ବନ୍ଧୁମାନେ କିଛି ଦିନ ତଳେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃ-ତ୍ୟୁ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ରଖି ଦେଇଥିଲା।ତେବେ ଏହି ଘଟଣାରେ ଅଭିଯୁକ୍ତ ଥିବା ୩ଜଣ ସୌମ୍ୟଙ୍କ ଧର୍ମପତ୍ନୀ ବିଦ୍ୟା, ତାଙ୍କ ରୋଷେୟା ଏବଂ ଓଡିଏଫଙ୍କୁ ପୋଲିସ ପଚରା ଉଚରା କରିବା ଆରମ୍ଭ କରିଛି।
ଏହା ସହ ପୋଲିସ ଅନ୍ୟ ସବୁ ତଥ୍ୟ ଓ ସତ୍ୟତା ଉପରେ ମଧ୍ୟ ବିଶେଷ ଧ୍ୟାନ ରଖିଛି।ତେବେ ଏହା ସହ ପୋଲିସ ସୌମ୍ୟଙ୍କ ପରିବାର ଲୋକ ଓ ତାଙ୍କ ପତ୍ନୀ ବିଦ୍ୟାଙ୍କ ପରିବାର ଲୋକଙ୍କ ସହ ମଧ୍ୟ କଥା ବାର୍ତ୍ତା ଜାରି ରଖିଛି।
ତେବେ ଖବର ଶୁଣିବାକୁ ମିଳିଥିଲା କି ସେହି ପତି ପତ୍ନୀଙ୍କ ମଧ୍ୟରେ ସମ୍ପର୍କ କିଛି ଠିକ ନଥିଲା।ତେବେ ସେହି ବିଷୟରେ ବିଦ୍ୟାଙ୍କ ପରିବାର ଲୋକଙ୍କୁ ପଚରା ଯିବାରୁ ସେ କଣ କହିଥିଲେ ସେହି ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ଭାଇରଲ ହେଇଛି।
ତେବେ ସେହି ଭିଡ଼ିଓରେ ବିଦ୍ୟାଙ୍କ ବାପା ତାଙ୍କ ଝିଅ ଓ ଜ୍ବାଇଁଙ୍କ ବିଷୟରେ କଣ କହିଥିଲେ ସେ ବିଷୟରେ ଜାଣିବା ପାଇଁ ଆପଣ ଏହି ଆର୍ଟିକଲକୁ ସ୍କିପ ନ କରି ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।
ସେହି ଭିଡ଼ିଓରେ ବିଦ୍ୟାଙ୍କ ବାପା ନିଜ ମୋବାଇଲରେ ଝିଅ ଜ୍ବାଇଁଙ୍କ କିଛି ଫଟୋ ଦେଖାଇ ଥିଲେ।ଏକ ଫଟୋରେ ତାଙ୍କ ଜ୍ବାଇଁ ତାଙ୍କ ଝିଅଙ୍କର ଶାଢ଼ୀ ନିଜ ଦେହରେ ପକେଇ ଥିଲେ।ତେବେ ସେହି ଫଟୋଟି ତାଙ୍କ ପାଖକୁ ଅଳ୍ପ ଦିନ ତଳେ ଆସିଛି ବୋଲି ସେ କହିଥିଲେ।
ତେବେ ଏହାପରେ ସେ ଏକ ଫଟୋ ଦେଖାଇ ଥିଲେ ଯେଉଁଥିରେ ଏକ ଆମ୍ବ ଗଛ ତଳେ ସୌମ୍ୟ ଓ ବିଦ୍ୟା ଦୁଇ ହାତକୁ ଲମ୍ବା କରି ଟାଇଟାନିକ ପୋଜ କରି ଫଟୋ ଛାଡ଼ି ଥିଲେ।ତେବେ ଏହି ସବୁ ଦେଖିବା ପରେ ସେ କାହିଁକି ଭାବିବେ ଯେ ତାଙ୍କ ଝିଅ ଜ୍ବାଇଁଙ୍କ ଭିତରେ ଖରାପ ସମ୍ପର୍କ ଅଛି।

ତେବେ ଯେତେବେଳେ ବି ସେ ଝିଅକୁ ଏହି ସମ୍ପର୍କରେ ପଚାରିଛନ୍ତି ଝିଅ ସବୁବେଳେ କହିଛନ୍ତି କି ନାହିଁ ବାପା ଆମ ଭିତରେ କିଛି ଅସୁବିଧା ନାହିଁ।ତେବେ ଜ୍ବାଇଁ ମଧ୍ୟ ସବୁବେଳେ କହି ଥାଆନ୍ତି କି କିଛିଅସୁବିଧା ନାହିଁ।

ଏମିତି କି ୫ ଦିନ ତଳେ ସୌମ୍ୟ, ବିଦ୍ୟାଙ୍କ ମାଆଙ୍କ ସହ କଥା ହେଉଥିଲେ ଆଉ କହିଥିଲେ କି ମୋର ସମ୍ପୂର୍ଣ୍ଣ ରୂପେ ସେ ଯତ୍ନ ନେଉଛନ୍ତି, ଚିନ୍ତାର କୌଣସି କାରଣ ନାହିଁ।

ତେବେ ଏହି ଘଟଣା ସବୁ ପାଇଁ ବିଦ୍ୟାଙ୍କ ପରିବାର ଲୋକେ କେବେ ବି ଭାବି ନଥିଲେ କି ତାଙ୍କ ଝିଅ ଓ ଜ୍ବାଇଁଙ୍କ ଭିତରେ କିଛି ଅସୁବିଧା ଥିଲା ବୋଲି।ତେବେ ପ୍ରକୃତରେ ସେହି ଦୁହିଁଙ୍କ ମଧ୍ୟରେ ସମ୍ପର୍କ କେମିତି ଥିଲା ତାହା ତ ପୋଲିସର ସମ୍ପୂର୍ଣ୍ଣ ତଦନ୍ତ ପରେ ଜଣା ପଡ଼ିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment