Press "Enter" to skip to content

Soumyaranjan ମୃ-ତ୍ୟୁ ମାମଲାରେ DFO କହିଲେ ସାଙ୍ଘାତିକ ସତ ଦେଖନ୍ତୁ Exclusive ଭିଡ଼ିଓ

ସୌମ୍ୟରଞ୍ଜନ ମୃ-ତ୍ୟୁ ମାମଲାରେ ଦିନକୁ ଦିନ ସନ୍ଦେହ ବଢ଼ିବାରେ ଲାଗିଛି ଏବଂ ପୋଲିସ ମଧ୍ୟ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି ମୁଖ୍ୟ ଘଟଣାରେ ପହଞ୍ଚିବା ପାଇଁ l ସେହିଁ ମଧ୍ୟରେ ସୌମ୍ୟରଞ୍ଜନ ଙ୍କ ପରିବାର ବୋହୁ ଙ୍କ ସମ୍ପର୍କରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ l

ସୌମ୍ୟରଞ୍ଜନ ଙ୍କ ମା ଙ୍କ କହିବା ଅନୁସାରେ ବୋହୁ ର ଚରିତ୍ର ଖରାପ ସେ ବାହାଘର ପୂର୍ବରୁ ମଧ୍ୟ ଅନ୍ୟ ଜଣଙ୍କ ସହ ସମ୍ପର୍କ ରଖିଥିଲେ l ଏବଂ ସେ ପୁଅ ଙ୍କ ସହ ଏଗ୍ରିମେଣ୍ଟ ମଧ୍ୟ କରିଥିଲେ ଏକବର୍ଷ ଶା-ରୀରିକ ସମ୍ପର୍କ ରଖିବେନାହିଁ ବୋଲି l ସୌମ୍ୟରଞ୍ଜନଙ୍କ ମାମୁଁ ମଧ୍ୟ ଏହାକୁ ହ-ତ୍ୟା ବୋଲି ସନ୍ଦେହ କରିଥିଲେ l

ଏବଂ ବୋହୁ ଥରେ ରାଗିକି ସିନ୍ଦୁର ପୋଛି ଘଋକୁ କୁଆଡେ ଚାଲି ଯାଇଥିଲେ ଏବଂ ତାଙ୍କ ପୁଅ ତାଙ୍କୁ ଖୋଜିଲା ପରେ ତାଙ୍କୁ ଡିଏଫ୍ଓ ଙ୍କ ଘରୁ ପାଇଥିଲେ l

ଏହି ଘଟଣା ଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଡିଏଫ୍ଓ ଙ୍କ ପ୍ରତିକ୍ରିୟା ମଧ୍ୟ ନେବାପାଇଁ ଚେଷ୍ଟା କରାଯାଇଥିଲା l ଏବଂ ଡିଏଫ୍ଓ ଙ୍କ ପ୍ରତିକ୍ରିୟା ମଧ୍ୟ ନିଆଯାଇଥିଲା l

ଏବଂ ଡିଏଫଓ ସଫା ସଫା କହିଦେଇଥିଲେ ସେ ତାଙ୍କୁ ଭଲରେ ଜାଣି ନାହାନ୍ତି ବୋଲି l କେବଳ ସୌମ୍ୟରଞ୍ଜନ ଙ୍କ ପତ୍ନୀ ବିଦ୍ୟା ଭାରତୀ ବୋଲି ସେତିକି ଜାଣିଛନ୍ତି l

ଘଟଣା ଭିର୍ନ ମୋଡ଼ ନେଉଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ସତକୁ ଅପେକ୍ଷା କରି ରହିଛନ୍ତି ଏବଂ ଦିନକୁ ଦିନ ସୌମ୍ୟଙ୍କୁ ନ୍ୟାୟ ଦେବାପାଇଁ ଅଧିକ ରୁ ଅଧିକ ଲୋକେ ଆଗେଇ ଆସୁଛନ୍ତି l

କାହିଁକି ନା ବିଦ୍ୟା ଭାରତୀ ଏବଂ ସୌମ୍ୟରଞ୍ଜନ ଙ୍କ ହାତ ଲେଖା ଚିଠି କ୍ରାଇମବ୍ରାଞ୍ଚ ଜବତ କରିଥିବା ବେଳେ ବିଦ୍ୟା ଭାରତୀ ଙ୍କ ମନରେ ସୌମ୍ୟ ଙ୍କ ପ୍ରତି ଅନେକ କଟାକ୍ଷ ଥିଲା ଯାହାକି ବିଦ୍ୟା ଭାରତୀ ଚିଠି ଦ୍ୱାରା ଲେଖୁଥିଲେ l

ବିଦ୍ୟା ତାଙ୍କୁ ପୃଥିବୀରେ ସଭଠୁ ବେଶୀ ଘୃଣା କରୁଥିଲେ ବୋଲି ଲେଖିଥିଲେ ଏବଂ ତାଙ୍କ ସହ ଗୋଟିଏ ମୁହୂର୍ତ୍ତ ମଧ୍ୟ ରହିବାକୁ ଚାଁହାନ୍ତିନି ବୋଲି ଲେଖିଥିଲେ l ତାଙ୍କ ସହ ନାଁ ଯୋଡି ହେଲେ ମଧ୍ୟ ତାଙ୍କୁ ବହୁତ ଖରାପ ଲାଗୁଛି ବୋଲି ଲେଖିଥିଲେ ବିଦ୍ୟା l

ତେବେ ଯେଉଁ ସନ୍ଦେହ ଦେଖିବାକୁ ମିଳିଥିଲା ବିଦ୍ୟା ଭାରତୀ ଏବଂ ଡିଏଫ୍ଓ ଙ୍କ ମଧ୍ୟରେ ତାହା ସ୍ପଷ୍ଟ ହୋଇଛି ଏବଂ ଦୁହିଁଙ୍କ ମଧ୍ୟରେ କୌଣସି ପ୍ରକାର ସମ୍ପର୍କ ବିଷୟରେ ପ୍ରମାଣ ମିଳିନାହିଁ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.