Press "Enter" to skip to content

ପୁଅ 4 ଲକ୍ଷ୍ୟ ଝିଅ 30 ହଜାର ସାମ୍ନାକୁ ଆସିଲା ପିଲାଙ୍କ ଡ଼ିଲ କରୁଥିବା ଘଟଣା Breaking news

ରାଉରକେଲା ରୁ ଆସିଛି ବର୍ତ୍ତମାନ ସାଙ୍ଘାତିକ ଘଟଣା l ସଂଗୀତା ଅଗ୍ରୱାଲ ଏବଂ ନିତା ଅଗ୍ରୱାଲ ନାମକ ଦୁଇଜଣ ମହିଳା ଅଛନ୍ତି ଏବଂ ଦୁଇ ଚାରିଦିନ ହେବ ସୀମା ଖୁଣ୍ଟିଆ ଙ୍କୁ ଯୋଗାଯୋଗ କରୁଥିଲେ ଏବଂ କହୁଥିଲେ ଛୁଆ ଠିକ କର ଆମେ ତମକୁ ପଇସା ଦବୁ l

ଅଧିକ ରୁ ଅଧିକ ପ୍ରଲୋଭନ ଦେଖାଇ ସେ ଯେହେତୁ ଗରିବ ଥିଲେ ତାଙ୍କ କଥାରେ ଆସିଗଲେ ସୀମା ଖୁଣ୍ଟିଆ l ଏବଂ ନିଜ ନାତୁଣୀ ଙ୍କୁ ତାଙ୍କୁ ହସ୍ତାନ୍ତର କରିବେ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ସେମାନେ ମଧ୍ୟ 30000 ଟଙ୍କା ଦେବେ ବୋଲି ପ୍ରତିଶୃତି ଦେଇଥିଲେ l

ଏବଂ ସମସ୍ତ କଥାବାର୍ତା ସାରିବା ପରେ ଆସନ୍ତା କାଲି ରାତି 8ଟା ରେ ଆସିବେ ବୋଲି କହିଥିଲେ ଇଦଗା ପଡିଆ ପାଖକୁ l ଏହାପରେ ଆଠଟା ସମୟରେ ଛୁଆକୁ ଧରି ପହଞ୍ଚିଥିଲେ ଇଦଗା ପଡିଆ ପାଖରେ l

ନାତୁଣୀ ର ବୟସ ମାତ୍ର ଏକ ବର୍ଷ ରୁ ଦେଢ଼ ବର୍ଷ ହେବ l ଏହା ପରେ ସିମା ଏବଂ ନିତା ନାମକ ଦୁଇଜଣ ମହିଳା ସେହିଠାରେ ଥିଲେ ଏହାପରେ ତାଙ୍କୁ ପଚାରିଲେ ଯିଏ ଡ଼ିଲ କରିଥିଲେ ସେ କୁଆଡେ ଗଲେ l ଏବଂ ଏହାପରେ ସେ ପ୍ରତି ଉତ୍ତର ଦେଇଥିଲେ ଯେ ତାଙ୍କୁ ନିତା ଏବଂ ସଂଗୀତା ପଠାଇଛନ୍ତି ଟଙ୍କା ନିଅ ଏବଂ ପିଲା ଦିଅ କହିଥିଲେ l

ଏହାପରେ ତାଙ୍କ ଉପରେ ବିଶ୍ୱାସ ଭରସା କରି ଛୋଟ ଶିଶୁ ଙ୍କୁ ତାଙ୍କୁ ଦେଇଦେଲେ l ଏବଂ ସୀମା ଖୁଣ୍ଟିଆ ପଇସା ମାଗିଥିଲେ l ପ୍ରତି ବଦଳରେ ଦୁଇ ଜଣ ମହିଳା ଆଗ ଗଳି କୁ ଆସିବାପାଇଁ କହିଥିଲେ l

ଏବଂ ସେହିଠାରେ ହିଁ ପଇସା ଦେବେ ବୋଲି କହିଥିଲେ l ଏହାପରେ ସଭିଏଁ 50-100 ହାତ ଯାଇଛନ୍ତି ଏବଂ ଛୁଆ ନେଇ ଫେରାର ହେଲେ ଦୁଇଜଣ ମହିଳା l ଏହାପରେ ସୀମା ଖୁଣ୍ଟିଆ ବ୍ୟସ୍ତ ହୋଇ ଥାନାରେ ରିପୋର୍ଟ ଲେଖାଇଥିଲେ l

ଏହି ଘଟଣାରେ 8 ଜଣ ସାମିଲ ଥିବାର ଜାଣି ପାରିଥିଲେ ପୋଲିସ ଏବଂ ସଫଳତା ପୂର୍ବକ 7 ଜଣଙ୍କୁ ଆରେଷ୍ଟ କରିଥିଲେ ଏବଂ ତାଙ୍କ ମୋବାଇଲ କୁ ଜବତ କରିଥିଲେ l

ମୋବାଇଲ କୁ ଜବତ କରିବା ପରେ ସେମାନଙ୍କ ଫୋନ ରୁ ଯେତିକି ତଥ୍ୟ ମିଳିଥିଲା ସେମାନେ ପିଲାଚୋର ବୋଲି ଜଣା ପଡିଥିଲା l ଏହାପରେ ପିଲାଟିକୁ ସୀମା ଖୁଣ୍ଟିଆ ଙ୍କୁ ହସ୍ତାନ୍ତର କରାଯାଇଥିଲା l ଏମିତି ଘଟଣା ଆପଣଙ୍କ ସହ ମଧ୍ୟ ହୋଇପାରେ ସାବଧାନ ରୁହନ୍ତୁ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.