ଶ୍ରାବଣ ମାସରେ ଭଗବାନ ଶିବଙ୍କ ମାସ ଭାବେ ସମର୍ପିତ ହୋଇଥାଏ l ଭଗବାନ ଭୋଳା ଶଙ୍କର ଶ୍ରାବଣ ମାସରେ ସ୍ୱୟଂ ଭୁ ଲୋକରେ ବିରାଜମାନ ଥାନ୍ତି ଏବଂ ନିଜ ଭକ୍ତ ଙ୍କୁ ସର୍ବଦା ଆଶ୍ରିବାଦ ଦେଉଥାନ୍ତି l ଭୋଳା ଶଙ୍କର ସବୁବେଳେ ଅଳ୍ପ ପୂଜାରେ ମଧ୍ୟ ସନ୍ତୁଷ୍ଟ ହୁଅନ୍ତି ମାତ୍ର ସେହିଁ ଅଳ୍ପ ପୂଜାରେ ନିଷ୍ଠା ରହିବା ନିହାତି ଆବଶ୍ୟକ l
ଭୋଳାଶଙ୍କର ଯେତିକି ଭୋଳା ସେତିକି ରାଗି ମଧ୍ୟ l ଭୋଳା ଶଙ୍କର ଙ୍କର ତୃତୀୟ ଆଖି ଖୋଲିଲେ ସଂସାର ରେ ପ୍ରଳୟ ହେବାପରି କ୍ଷମତା ଥାଏ l
ତେଣୁକରି ସର୍ବଦା ଶିବଙ୍କ ତୃତୀୟ ନୟନ ବନ୍ଦ ହୋଇଥାଏ l ବର୍ତ୍ତମାନ ଶ୍ରାବଣ ମାସ ଆରମ୍ଭ ହୋଇଥିବା ବେଳେ ଭକ୍ତଙ୍କୁ କିଛି ଜିନଷ ଉପରେ ଧ୍ୟାନ ଦେବାକୁ ହେବ ଏବଂ ମରିଗଲେ ବି ମଧ୍ୟ ଏହି 5ଟି ଭୁଲ କରିବେନାହିଁ ନହେଲେ ଭୋଳାନାଥ ଙ୍କ ଆଶ୍ରିବାଦ ବଦଳରେ ପାଇବେ ଅଭିଶାପ ତେବେ ଆସନ୍ତୁ ଜାଣିବା….
1)
ଶ୍ରାବଣ ସୋମବାର ଅତ୍ୟନ୍ତ ମହତ୍ୱପୂର୍ଣ ହୋଇଥାଏ ଯାହା ଫଳରେ ଅନେକ ଲୋକ ବୋଲବମ ଯାଇଥାନ୍ତି l ଶ୍ରାବଣ ମାସରେ କଦାପି ଆମିଷ ଭକ୍ଷଣ କରିବା ଉଚିତ ନୁହେଁ l
2)
ଶ୍ରାବଣ ମାସରେ ପିଆଜ ରସୁଣ ଖାଇବା ସମ୍ପୂର୍ଣ୍ଣ ରୂପେ ଅନୁଚିତ l ରାହୁ ର ଗଳା କୁ ଶ୍ରୀ ବିଷ୍ଣୁ କାଟିଦେଇଥିବା ବେଳେ କିଛି ରକ୍ତ ବୁନ୍ଦା ମାଟିରେ ପଡି ପିଆଜ ରସୁଣ ର ଭାବେ ଉତ୍ପତି ହୋଇଥିଲେ l ତେଣୁକରି ପିଆଜ ରସୁଣ ଖାଇବା ଅନୁଚିତ l
3)
ଶ୍ରାବଣ ମାସରେ ଖିଅର ହେବା ବା କେଶ କାଟିବା ସମ୍ପୂର୍ଣ୍ଣ ରୂପେ ଅନୁଚିତ ହୋଇଥାଏ l ଏପରି କରିବା ଦ୍ୱାରା ଶିବଙ୍କ କୋପ ଦୃଷ୍ଟି ପଡିଥାଏ l

4)
ଶ୍ରାବଣ ମାସରେ ଶରୀର ରେ ତେଲ ଲଗାଇବା ପାଇଁ ଅନୁଚିତ ମନେ କରାଯାଏ l ଯେଉଁମାନେ ଏହାକୁ ଅମାନ୍ୟ କରନ୍ତି ଶିବଙ୍କ କ୍ରୋଧ ଦୃଷ୍ଟିର ସମୁଖୀନ ହୋଇଥାନ୍ତି l

5)
ଶ୍ରାବଣ ମାସରେ ଦିନବେଳେ ଶୋଇବା କଦାପି ଉଚିତ ନୁହେଁ କାରଣ ଶ୍ରାବଣ ମାସରେ ଶିବ ଜାଗୃତ ଅବସ୍ଥାରେ ଥାନ୍ତି ଏବଂ ଦିନବେଳେ ଶୋଇବା ବ୍ୟକ୍ତି ଉପରେ ବିରକ୍ତି ଭାବ ପ୍ରକାଶ କରିଥାନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment