ସୌମ୍ୟରଞ୍ଜନ ମୃ-ତ୍ୟୁ ମାମଲାରେ ଆଗରୁ ମଧ୍ୟ ବିଦ୍ୟା ଙ୍କ ହାତରୁ ଅନେକ ଚିଠି ଜବତ ହୋଇଥିବା ବେଳେ ବର୍ତମାନ କ୍ରାଇମବ୍ରାଞ୍ଚ ଆଗରେ ଲାଗିଛି ଏକ ଚିଠିରେ ଲେଖାହୋଇଥିବା ଆଉ କିଛି ଲେଖା l
ଯେଉଁଥିରେ ସୌମ୍ୟ ଙ୍କୁ ଘୃଣା କରିବା ସହ ଅନେକ କିଛି ଲେଖା ବାଖ୍ୟା ଭାବେ ଯୋଡି ହୋଇଛି l ସୌମ୍ୟ ଙ୍କ ଭାଇ ଏହି ବିଷୟରେ ସନ୍ଦେହ କରିଛନ୍ତି ଏବଂ ତାଙ୍କ ଭାଇ ଙ୍କ ସହ ଭଲ ସମ୍ପର୍କ ନଥିବା ବେଳେ ସବୁବେଳେ ସୌମ୍ୟ ଙ୍କୁ ଘୃଣା କରି ଆସୁଥିଲେ ବିଦ୍ୟା ଭାରତୀ
ସ୍ୱାମୀଙ୍କ ସହ ଭଲ ସମ୍ପର୍କ ନଥିବା ବେଳେ ବିଦ୍ୟା ଙ୍କର ଅନ୍ୟତ୍ର ଅଫେୟାର ଥିବାର ସ୍ପଷ୍ଟ କରିଛନ୍ତି ଶାଶୂଘର ଲୋକେ ଏବଂ ବିଦ୍ୟା ମଧ୍ୟ ସ୍ୱାମୀଙ୍କୁ ଦୁନିଆରେ ସବୁଠୁ ବେଶୀ ଘୃଣା କରନ୍ତି l
ତେଣୁକରି ସନ୍ଦେହ କରିଛନ୍ତି ପରିବାର ଲୋକେ ଏବଂ ଏହି କ୍ଷେତ୍ରରେ କିଛି ନୂଆ ପ୍ରମାଣ ପାଇବା ପାଇଁ ଅପେକ୍ଷା କରିରହିଥିଲେ ସୌମ୍ୟରଞ୍ଜନ ଙ୍କ ପରିବାର l ଯାହା ବର୍ତ୍ତମାନ ପୁଣି ଏକ ଚିଠିରେ ସ୍ପଷ୍ଟ ହୋଇଛି….
ଚିଠିରେ ଲେଖା ଅଛି…
କି ଭଳି ଜୀବନ ମୋର l ମୋ ଲାଇଫ ହେଉଛି ଏକ ହୋପଲେସ ଲାଇଫ l ଏତେସବୁ ଅସୁବିଧା ରେ ମଧ୍ୟ ଆଶାରେ ଅଛି କେବେ ନା କେବେ ସୁଖ ଆସିବ ମୋ ଜୀବନରେ l ଯେତେ ଦଣ୍ଡ ଭଗବାନ ସବୁ ଲେଖିଛନ୍ତି ସବୁ ତତେ ହିଁ ଭୋଗିବାକୁ ପଡିବ l ସେଥିପାଇଁ କମ୍ପ୍ଲେନ କରିବା ବନ୍ଦ କରିଦେ l

ରିଆକ୍ସନ ଦେବା ବନ୍ଦ କରିଦେ l ଯେତେ ଯାହା କଲେ ବି ସବୁ ତୋ ଭାଗ୍ୟ ଓ ତୋ ଷ୍ଟପିଢ ଡିସିଜନ ପାଇଁ ଯୋଉଗୁଡା ତୁ ନେଇଥିଲୁ ଜୀବନ କୁ ନେଇ ଅନୁତାପ ଆସୁଛି l ଜୀବନରେ କଣ ପାପ କରିଥିଲି ଯେଉଁଥିପାଇଁ ମୋ ଜୀବନ ଅନ୍ଧାର l

ଏତେ ଖରାପ ଲାଗିଲାନି ନିଜ ଉପରେ ଛି ଛି ୟାର କି ଲାଇଫ ମୋର l କେତେ ସନ୍ଦେହ ଫିଲ କରେଇ ସାରିଲାଣି ଏହି ଏତିକି ଦିନ ଭିତରେ
ଏହିପରି ଭାବେ ଲେଖିଥିଲେ ଚିଠିରେ ବିଦ୍ୟା ଭାରତୀ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment