ସୌମ୍ୟ ଙ୍କ ପ୍ରଥମ ଚିଠିରେ ଲେଖା ହୋଇଥିଲା – ପୃଥିବୀରେ ମୁଁ ତମକୁ ସବୁଠୁ ବେଶୀ ଘୃଣା କରେ ହେ ପ୍ରଭୁ ମୋର ସବୁ ଭୁଲ କୁ କ୍ଷମା କର l ମୋଜୀବନ କୁ ନଷ୍ଟ ହେବାକୁ ଦିଅନାହିଁ କେମିତି ଆଉ ୩ଦିନ କଟିବ 12-15 ତାରିଖ ପରେ ଶାନ୍ତିରେ ରହିବି ” ଏହା ବିଦ୍ୟା ଭାରତୀ ଚିଠିରେ ଲେଖିଥିଲେ l
ଏବଂ ମୁଁ ଏହି ଲୋକକୁ ଘୃଣା କରେ ଏହି ଲୋକ ସହ ମୋ ନାଁ ଯୋଡିବାକୁ ମଧ୍ୟ ମତେ ଖରାପ ଲାଗୁଛି ଗୋଟିଏ ଭୁଲ ପାଇଁ ସାରା ଜୀବନ କଷ୍ଟ ଦେଖିପାରିବିନି ମୁଁ କାହାର କେଭେ କ୍ଷତି କରିନାହିଁ ଏବଂ କାହାର କ୍ଷତି ଚାହେଁନାହିଁ ବୋଲି ଚିଠିରେ ଲେଖା ଯାଇଛି l
ସୌମ୍ୟ ମୃ-ତ୍ୟୁ ମାମଲାରେ ପୁଣି ନୂଆ ଖୁଲାସା l ସାମ୍ନାକୁ ଆସିଲା ଆଉ ଏକ ଚିଠି । ଯାହା କି ବିଦ୍ୟାଭାରତୀଙ୍କର ହୋଇଥିବା ଚର୍ଚ୍ଚା । ଯେଉଁଥିରେ ସେ ସୌମ୍ୟଙ୍କୁ ଗାଳି ଦେଉଛନ୍ତି l
ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ହେ ଭଗବାନ କିଛିବି କରିକି ଡିଭୋର୍ସ କରେଇଦିଅ l ତୁମ ପାଖରେ ସବୁଦିନ ରୁଣୀ ହୋଇ ରହିଯିବି l ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ରହିବି, ସାରା ଜୀବନ l କିଛି ବି କରିକି ଡିଭୋର୍ସ କରେଇଦିଅ l
ସେହିପରି ଉପରେ 31 ମାର୍ଚ,1 ଏପ୍ରିଲ ଓ 2 ଏପ୍ରିଲ ତଳେ HATE ଲେଖିବା ସହ ପ୍ଲସ ଚିହ୍ନ ଦେଇଛନ୍ତି l ତେବେ ଏହା କଣ ପାଇଁ ଓ ଏହା ପଛର ରହସ୍ୟ କଣ ତାହା ସ୍ପଷ୍ଟ ହୋଇପାରିନି । ସେପଟେ ପେଜର ଆଉ ଏକ ଫର୍ଦ୍ଧରେ ଛି, ଭଗବାନ, ମୋ ଦୁଶମନକୁ ଏମିତି ଲୋକ ଦିଅନ୍ତୁ ଲେଖିଛନ୍ତି ।

ଏତେ ଦୁଃଖରେ କହିଲି, ଲୁହ ବି ଗଡ଼ାଇଲି, କିନ୍ତୁ କାହିଁକି ଦେଖାଗଲାନି ଲେଖାଯାଇଛି । ଗୋଟିଏ ପଟେ ସଂପର୍କ ଭଲ ଥିବା କଥା କହିଥିଲେ ବିଦ୍ୟାଭରାତୀ । ତା ପରେ ସୌମ୍ୟଙ୍କ ଚରିଚ୍ର ଉପରେ ପ୍ରଶ୍ନ ଉଠାଇଲେ ।

ହସ୍ପିଟାଲରେ ଭିଡିଓକୁ ନେଇ ବି ଅନେକ ପ୍ରଶ୍ନ ଉଠିଥିଲା । ଏବେ ଏ ଚିଠି ଦ୍ୱାରା ସ୍ପଷ୍ଟ ହେଉଛି ସୌମ୍ୟ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ସବୁକିଛି ଠିକ୍ ନ ଥିଲା ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment