Press "Enter" to skip to content

ନିଆଁ ଲଗାଇ ମଜା ଦେଖୁଛି ଟୋକା ଜାଣନ୍ତୁ କିଏ ଏହି ଟୋକା VIRAL NEWS

ଭ୍ରଷ୍ଟ ପ୍ରେମିକର ଫ୍ୟାସନ।ବାହାଘର ପରେ ବି ଶାନ୍ତିରେ ବଞ୍ଚିବାକୁ ଦଉନି ତା ପ୍ରେମିକାକୁ ଏଇ ପୋଜେସିଭ ପ୍ରେମିକ।ଟାଟୁ ଗାର୍ଲ ନାମରେ ବଦନାମ ହେଇଥିବା ଝିଅ ସୋନାଲିଙ୍କ ଜୀବନ ସେ ପ୍ରଥମେ ଥରେ ବର୍ବାଦ କରି ମଧ୍ୟ ସେ ପୁଣିଥରେ ଏହା କରିବା ପାଇଁ ପଛ ଘୁଞ୍ଚା ଦେଇ ନାହିଁ।

ଏବେ ମଧ୍ୟ ସେ ମଧ୍ୟ ସେ ସୋନାଲିଙ୍କ ଜୀବନରେ ବିଷ ଭାରି ଚାଲିଛନ୍ତି।ଏହି ଲୋକ ପାଇଁ ହିଁ ୨୦୨୦ ମସିହାରେ ଗୁଳିର ଶିକାର ହେଇଥିଲେ ସୋନାଲି।

ତେବେ ଏହା ପରେ ସେ ଟୋକା ପାଇଁ ସୋନାଲି ଆଉ କଣ କଣ କଷ୍ଟ ପାଇଛନ୍ତି, ଏହି ସବୁ ବିଷୟରେ ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ଆପଣ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ଗୁଳିର ଶିକାର ହେବା ପରେ କିନ୍ତୁ ସୋନାଲି କେବଳ ରାଜଧାନୀ ନୁହଁ ସାରା ରାଜ୍ୟରେ ଦୁର୍ନାମ ଅର୍ଜନ କରିଥିଲେ ସୋନାଲି।ନିଜ କ୍ରୋଧର ଜ୍ୱାଲାକୁ ଶାନ୍ତ କରିବା ପରେ ମଧ୍ୟ ଶାନ୍ତି ପାଇ ନଥିଲା ଏହି ଟୋକା।

ଆଉ ସୋନାଲିର ବାହାଘର ପରେ ତାଙ୍କର ହସ ଖୁସିର ପରିବାର ହେଉଥିବାର ଦେଖି ସେ ଆଉ ସହି ପାରିଲାନି।ଏହା ପରେ ଟୋକାଟି ପାଗଳଙ୍କ ଭଳି ବ୍ୟବହାର କରୁଥିଲା।ସୋନାଲିଙ୍କ ସହ ବିତାଇ ଥିବା ସମୟକୁ ଅସ୍ତ୍ର ଭାବରେ ବ୍ୟବହାର କରି ନିଜର ଲକ୍ଷ୍ୟ ରଖିଥିଲା ସୋନାଲିଙ୍କ ପତି ମୋହିତଙ୍କ ଉପରେ।

ଗୋଟେ ପରେ ଗୋଟେ କଥା କହି ମୋହିତଙ୍କର ସମ୍ପୂର୍ଣ୍ଣ ରୂପେ ବ୍ରେନୱାସ କରି ଦେଇଥିଲା ସେହି ପ୍ରେମିକ।ତେବେ ସ୍ବାମୀଙ୍କ ବ୍ରେନୱାସ ପରେ ସେ ଏବେ ଏକ ପାଗଳ ଭଳି ବ୍ୟବହାର କରୁଛନ୍ତି ଓ ଚାହୁଁଛନ୍ତି କି ସବୁଦିନ ପାଇଁ ସେ ନିଜ ପତ୍ନୀଙ୍କଠାରୁ ଅଲଗା ହେବା ପାଇଁ ଚାହୁଁଛନ୍ତି ।

ତେବେ ଝିଅ ଜଣକ ପ୍ରେମର ପ୍ରତୀକ ରୂପେ ସେ ପ୍ରେମିକ ନାମରେ ଏକ ଟାଟୁ କରିଥିଲା।ତେବେ ଏହି ଟାଟୁ ଦିନେ ତାଙ୍କ ପାଇଁ ତାଙ୍କୁ ଆଜି ଏତେ ହିନସ୍ଥା ହେବାକୁ ପଡିବ ସେ କେବେ ଭାବି ନଥିଲେ।

ତେବେ ସୋନାଲିଙ୍କୁ ଚରିତ୍ରର ରିପୋର୍ଟ ଦେଇଥିବା ଟୋକା ଏବେ ପୁରା ଦୁନିଆରୁ ହିଁ ଉଭାନ ହେଇ ଯାଇଛନ୍ତି।ତେବେ ନିଜର ଏଭଳି କାଣ୍ଡ ପାଇଁ ସେ ଥରେ ଜେଲରେ ରହି ମଧ୍ୟ ଆସିଛି।

ତେବେ ଏହି ସବୁ ଘଟଣାକୁ ସେହି ପୁରୁଣା ଘଟଣାର ପ୍ରତିଶୋଧ ନିଆ ଯାଉଛି ବୋଲି କୁହା ଯାଉଛି।କିନ୍ତୁ ୨ ଜଣ ସ୍ଵାମୀ ଓ ସ୍ତ୍ରୀ ଏବେ ଅଲଗା ହେଇ ଯିବାର ବହୁତ ସମ୍ଭାବନା ରହିଛି।ତେବେ ଏହାର ଜବାବ ତ ଆମକୁ ସମୟ ହିଁ ଦେଇ ପାରିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.