ବାହାଘରର ଗୋଟେ ମାସ ପରେ ସେ ମତେ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ।ତେବେ ତାଙ୍କର ସବୁ ପରିବାର ଲୋକଙ୍କର ଏଥିରେ ହାତ ଅଛି।ଏହା ସହ ସେମାନେ ଏହା ମଧ୍ୟ କହୁଛନ୍ତି କି ଛୁଆଟି ମୋର ନୁହଁ।
ଏହି ଭଳି କହିଛନ୍ତି ଜଣେ ବୋହୂ ନିଜ ଶାଶୁ ଘର ଲୋକଙ୍କ ବିଷୟରେ।ଏହା ସହ ସେ ଅନ୍ୟ କଣ କଣ ଅଭିଯୋଗ କରିଛନ୍ତି ତାଙ୍କ ଶାଶୁ ଘର ଲୋକଙ୍କ ବିରୁଦ୍ଧରେ ଏହା ସମ୍ପୂର୍ଣ୍ଣ ରୂପେ ଜାଣିବା ପାଇଁ ଆପଣ ଏହି ଆର୍ଟିକଲକୁ ସ୍କିପ ନ କରି ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।
ତେବେ ବୋହୂ ଜଣକ କହିଛନ୍ତି କି ଯଦି ଛୁଆ ତାଙ୍କର ନୁହଁ ତାହେଲେ ତଦନ୍ତ କରା ଯାଉ।ସତ ଆଗକୁ ଆସିବା ପାଇଁ ଯେତେ ଦୂର ଯିବାକୁ ପଡିବ ଯାଆନ୍ତୁ।ଯେଉଁଟା ସତ ତାହା ହିଁ ସମସ୍ତେ ଦେଖନ୍ତୁ।
ଆଉ ସବୁ ସତ୍ୟତା ପାଇଁ ପରୀକ୍ଷା କରାଯାଉ।ଛୁଆର ମେଡିକାଲ ଟେଷ୍ଟ କରାଯାଉ।ଏହା ସହ ତାଙ୍କ ଶାଶୁ ତାଙ୍କୁ ଦେହ ଭଲ ଓ ସୁସ୍ଥ ରହିବ କହି କିଛି ମେଡ଼ିସିନ ଖାଇବାକୁ ଦେଇଥିଲେ।
ଏହା ସହ ଏହି ସବୁ ଜିନିଷ ତାଙ୍କୁ ଫସେଇବା ପାଇଁ ଏକ ବହୁତ ବଡ଼ ଚକ୍ରାନ୍ତ ବୋଲି ସେ କହିଥିଲେ।ତାଙ୍କ ଶାଶୁ ତାଙ୍କୁ ଫସେଇବା ପାଇଁ ଏହି ଭଳି ଭିଡିଓ କରିଥିଲେ।
ତେବେ ସେ କହିଥିଲେ କି ବାହାଘର ପରଠୁ କେବେ ଫୋନ ବ୍ୟବହାର କରି ନଥିଲେ ।ତାଙ୍କ ସ୍ବାମୀଙ୍କ ଫୋନ ହିଁ ବ୍ୟବହାର କରନ୍ତି।ତେବେ ବହୁତ ଦିନ ତଳୁ ହିଁ ସେ କିଛି ପ୍ରମାଣ ଖୋଜିବାରେ ଲାଗି ଯାଇଥିଲେ।
ଏହା ଖୋଜିବା ପାଇଁ ସେ ବାହାଘର ପୂର୍ବରୁ ହିଁ ଚେଷ୍ଟା ଚଲାଇ ଥିଲେ।କିନ୍ତୁ ପରେ ଏହା କହିଥିଲେ କି ନା ସେ ପୂର୍ବରୁ କିଛି ଜାଣି ନାହାନ୍ତି।ପ୍ରମାଣ ପାଇବା ପରେ ସେ ତାଙ୍କୁ ଘରୁ ଧକ୍କା ଦେଇ କାଢ଼ି ଦେବେ ବୋଲି ବୋହୂ ଜଣକ କହିଛନ୍ତି।
ଏହା ସହ ତାଙ୍କୁ ବହୁତ୍ ମାଡ ମଧ୍ୟ ଦିଆ ଯାଇଛି।ଭଲ ପାଇ ବାହା ହେବା ପରେ ମଧ୍ୟ ସେ କହିଥିଲେ କି ବାହାଘର ପରେ ଆଉ ତାଙ୍କ ଭିତରେ କିଛି ନଥିଲା।ତେବେ ସେ ଏହା ମଧ୍ୟ ଅଭିଯୋଗ କରି କହିଥିଲେ କି ସେମାନେ ଦୁହେଁ ବାହାଘର ପରେ ଖୁସି ନଥିଲେ।

କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଦୁହିଁଙ୍କର ଏକା ସାଙ୍ଗରେ ବହୁତ ଫଟୋ ଦେଖିବାକୁ ମିଳିଥିଲା।ଏହା ପୂର୍ବରୁ ସେ ପୋଲିସରେ ଏଥିପାଇଁ ଅଭିଯୋଗ କରି ନଥିଲେ କାରଣ ସେ ଚାହୁଁ ନଥିଲେ କି ତାଙ୍କ ସ୍ଵାମୀ ସ୍ତ୍ରୀଙ୍କ ଖବର ବାହାରକୁ ନ ଯାଉ।

କିନ୍ତୁ ଯେତେବେଳେ ସେ ପ୍ରଥମେ ମହିଳା ପୋଲିସଙ୍କୁ ଏହି ଅଭିଯୋଗ ଜଣାଇଥିଲେ ସେମାନେ ତାଙ୍କୁ କିଛି ଦିନ ପରେ କାଉନସେଲିଂ ପାଇଁ ଡାକିଥିଲେ।ତେବେ ସେ କିନ୍ତୁ କିଛି ବୁଝାମଣା ପାଇଁ ନାରାଜ ଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment