରଳାଖେମୁଣ୍ଡି l

ସାଙ୍ଗରେ ବାପା ମା ମଧ୍ୟ ଯାଇଥିଲେ ଏବଂ ବିଦ୍ୟା ଙ୍କ ପରୀକ୍ଷା ପାଇଁ ତାଙ୍କୁ ଆଣିବାକୁ ଯାଇଥିଲେ l ଏବଂ ପୁନଃବାର ତାଙ୍କୁ ନେଇ ଛାଡ଼ିଦେଇ ଆସିଥିଲେ l ଝିଅ ବିଦ୍ୟା ଏବଂ ସୌମ୍ୟରଞ୍ଜନ ଉଭୟ ଆସିଥିଲେ ଏବଂ 5-6 ଦିନ ପରେ ତାଙ୍କୁ ଛାଡିବାକୁ ଯାଇଥିଲେ ଡ୍ରାଇବାର କାର୍ତିକ l

ପାରଳାଖେମୁଣ୍ଡି ଠାରେ ଛାଡିଥିଲେ ଦୁହିଁଙ୍କୁ l ଯେତେବେଳେ କାର୍ତିକ ନାୟକ ଙ୍କୁ ପଚରାଯାଇଥିଲା ଦୁହିଁଙ୍କ ସମ୍ପର୍କ ଏବଂ ବୁଝାମଣା ଯେଉଁଥିରେ କାର୍ତିକ ନାୟକ ସକାରାତ୍ମକ ପ୍ରତିକ୍ରିୟା ଦେଇଥିଲେ l

ବିଦ୍ୟା ଏବଂ ସୌମ୍ୟରଞ୍ଜନ ବହୁତ ଭଲ ବୋଲି କହିଥିଲେ ପାରଳାଖେମୁଣ୍ଡି ଛାଡି ଯିବା ବେଳେ ବିଳମ୍ବ ହେବାରୁ ଜ୍ୱାଇଁ ସୌମ୍ୟରଞ୍ଜନ ତାଙ୍କୁ ରହିବା ପାଇଁ କହିଥିଲେ ମଧ୍ୟ l

ଦୁହିଁଙ୍କ ପ୍ରତିକ୍ରିୟା ମାଧ୍ୟମରେ ଯାହା ଜଣା ପଡ଼ିଥିଲେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି l ବିଦ୍ୟା ଭାରତୀ ଙ୍କୁ ସଭିଏଁ ସନ୍ଦେହ ଦୃଷ୍ଟି ରେ ଦେଖୁଥିବା ବେଳେ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ଡ୍ରାଇଭର କାର୍ତିକ ନାୟକ l

କିନ୍ତୁ ଆଗରୁ ବିଦ୍ୟା ଙ୍କ ହାତରୁ ଅନେକ ଚିଠି ଜବତ ହୋଇଥିବା ବେଳେ ବର୍ତମାନ କ୍ରାଇମବ୍ରାଞ୍ଚ ଆଗରେ ଲାଗିଛି ଏକ ଖାତାରେ ଲେଖାହୋଇଥିବା ଆଉ କିଛି ଲେଖା l ଯେଉଁଥିରେ ସୌମ୍ୟ ଙ୍କୁ ଘୃଣା କରିବା ସହ ଅକ୍ଷୟ ନାଁ ଯୋଡି ହୋଇଛି l

ସୌମ୍ୟ ଙ୍କ ଭାଇ ଏହି ବିଷୟରେ ସନ୍ଦେହ କରିଛନ୍ତି ଏବଂ ତାଙ୍କ ଭାଇ ଙ୍କ ସହ ଭଲ ସମ୍ପର୍କ ନଥିବା ବେଳେ ସବୁବେଳେ ସୌମ୍ୟ ଙ୍କୁ ଘୃଣା କରି ଆସୁଥିଲେ ବିଦ୍ୟା ଭାରତୀ l

ତେବେ ଏହି କ୍ଷେତ୍ରରେ ଡ୍ରାଇଭର ଙ୍କ ପ୍ରତିକ୍ରିୟା ଏହି ଘଟଣାରେ ପରିବର୍ତ୍ତନ ଦେଖା ଦେଇଛି l ଖୁବ ଶୀଘ୍ର ଘଟଣା ମଧ୍ୟରୁ ପରଦା ଉଠିବ ବୋଲି ଜଣାଇଛି କ୍ରାଇମବ୍ରାଞ୍ଚ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.