Press "Enter" to skip to content

Soumyaranjan ଏବଂ Bidya ଙ୍କ ମଝିରେ କିଏ ଏହି Akhaya ସାମ୍ନାକୁ ଆସିଲା ନୂଆ ସତ

ବହୁ ଚର୍ଚିତ ସୌମ୍ୟରଞ୍ଜନ ମୃ-ତ୍ୟୁ ମାମଲାରେ ଆଜି ନୂଆ ମୋଡ଼ ଆସିଛି l ସାମ୍ନାକୁ ଆସିଛି ନୂଆ ନାଁ ଯାହା ହେଉଛି ଅକ୍ଷୟ l ବିଦ୍ୟା ଭାରତୀ ଏବଂ ସୌମ୍ୟରଞ୍ଜନ ଙ୍କ ହାତ ଲେଖା ଚିଠି କ୍ରାଇମବ୍ରାଞ୍ଚ ଜବତ କରିଥିବା ବେଳେ ବିଦ୍ୟା ଭାରତୀ ଙ୍କ ମନରେ ସୌମ୍ୟ ଙ୍କ ପ୍ରତି ଅନେକ କଟାକ୍ଷ ଥିଲା ଯାହାକି ବିଦ୍ୟା ଭାରତୀ ଚିଠି ଦ୍ୱାରା ଲେଖୁଥିଲେ l

ବିଦ୍ୟା ତାଙ୍କୁ ପୃଥିବୀରେ ସଭଠୁ ବେଶୀ ଘୃଣା କରୁଥିଲେ ବୋଲି ଲେଖିଥିଲେ ଏବଂ ତାଙ୍କ ସହ ଗୋଟିଏ ମୁହୂର୍ତ୍ତ ମଧ୍ୟ ରହିବାକୁ ଚାଁହାନ୍ତିନି ବୋଲି ଲେଖିଥିଲେ l ତାଙ୍କ ସହ ନାଁ ଯୋଡି ହେଲେ ମଧ୍ୟ ତାଙ୍କୁ ବହୁତ ଖରାପ ଲାଗୁଛି ବୋଲି ଲେଖିଥିଲେ ବିଦ୍ୟା l

ଘଟଣା ଭିର୍ନ ମୋଡ଼ ନେଉଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ସତକୁ ଅପେକ୍ଷା କରି ରହିଛନ୍ତି ଏବଂ ଦିନକୁ ଦିନ ସୌମ୍ୟଙ୍କୁ ନ୍ୟାୟ ଦେବାପାଇଁ ଅଧିକ ରୁ ଅଧିକ ଲୋକେ ଆଗେଇ ଆସୁଛନ୍ତି l ସେହି ମଧ୍ୟରେ ଅକ୍ଷୟ ନାମକ ବ୍ୟକ୍ତିଙ୍କ ମଧ୍ୟରେ ଏକ ଚିଠି ସୂତ୍ର ରୁ ସୂଚନା ମିଳିଛି l

ଆଗରୁ ମଧ୍ୟ ବିଦ୍ୟା ଙ୍କ ହାତରୁ ଅନେକ ଚିଠି ଜବତ ହୋଇଥିବା ବେଳେ ବର୍ତମାନ କ୍ରାଇମବ୍ରାଞ୍ଚ ଆଗରେ ଲାଗିଛି ଏକ ଖାତାରେ ଲେଖାହୋଇଥିବା ଆଉ କିଛି ଲେଖା l ଯେଉଁଥିରେ ସୌମ୍ୟ ଙ୍କୁ ଘୃଣା କରିବା ସହ ଅକ୍ଷୟ ନାଁ ଯୋଡି ହୋଇଛି l

ସୌମ୍ୟ ଙ୍କ ଭାଇ ଏହି ବିଷୟରେ ସନ୍ଦେହ କରିଛନ୍ତି ଏବଂ ତାଙ୍କ ଭାଇ ଙ୍କ ସହ ଭଲ ସମ୍ପର୍କ ନଥିବା ବେଳେ ସବୁବେଳେ ସୌମ୍ୟ ଙ୍କୁ ଘୃଣା କରି ଆସୁଥିଲେ ବିଦ୍ୟା ଭାରତୀ l

ତେବେ ଅକ୍ଷୟ ନାଁ ଲେଖା ହୋଇ ତାକୁ ପେନ ରେ ଗାରେଇ ଦେଇଛନ୍ତି ବିଦ୍ୟା ଭାରତୀ l ମତେ ଅକ୍ଷୟ ର ସ୍ଟାଟସ ଦେଖିବାର ଅଛି ଲେଖି ଗାରେଇଦେଇଥିଲେ ବିଦ୍ୟା l ଏବଂ ବହୁତ କିଛି କହିବାର ଅଛି ପରେ କହିବି କହି ଲେଖା ବନ୍ଦ କରିଥିଲେ ବିଦ୍ୟା l

ସ୍ୱାମୀଙ୍କ ସହ ଭଲ ସମ୍ପର୍କ ନଥିବା ବେଳେ ବିଦ୍ୟା ଙ୍କର ଅନ୍ୟତ୍ର ଅଫେୟାର ଥିବାର ସ୍ପଷ୍ଟ କରିଛନ୍ତି ଶାଶୂଘର ଲୋକେ ଏବଂ ବିଦ୍ୟା ମଧ୍ୟ ସ୍ୱାମୀଙ୍କୁ ଦୁନିଆରେ ସବୁଠୁ ବେଶୀ ଘୃଣା କରନ୍ତି l

ତେଣୁକରି ସନ୍ଦେହ କରିଛନ୍ତି ପରିବାର ଲୋକେ ଏବଂ ଏହି କ୍ଷେତ୍ରରେ କିଛି ନୂଆ ପ୍ରମାଣ ପାଇବା ପାଇଁ ଅପେକ୍ଷା କରିରହିଛନ୍ତି ସୌମ୍ୟରଞ୍ଜନ ଙ୍କ ପରିବାର l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.