Press "Enter" to skip to content

Soumyaranjan ମୃ-ତ୍ୟୁ ମାମଲା ଫରେଷ୍ଟ ଗାର୍ଡ କହିଲେ ସବୁ ସତ ଦେଖନ୍ତୁ exclusive ଭିଡ଼ିଓ

ବନ୍ଧୁଗଣ ବିଦ୍ୟା ଭାରତୀ ମାମଲାରେ ନୂଆ ନୂଆ ପ୍ରମାଣ ମିଳିବା ସହ ଘଟଣା ନୂଆ ନୂଆ ମୋଡ଼ ନେବାରେ ଲାଗିଛି l ପରିବାର ଲୋକେ ଏହି ଘଟଣା ପାଇଁ ସମ୍ପୂର୍ଣ୍ଣ ରୂପେ ବୋହୁ ବିଦ୍ୟା ଭାରତୀ ଙ୍କୁ ଦାୟୀ କରୁଥିବା ବେଳେ ତାଙ୍କ ପୁଅକୁ କିପରି ନ୍ୟାୟ ମିଳିବ ଗୁହାରି କରିଛନ୍ତି l

ବହ ଚର୍ଚିତ ସୌମ୍ୟରଞ୍ଜନ ମୃ-ତ୍ୟୁ ମାମଲାରେ ସୌମ୍ୟଙ୍କ ମା ଏବଂ ମାମୁଁ ଦୁହେଁ ମାନିବାକୁ ପ୍ରସ୍ତୁତ ନୁହନ୍ତି ଯେ ଏହା ଆ-ତ୍ମ-ହ-ତ୍ୟା ବୋଲି l

ବରଂ ସଫଳ ଭାବେ ଏହା ହ-ତ୍ୟା ଷଡଯନ୍ତ୍ର ରୂପେ ପଦକ୍ଷେପ ନେଇ କାର୍ଯ୍ୟ କରାଯାଇଛି ଏବଂ ସବୁ ପଛରେ ବୋହୁ ବିଦ୍ୟା ଭାରତି ଅଛନ୍ତି ବୋଲି କହିଥିଲେ l ଏହି ସବୁ କ୍ଷେତ୍ରରେ ବିଦ୍ୟା ଙ୍କୁ ସହଦେହ ଘେରରେ ଅନେକ ପ୍ରଶ୍ନ ପଚରା ଯାଇଥିଲା l

ଏହାପରେ କ୍ରାଇମ ବ୍ରାଞ୍ଚ ହାତରେ ଅନେକ ପ୍ରମାଣ ମିଳିବା ସହ ଏକ ନାଲି ପୁଟୁଳି ରେ ଦସ୍ତାବିଜ କିଛି ଜବତ ହୋଇଥୁଲା l ଏବଂ ସୋସିଆଲ ମିଡିଆରେ ଏମିତି କିଛି ପ୍ରମାଣ ମିଳିଥିଲା ଯାହା ସମସ୍ତେ ଜାଣି ବିଦ୍ୟା ଭାରତୀଙ୍କୁ ଦୋଷ ଦେଇଥିଲେ l

କାରଣ ବିଦ୍ୟା ଭାରତୀ ଙ୍କ ହାତରେ କୌଣସି ପୋଡା ଜଳା ଆଘାତ ସୌମ୍ୟରଞ୍ଜନ ଙ୍କ ମୃ-ତ୍ୟୁ ପରେ ଦେଖିବାକୁ ମିଳିନଥିଲା ମାତ୍ର 9 ଦିନ ପରେ ବିଦ୍ୟା ଭାରତୀ ଙ୍କ ବୟାନ ଏବଂ ଫୋଟ ରେ ମଧ୍ୟ ଦେଖିବାକୁ ମିଳିଥିଲା ତାଙ୍କ ହାତ ପୋଡିଯାଇ ଆଘାତ ଲାଗିଛି ବୋଲି l

ମାତ୍ର ସୋସିଆଲ ମିଡିଆରେ ଏହାକୁ କେହି ମଧ୍ୟ ବିଶ୍ୱାସ କରିନଥିଲେ ଏବଂ କ୍ରାଇମବ୍ରାଞ୍ଚ ଠୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସମସ୍ତଙ୍କ ସନ୍ଦେହ ଘେରରେ ଥିଲେ ବିଦ୍ୟା ଭାରତୀ l

ଶାଶୁ ଘର ଲୋକେ ମଧ୍ୟ ବୋହୁ ଙ୍କ ଚରିତ୍ର ନେଇ ଖୁବ ଦୋଷାରୋପ କରିଥିଲେ ଏବଂ ତାଙ୍କ ପୁଅ ସୌମ୍ୟରଞ୍ଜ ଙ୍କ ମୃ-ତ୍ୟୁ ପାଇଁ କେବଳ ବିଦ୍ୟା ଭାରତୀ ଦାୟୀ ବୋଲି କହିଥିଲେ l କିନ୍ତୁ ବର୍ତ୍ତମାନ ଏହି ଘଟଣାରେ ନୂଆ ମୋଡ଼ ଆସିଛି l

ଜଣେ ଫରେଷ୍ଟ ଗାର୍ଡ ସେଠାରେ ଉପସ୍ଥିତ ଥିଲେ ଏବଂ ସେ କ୍ୟାମେରା ସାମ୍ନାରେ ଆଜି ସବୁ ସତ କହିଛନ୍ତି l ଗୋପାଳ ପୁର ରେ ଗାଡି ଅଟକି ଥିଲା ଏବଂ ମାଡାମ କଣ କଥା ହୋଇଥିଲେ l

ଫରେଷ୍ଟ ଗାର୍ଡ ବୋଲର ରେ ଆସୁଥିଲେ ଏବଂ ଗାଡି ଯେଉଁଠି ବି ଅଟକିଛି ବୋଲର ମଧ୍ୟ ସେହିଁ ସ୍ଥାନରେ ଅଟକିଛି l ଏବଂ ମାଡାମ ମଧ୍ୟ ତାଙ୍କ ପାଖରେ ଥିଲେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.