Press "Enter" to skip to content

କେମିତି ଅଛନ୍ତି Abhisekh ଇକମୋ ଚିକିତ୍ସା ର କଣ ମିଳୁଛି ଫଳାଫଳ ଜାଣନ୍ତୁ Special report

ଅଭିଷେକ ଙ୍କୁ ଇକମୋ ଚିକିତ୍ସା ଆବଶ୍ୟକତା ପଡିବାରୁ ସାରା ଓଡିଶାରୁ ସହାୟତା ର ହାତ ବଢ଼ିଥିଲା l କେମିତି ଏଆର ଆମ୍ବୁଲାନ୍ସ ଯୋଗେ ସୁରକ୍ଷୀତ ଭାବେ ତାଙ୍କୁ ଇକମୋ ଚିକିତ୍ସା ପାଇଁ ନିଆଯିବ ସେଥିପାଇଁ ସୋସିଆଲ ମିଡିଆରେ ଗୁହାରି କରିଥିଲେ ସ୍ତ୍ରୀ l

ଯେମିତି ସାବିତ୍ରୀ ହାର ମାନିନଥିଲେ ଏବଂ ନିଜ ସ୍ୱାମୀଙ୍କୁ ଯମ ଙ୍କ କବଳରୁ ଫେରାଇ ଆଣିବା ପାଇଁ ଯଥା ସମ୍ଭବ ଚେଷ୍ଟା ଜାରି ରଖିଥିଲେ ଏବଂ ଶେଷରେ ଯମରାଜ ତାଙ୍କ ସାମ୍ନାରେ ହାର ମାନିଥିଲେ ଏବଂ ସାବିତ୍ରୀ ଙ୍କୁ ତାଙ୍କ ସ୍ୱାମୀ ଫେରାଇ ଦେଇଥିଲେ ଏବଂ ସୌଭାଗ୍ୟବତୀ ହେବାର ଆଶ୍ରିବାଦ ମଧ୍ୟ ଦେଇଥିଲେ l

ତାହା ସତ୍ୟଯୁଗର ଘଟଣା ହୋଇଥିବା ବେଳେ ବର୍ତ୍ତମାନ କଳି ଯୁଗରେ ସାବିତ୍ରୀ ସାଜିଛନ୍ତି ଅଭିଷେକ ଙ୍କ ପତ୍ନୀ l

ବାହାଘର ହେବାର ଅଳ୍ପ ଦିନ ମଧ୍ୟରେ କ-ରୋନା ପଜେଟିଭି ହୋଇଥିଲେ ଅଭିଷେକ l ଏବଂ ଦିନକୁ ଦିନ ଅବସ୍ଥା ସାଙ୍ଘାତିକ ହୋଇପଡ଼ିଥିଲା l ଏବଂ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ l ଜହିଁରେ ସୋସିଆଲ ମିଡିଆରେ ସ୍ତ୍ରୀ ସିନ୍ଦୁର କୁ ବଞ୍ଚାଇ ଦେବାପାଇଁ ଆପ୍ରାଣ ଚେଷ୍ଟା କରିଥିଲେ ଏବଂ ଅଭିଷେକ ଙ୍କ ଚିକିତ୍ସା ପାଇଁ ଟଙ୍କା ଠୁଳ କରିଥିଲେ l

ଅଭିଷେକ ଏକ ଘରୋଇ କମ୍ପାନୀରେ ଇଞ୍ଜିନିଅର ଭାବେ କାର୍ଯ୍ୟ କରୁଥିବା ବେଳେ ଯଥେଷ୍ଟ ଅର୍ଥ ନଥିଲା ଚିକିତ୍ସା ପାଇଁ l ଏବଂ ସେ ନବବିବାହିତ ମଧ୍ୟ ହୋଇଥିଲେ ତେଣୁକରି ଆର୍ଥିକ ଦୃଷ୍ଟିରୁ ମଜବୁତ ନଥିଲେ ପରିବାର ଲୋକେ l

ଓଡ଼ିଶାବାସିଙ୍କ ସହଯୋଗ କ୍ରମେ ଟଙ୍କାର ଚିକିତ୍ସା କରାଯାଇଥିଲା l ଅବସ୍ଥାରେ ସୁଧାର ଆସିବାର ଜଣାପଡ଼ୁଥିବା ବେଳେ ବର୍ତ୍ତମାନ ସାଙ୍ଘାତିକ ହୋଇପଡିଛନ୍ତି ଅଭିଷେକ l

ଅଭିଷେକ ଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ବର୍ତ୍ତମାନ ଭଗବାନ ସାହା ଭାବି ରୁଦ୍ରାଭିଷେକ କରାଇଛନ୍ତି ପରିବାର ବର୍ଗ ପତ୍ନୀ ତଥା ଗ୍ରାମବାସୀ ମାନେ l

ଗ୍ରାମରେ ଇଷ୍ଟ ଦେବତା ଙ୍କୁ ପୂଜା କରୁଛନ୍ତି ଗ୍ରାମବାସି l ଅଭିଷେକ ମହାପାତ୍ର ତାଙ୍କ ପୁଅ ପରି ହୋଇଥିବା ବେଳେ ତାଙ୍କ ଆରୋଗ୍ୟ କାମନା ପାଇଁ ଭଗବାନ ଙ୍କୁ ଡାକୁଛନ୍ତି ଗ୍ରାମବାସୀ l

ଦୀର୍ଘ ଦୁଇ ମାସ ହେବ ତାଙ୍କ ଇକମୋ ଚିକିତ୍ସା ହେଉଥିବା ବେଳେ ସ୍ୱାସ୍ଥ୍ୟବସ୍ତା ରେ ସୁଧାର ଆସୁନାହିଁ l ବାହାଘର ପାଇଁ ଗାଁ କୁ ଆସି ଅସୁସ୍ଥ ହୋଇପଡ଼ିଥିଲେ ଅଭିଷେକ ଏବଂ କ-ରୋନା ଭା-ଇରସ ରେ ଆକ୍ରାନ୍ତ ହେବା ସହ ଦିନକୁ ଦିନ ସ୍ୱାସ୍ଥ୍ୟବସ୍ତା ବିଗିଡି ଯାଇଥିଲା l

ତେଣୁକରି ତାଙ୍କୁ ଜୁନ ମାସରେ କଲିକତା ପଠାଯାଇଥିଲା ଇକମୋ ଚିକିତ୍ସା ପାଇଁ l ମାତ୍ର ବର୍ତ୍ତମାନ ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସିନାହିଁ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.