Press "Enter" to skip to content

ହାଇଦର ମୃ-ତ୍ୟୁ ମାମଲା ଆନ୍ଧ୍ରା ଷ୍ଟାଇଲ ରେ Encounter କଲା ଓଡ଼ିଶା police

କଫିନରେ ଘୋଡ଼ା ହେଇଛି ଶେଖ ହାଇଦରର ମୃ-ତ ଦେହ।ଗୁଳିରେ ଆଜି ଆଖି ବୁଜିଛି ଏହି ଗ୍ୟାଙ୍ଗଷ୍ଟର।ଅପରାଧର ଦୁନିଆରେ ଆଜି ଆଉ ଏକ ଡନର ଏବେ ମୁଣ୍ଡ ଗଡିଛି।

ତେବେ ଏହି ଘଟଣା ପୁଣି ଆଉ କେଉଁଠି ନୁହଁ ଏହା ସମ୍ଭବ ହେଇଛି ଆମ ଓଡ଼ିଶାରେ।ଲଗାତାର ୩-୪ ଦଶନ୍ଧି ଯାଏଁ ରାଜ କରୁଥିବା ହାଇଦର ଏବେ ଆଉ ନାହିଁ।

କୁହା ଯାଉଛି କି ଆନ୍ଧ୍ର ଏନକାଉଣ୍ଟର ଭଳି ଏଠାରେ ମଧ୍ୟ କରା ଯାଇଛି।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଆପଣ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

୧୯୮୦ ଦଶକରେ ହାଇଦର କେନ୍ଦ୍ରପଡାରେ ଏକ ରିକ୍ସା ଟାଣି ନିଜ ରୋଜଗାର କରୁଥିଲା।ତାପରେ ସେ ଏକ ଟ୍ରକ ଡ୍ରାଇଭର ଭାବରେ କାମ କଲା।୧୯୯୦ ଦଶକ ଆରମ୍ଭ ବେଳକୁ ସେ ଅଣ୍ଡରୱର୍ଲ୍ଡ ଜଗତକୁ ପ୍ରବେଶ କରି ସାରିଥିଲା।

କେନ୍ଦ୍ରାପଡ଼ାର ହାଇଦର ଏବେ ହେଇ ଯାଇଥିଲା ଓଡ଼ିଶାର ଡନ ପାଲଟି ଯାଇଥିଲା।କେନ୍ଦ୍ରାପଡ଼ା ପୋଲିସଙ୍କ କହିବା ଅନୁଯାୟୀ ହାଇଦର ପ୍ରଥମେ ଛୋଟ ଛୋଟ ଚୋରିରୁ ନିଜ କଳା ଧନ୍ଦା ଆରମ୍ଭ କରିଥିଲା।

ଏହାପରେ ସେ ଅନ୍ୟ ଦୁଇ ଜଣକୁ ନେଇ ଏକ ଗ୍ୟାଙ୍ଗ କରିଥିଲା।ସେମାନେ ଏହିଭଳି ଛୋଟ ଛୋଟ ଅପରାଧ କରୁଥିଲେ ଆଉ ପରସ୍ପରକୁ ସାହାଯ୍ୟ କରି ଖସି ଯାଉଥିଲେ। ସେମାନଙ୍କ ମୁଖ୍ୟ ଅପରାଧ ଥିଲା ଚୋରି ଓ ଟେଣ୍ଡର ଫିକ୍ସିଂ।

ତେବେ ୨୦୦୫ ମସିହାରେ ଏକ ହ-ତ୍ୟା ପରେ ଏକ ଡନ ପାଲଟି ଯାଇଥିଲା ଶେଖ ହାଇଦର।ହ-ତ୍ୟା-କା-ଣ୍ଡ ପାଇଁ ହାଇଦରକୁ ୨୦୧୧ ମସିହାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରା ଯାଇଥିଲା।ଜେଲରେ ଥାଇ ମଧ୍ୟ ସେ ଅପରାଧର କାୟା ବିସ୍ତାର କରି ଚାଲିଥିଲା।

୨୦୧୭ରେ ପୁଣିଥରେ କ୍ରିୟାଶୀଳ ହେଇଥିଲା ଶେଖ ହାଇଦର।ତେବେ ଯେତେବେଳେ ସେମାନେ ତାକୁ ପୁଣି ଥରେ ଗିରଫ କରି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଉଥିବା ସମୟରେ ସେ ପରିସ୍ରା ଲାଗୁଚି ବୋଲି କହିଥିଲା।

ଯେତେବେଳେ ଗାଡ଼ି ରୋକି ତାକୁ ପରିସ୍ରା କରିବାକୁ ଛଡ଼ା ହେଇଥିଲା ସେତେବେଳେ ଏହି ପୋଲିସଠାରୁ ସେ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରିଥିଲା।ଏହା ପରେ ନିଜର ପ୍ରତିରକ୍ଷା କରିବାକୁ ଯାଇ ପୋଲିସ ଅଧିକାରୀ ଜଣକ ତାକୁ ଗୁଳି ମାରିଦେଇଥିଲେ।

ଏହା ପରେ ତା ପୋଷ୍ଟମର୍ଟମ ପରେ ହିଁ ମୃ-ତ୍ୟୁ-ର ଅସଲ କାରଣ ଜଣା ପଡ଼ିବ।ତେବେ ସାମାନ୍ୟ ରିକ୍ସା ଟାଣୁଥିବା ଶେଖ ହାଇଦର ଓଡ଼ିଶାର ଡନ ହେଇ ଯାଇଥିଲା,ଯିଏକି ଆଜି ଆମ ମଧ୍ୟରେ ନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.