Press "Enter" to skip to content

ସବୁ ଖସିଗଲେ କିନ୍ତୁ ଫସିଗଲେ bidya ଏବେ target ରେ bidya

ତେବେ ଆଜି ପର୍ଯ୍ୟନ୍ତ ମଧ୍ୟ ଏସସିଏଫ ସୌମ୍ୟଙ୍କ ମୃ-ତ୍ୟୁ ଘଟଣାର ରହସ୍ୟ ଏବେ ଯାଏଁ ଖୋଲି ନାହିଁ।ଅନେକ ମୌଳିକ ପ୍ରଶ୍ନ ରହିଛି ଯାହାର ଉତ୍ତର ସୌମ୍ୟଙ୍କ ପରିବାର ଲୋକଙ୍କୁ ଆଜି ଯାଏଁ ମିଳି ନାହିଁ।

ଏହି ସମୟରେ ରୋଷେୟା, ଡିଏଫଓ ଓ ମହିଳା ପୋଲିସ ସମସ୍ତଙ୍କୁ ଏହି ସମୟରେ ଏକ କ୍ଲିନଚିଟ ମିଳି ସାରିଥିବା ବେଳେ କେବଳ ଏକମାତ୍ର ଅଭିଯୁକ୍ତ ଭାବରେ ବିଦ୍ୟା ବାକି ରହି ଯାଇଛନ୍ତି।

ତେବେ ସୌମ୍ୟଙ୍କ ପରିବାରର କହିବା କଥା କି ବିଦ୍ୟା ହିଁ ଏହି ସମ୍ପୂର୍ଣ୍ଣ ଘଟଣାର ରଚୟିତା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଆପଣ ଏହି ଆର୍ଟିକଲକୁ ସ୍କିପ ନ କରି ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ତେବେ କେଉଁ ଆଧାରରେ ପୋଲିସ ଡିଏଫଓ ଓ ମହିଳା ଓଆଇସିଙ୍କୁ କ୍ଲିନଚିଟ ମିଳି ଯାଇଥିଲା ତାହା ଏକ ବହୁତ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।କାରଣ ଏହା ତ ନୁହଁ ଯେ ସେମାନଙ୍କୁ ଖାଲିରେ ଅଭିଯୁକ୍ତ ଗଣା ଯାଇଥିଲା, ତାଙ୍କ ବିପକ୍ଷରେ କିଛି ପ୍ରମାଣ ମିଳି ଥିବାରୁ ତାଙ୍କୁ ଅଭିଯୁକ୍ତ ବୋଲି କୁହା ଯାଇଥିଲା।ତେବେ ସେ ଦୁହେଁ ଜଣ ଯାକ ନିଜ ବୟାନରେ କହିଥିଲେ କି ସେମାନେ ଆଗରୁ ବିଦ୍ୟା ଭାରତୀଙ୍କୁ ଜାଣି ନଥିଲେ।

ତେବେ ଏହି କ୍ଲିନଚିଟ ପରେ କିନ୍ତୁ ଜନ ସାଧାରଣ ସୌମ୍ୟଙ୍କ ପରିବାର ଲୋକେ ନ୍ୟାୟ ପାଇବେ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି।ତେବେ ଅପର ପକ୍ଷରେ ପୋଲିସ ୧୦ଦିନ ଯାଏଁ ବିନା କିଛି ବିଭ୍ରାଟରେ ନିଜର ତଦନ୍ତ ଜାରି ରଖିଛି ଓ ବହୁତ କମ ଦିନରେ ହିଁ ସତ୍ୟ ସମସ୍ତଙ୍କ ସାମନାକୁ ଆସିବ ବୋଲି କହିଛନ୍ତି।

ତେବେ ଏବେ ଯାଏଁ କିନ୍ତୁ ଏକ ନିରପେକ୍ଷ ଭାବରେ ତଦନ୍ତ ହେଇନି ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି।କ୍ରାଇମ ବ୍ରାଞ୍ଚ ଆସିବା ପରେ ଅନେକ ନୂଆ ନୂଆ ତଥ୍ୟ ସାମନାକୁ ଆସିଥିଲା ଯାହା କି ପୂର୍ବରୁ କିଛି ଜଣା ପଡି ନଥିଲା।

ବିଶେଷ କରି ଡିଏଫଓଙ୍କୁ ପୁରା ଆତ୍ମବିଶ୍ଵାସ ଥିଲା କି ସେ ଏହି କେସରେ ଆଗକୁ ଯେମିତି ହେଲେ ମୁକୁଳି ଯିବେ।ଏହା ସହ ଅଧିକ ସନ୍ଦେହ ସୃଷ୍ଟି କରିଥିଲେ ଯେତେବେଳେ ସେ ୭-୮ ଦିନ ଅଜ୍ଞାତ ବାସରେ ପଳାଇ ଥିଲେ ଓ ଦେଖା ଯାଇ ନଥିଲେ।

ତେବେ ସର୍ବ ଶେଷରେ ଏହା କୁହା ଯାଇପାରିବ କି ଆଇନ ସମସ୍ତଙ୍କ ପାଇଁ ଏକା ନୁହଁ ବୋଲି ଏବେ ଦେଖା ଦେଇଛି।ଏହି ସବୁ ମଧ୍ୟରେ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ଫସି ଯାଇଛନ୍ତି।ତେବେ ଏହି ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ସରିଲେ ହିଁ ଫଳାଫଳ ଜଣା ପଡ଼ିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.