କାଉନସେଲିଂ ସରିଯାଉ ମୁଁ କହିବି ସବୁ କହିବି ଏହିଭଳି କହିଥିଲେ ସ୍ତ୍ରୀ ଜଣକ।ଏହା କହି ସେ ସମସ୍ତଙ୍କୁ ସାଇଡ ମାଗି ଚାଲି ଯାଇଥିଲେ।ତେବେ ସ୍ଵାମୀ ଜଣକ କହିଥିଲେ କି ତାଙ୍କୁ ସବୁ ସାରମାନେ କାଉନସେଲିଂ ପାଇଁ ଡାକିଛନ୍ତି।
କାଲି ମଧ୍ୟ ତାଙ୍କୁ ଡକା ସେଥିପାଇଁ ଡକା ଯାଇଥିଲା।ତେବେ ଗତ କାଲି ସେ ଆସି ପାରି ନଥିଲେ ତେଣୁ ତାଙ୍କୁ ଆଜି ଆଉ ଥରେ ତାରିଖ ଦିଆ ଯାଇଥିଲା।
ସ୍ଵାମୀଙ୍କୁ ପଚରା ଯାଇଥିଲା କି ତାଙ୍କ ପତ୍ନୀ ତାଙ୍କ ଉପରେ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ।ତେବେ ଏହି ସବୁ ସମ୍ପର୍କରେ ସ୍ଵାମୀ ଜଣକ କଣ କଣ କହିଥିଲେ ତାହା ଜାଣିବା ପାଇଁ ଆପଣ ଚାହୁଁଛନ୍ତି ତେବେ ଆପଣ ଏହି ଆର୍ଟିକଲକୁ ସ୍କିପ ନ କରି ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।
ତେବେ ଏହି ବିଷୟରେ ସ୍ଵାମୀ ଜଣକ କହିଥିଲେ କି ତାଙ୍କ ଉପରେ ଯାହା ବି ଅଭିଯୋଗ ଥିଲା ସେ କାଲି ସବୁ କହି ସାରିଛନ୍ତି।ତେବେ ଯଦି ସେ ମୋ ବିପକ୍ଷରେ ଯାହା କୁହାଯାଇଛି ତାହା ସତ କି ମିଛ ତାହା ତ ଜଣା ପଡ଼ିଯିବ।ତେବେ ଏହା ସହ କହିଥିଲେ କି ତାଙ୍କ ଦେହ ଭଲ ନାହିଁ ସେ ବେଶୀ କଥା କହି ପାରିବେ ନାହିଁ।
ଯେତେ ସବୁ ଅଭିଯୋଗ ଥିଲା ସେ ସବୁ ବିପକ୍ଷରେ ଯେତେ ସବୁ ପ୍ରମାଣ ଅଛି ତାହା ତାଙ୍କ ପାଖରେ ଅଛି ଓ ତାଙ୍କ ଓକିଲ ବି ସେଥିରେ ତାଙ୍କୁ ସାହାଯ୍ୟ କରିଥାଏ।ଯଦି ମୋ ବିପକ୍ଷରେ ଯାହା ଅଭିଯୋଗ ଲାଗିଛି ତାହା ସତ ହେଇଥିବ ତାହେଲେ ମତେ ଦଣ୍ଡ ମିଳିବ ଆଉ ଯଦି ତାହା ମିଛ ହେଲା ତେବେ ମୁଁ ନିର୍ଦ୍ଦୋଷ ସାବ୍ୟସ୍ତ ହେବି।

ତେବେ ଯୌତୁକକୁ ନେଇ ଯେଉଁ ନିର୍ଯାତନା କଥା କୁହା ଯାଇଛି ତାହା ସମ୍ପୂର୍ଣ୍ଣ ରୂପେ ମିଛ ବୋଲି ସେ କହିଛନ୍ତି।ତେବେ ଯଦି କିଛି ଥିବ ତେବେ ଆପଣ ମେଡିକାଲ ଚେକ କରି ସେ ବିଷୟରେ ଜାଣି ପାରିବେ।

ତେବେ ଏହା ମଧ୍ୟ କହିଛନ୍ତି କି ସେ କିଛି ଟଙ୍କାଟେ ବି ମାଗି ନଥିଲେ।ଯଦି ସେ ତାଙ୍କୁ କିଛି ଟଙ୍କା ଦେଇଥାନ୍ତେ ତାହେଲେ ତାଙ୍କ ପାଖରେ ଆଜି ବହୁତ ଟଙ୍କା ଥାଆନ୍ତା ଆଉ ସେ ନିଜେ ଚଳିବା ପାଇଁ ଆଉ ହିନସ୍ତା ହେବାକୁ ପଡିନଥାନ୍ତା।

ତେବେ ଯେହେତୁ ସେ ଛୁଆ ତାଙ୍କର ନୁହଁ ସେଥିପାଇଁ ସେ ତାଙ୍କ ଉପରେ ରାଗି ରହିଥିଲେ।ଏହା ସହ ଟାଟୁ କଥା ମଧ୍ୟ ସେ ଜାଣି ନଥିଲେ।ଏହାମଧ୍ୟ କହିଥିଲେ ଯଦି ସେ ଟାଟୁ ବିଷୟରେ ଆଗରୁ ଜାଣିଥାନ୍ତେ ତେବେ କେବେ ବି ବାହା ହେଇନଥାନ୍ତେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment