Press "Enter" to skip to content

Soumyaranjan ମୃ-ତ୍ୟୁ ମାମଲାରେ ଭାଇ ଆଣିଲେ ସାଙ୍ଘାତିକ ଅଭିଯୋଗ

ବନ୍ଧୁମାନେ ଏବେ ସୌମ୍ୟଙ୍କ ହ-ତ୍ୟା ମାମଲା ଏବେ ଅଧିକରୁ ଅଧିକ ଜଟିଳ ହେଇ ଚାଲିଛି।ତେବେ ଏହି ସମୟରେ ନୂଆ ଖବର ଶୁଣିବାକୁ ମିଳିଛି ଯାହାକି ସୌମ୍ୟଙ୍କ ଭାଇ କହିଛନ୍ତି।ତେବେ ଏହି ସମୟରେ ପାରଳାଖେମୁଣ୍ଡି ଆଇଆଇସି କଲ କରି କହିଥିଲେ ଆଉ କହିଥିଲେ କି ସେ ଆସିବେ ଆଉ ପଚରା ପଚରି କରିବେ।

ତେବେ ତାଙ୍କ ବାପା କହିଥିଲେ କି ସେ ଘରେ ରହୁ ନାହାନ୍ତି ଓ ତାହାପରେ ସେ କହିଥିଲେ କି ବାପା ନ ରହିଲେ ମଧ୍ୟ ସେମାନେ ସକାଳ ୧୦ଟା ବେଳେ ଯିବେ ଓ ଯାଇ ତାଙ୍କ ମାଆ ଓ ମାଇଁଙ୍କୁ ପଚାରିବେ।

ତେବେ ତାଙ୍କ ଭାଇ ଅନ୍ୟ କେଉଁ କେଉଁ ବିଷୟରେ କହିଥିଲେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଆପଣ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ଏହାପରେ ତାଙ୍କ ଭାଇ କହିଛନ୍ତି ଏହା କୌଣସି ଦୁର୍ଘଟଣା ନୁହଁ ଏହା ଏକ ପ୍ଲାନଡ ହତ୍ୟା।ତାକୁ ନିଶାଦ୍ରବ୍ୟ ଦେଇ ବେହୋସ କରା ଯାଇଛି।ତେବେ ଅଚେତ ହେବା ପରେ ତାଙ୍କୁ ଜଳାଇ ଦିଆ ଯାଇଛି।

ଏହାପରେ ମୃ-ତ୍ୟୁ କାଳୀନ ଜମାନ ବନ୍ଦୀ ନିଆ ଯାଇଛି, ତାହା କାହା ଉପସ୍ଥିତିରେ ନିଆ ଯାଇଛି ତାହାର ମଧ୍ୟ ଠିକ ଠିକଣା ନାହିଁ।ତେବେ ୯୯ ପ୍ରତିଶତ ପୋଡି ଯାଇଥିବା ବେଳେ ଏହି ଜମାନ ବନ୍ଦୀ କିପରି ନେବାକୁ ଡାକ୍ତର ଅନୁମତି ଦେଇଥିଲେ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।

ଆପଣମାନେ ବହୁତ ଖବର ଜାଣିଥିବେ ଯାହା ନାରୀ ନିର୍ଯାତନାର କେସରେ ସ୍ଵାମୀ ବା ଶାଶୁ ଘର ଲୋକ ବୋହୂକୁ ଜଳାଇ ମାରି ଦେଇଥିବେ।ତେବେ ଏହା ପ୍ରଥମ ଥର ଶୁଣିବାକୁ ବା ଦେଖିବାକୁ ମିଳିଛି କି ଜଣେ ବୋହୂ ନିଜ ସ୍ବାମୀଙ୍କୁ ଜଳାଇ ହ-ତ୍ୟା କରିଛି,ଏଭଳି କହିଥିଲେ ସୌମ୍ୟଙ୍କ ଭାଇ।

ଏହା ସହ ସେ କହିଥିଲେ ଯଦି ଏହାର ପ୍ରକୃତ ଅପରାଧୀ ଧରା ନ ପଡେ ଓ ଖସି ଯାଏ ତେବେ ଏହା ସମାଜ ଉପରେ ଏକ ବହୁତ ଖରାପ ଉଦାହରଣ ସୃଷ୍ଟି କରିବ।

ତେବେ ବାହାଘର ପୂର୍ବରୁ ତ ଏ କଥା ଜଣା ପଡ଼ିନଥିଲା।ତେବେ ଏହି ସମୟରେ ସମସ୍ତେ କହୁଛନ୍ତି କି ସେ ଝିଅର ଚରିତ୍ର କିଛି ଠିକ ନଥିଲା।ତେବେ ସେହି ସମୟରେ ଏକ ସନ୍ଦେହ ହେଇଥିଲା କି ବହୁତ ଜଲଦି ବାହାଘର ସାରିବା ପାଇଁ ବ୍ୟସ୍ତ ହେଉଥିଲେ।

ତେବେ ସେ ଝିଅକୁ ନିଶ୍ଚିତ ଭାବରେ ଗିରଫ କରିବାକୁ ଅନୁରୋଧ କରି କହିଛନ୍ତି କି ତାକୁ ଗିରଫ କଲା ପରେ ହିଁ ସେ କହି ପାରିବ ତା ସହ ଆଉ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.