Press "Enter" to skip to content

ବାହା ଦେଲେ comedy King ଗୁଡ଼ୁ ଦେଖନ୍ତୁ କାହାକୁ ବାହା ହେଲେ Ollywood update

ବନ୍ଧୁଗଣ କମେଡି କିଙ୍ଗ ଗୁଡ଼ୁଙ୍କୁ ତ ଆପଣ ନିହାତି ଜାଣିଥିବେ ଯିଏ କି ସବୁବେଳେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଚର୍ଚାରେ ଥାନ୍ତି l ଯେତେବେଳେ ହାସ୍ୟ ଅଭିନେତା ଙ୍କ ନାଁ ଆସେ ସେତେବେଳେ ଗୁଡ଼ୁ ଙ୍କ କଥା ମଧ୍ୟ ମନେ ପଡେ l

ଗୁଡ଼ୁ ମୋଟା ହୋଇଥିଲେ ମଧ୍ୟ ଅତ୍ୟଧିକ ସୁନ୍ଦର ନାଚ ନାଚି ଦର୍ଶକ ମାନଙ୍କ ମନ କିଣିଥାନ୍ତି l କିଛିଦିନ ପୂର୍ବେ ଗୁଡ଼ୁ କ-ରୋନା ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ସଫଳତାର ସହ କ-ରୋନା ଯୁଦ୍ଧରେ ଜିତି ସୁସ୍ଥ ହୋଇ ଫେରିଥିଲେ ଗୁଡ଼ୁ l

ଗୁଡ଼ୁ ଙ୍କୁ ଅନେକ ଫିଲ୍ମ ରେ ହାସ୍ୟ ଅଭିନେତା ଭାବେ ଦେଖିବାକୁ ମିଳେ ଏବଂ ଦମଦାର କମେଡି ପାଇଁ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛନ୍ତି l

ବର୍ତ୍ତମାନ ଯାହା ଖବର ଆସି ପହଁଞ୍ଚିଛି ଗୁଡ଼ୁ କମେଡି କିଙ୍ଗ ବିବାହା ବନ୍ଧନ ରେ ବାନ୍ଧି ହୋଇଛନ୍ତି l ଆଡମ୍ବର ରେ ବିବାହ ହୋଇନାହିଁ ସତ କିନ୍ତୁ ଦୁହିଁଙ୍କ ମନ ମିଶି ସାରିଛି ଏବଂ ଅନେକ ଦିନ ଧରି ଦୁହେଁ ପ୍ରେମ ସମ୍ପର୍କ ରେ ବାନ୍ଧିହୋଇଥିଲେ l

ଗତକାଲି ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି l ଏବଂ କ-ରୋନା ମହାମାରୀ ଗାଇଡ଼ଲାଇନ କୁ ସଂମ୍ମାନ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଗୁଡ଼ୁ l

ଆଶା କରିଛନ୍ତି ତାଙ୍କୁ ଯେତିକି ଭଲ ପାଇବା ମିଳିଛି ତାଙ୍କ ପତ୍ନୀ ଙ୍କୁ ମଧ୍ୟ ଦର୍ଶକ ବନ୍ଧୁ ସେତିକି ଭଲ ପାଇବା ଦେବେ l ଏବଂ ଦୁହିଁଙ୍କୁ ବୈବାହିକ ଜୀବନ ସୁଖମୟ ହେବାର ଆଶ୍ରିବାଦ ଦେବେ l

ସୋସିଆଲ ମିଡିଆରେ ଦୁହେଁ ପ୍ରଥମ କଥା ହୋଇଥିଲେ ଏବଂ ଗୁଡ଼ୁ ତାଙ୍କୁ ଫଲୋ ବ୍ୟାକ ଦେଇଥିଲେ ଯାହା ଫଳରେ ଦୁହିଁଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ l ଏବଂ ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି l

ବିବାହବନ୍ଧନ ରେ ବାନ୍ଧି ହେବା ମାତ୍ରେ ଦୁହେଁ ଦୁହିଁଙ୍କୁ ପାଇ ବହୁତ ଖୁସି ଅଛନ୍ତି l ଏବଂ ତାଙ୍କ ପ୍ରେମ ସଫଳତାର ପୂର୍ବକ ବିବାହ ର ରୂପ ନେଇଛି l ଗୁଡୁ କୋର୍ଟରେ ସମସ୍ତ ସାକ୍ଷ ପ୍ରମାଣ ଅନୁଧ୍ୟାନରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.