Press "Enter" to skip to content

ରାଜକୁନ୍ଦ୍ରା ଙ୍କ ସହ ସାମିଲ ଅଛନ୍ତି ଓଡ଼ିଆ ପର୍ଣ ଷ୍ଟାର ଆରେଷ୍ଟ ହେଲେଣି 11 ଜଣ ଜାଣନ୍ତୁ ପୁରା ଖବର

ବନ୍ଧୁମାନେ ଆପଣମାନେ ସମସ୍ତେ ତ ଜାଣିଥିବେ ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କୁ ଏବେ କିଛି ଦିନ ତଳେ ରିମାଣ୍ଡରେ ନେଇଛି ମୁମ୍ବାଇ ପୋଲିସ।ତେବେ ତାଙ୍କୁ ରିମାଣ୍ଡରେ ନେବାର ମୁଖ୍ୟ କାରଣ ହେଉଛି ଅନଲାଇନରେ ସେ ପ-ର୍ଣ୍ଣ ତିଆରି ଓ ବ୍ୟବସାୟ କରୁଥିବାର ଜଣା ପଡିଥିଲା।

ତେବେ ଏହି ଘଟଣାଟି ସମ୍ପୂର୍ଣ୍ଣ ବଲିଉଡ ଜଗତ ଓ ଏହା ସହ ସମ୍ପୂର୍ଣ୍ଣ ସୋସିଆଲ ମିଡିଆରେ ହଲଚଲ ମଚାଇ ଦେଇଥିଲା।ପୁରା ସୋସିଆଲ ମିଡିଆ ଏହି ଖବରରେ ଭର୍ତ୍ତି ହେଇଗଲା।କିଛି ସମୟ ପାଇଁ ଲୋକ ସବୁ କିଛି ଭୁଲି ଯାଇ ଏହି ଖବର ବିଷୟରେ ଜାଣିବାକୁ ଲାଗିଲେ।

ତେବେ ଏହି ସବୁ ଖବର ମଧ୍ୟରେ ଅନ୍ୟ ଏକ ଖବର ଶୁଣିବାକୁ ମିଳିଛି।ଏହି ଖବରଟି ଓଡ଼ିଶା ସହ ଲିଙ୍କ ଥିବାରୁ ଆପଣ ଏହା ବିଷୟରେ ଜାଣିବା ପାଇଁ ନିଶ୍ଚିତ ଉତ୍ସୁକ ଥିବେ।ତେଣୁ ସେହି ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଆପଣ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ତେବେ କଣ ଥିଲା ରାଜ କୁନ୍ଦ୍ରାଙ୍କ ଓଡ଼ିଶା ଲିଙ୍କ।କୁନ୍ଦ୍ରାଙ୍କ ଓଟିଟି ପ୍ଲାଟଫର୍ମରେ କାମ କରୁଛନ୍ତି ଓଡିଆ ପ-ର୍ଣ୍ଣ-ଷ୍ଟା-ର।ଅ-ଶ୍ଳୀ-ଳ-ତା ବ୍ୟବସାୟରେ ଓଡ଼ିଆ ନିର୍ଦ୍ଦେଶକ ମଧ୍ୟ କାମ କରିଛନ୍ତି।ସମସ୍ତେ ଏହି ବିଷୟରେ ଜାଣି ମଧ୍ୟ ଚୁପ ରହିଥାନ୍ତି।

କେବେ ବାନ୍ଧିବ ଏମାନଙ୍କୁ ଓଡ଼ିଶା ପୋଲିସ, ଏହା ଏକ ବଡ଼ ପ୍ରଶ୍ନ ହେଇ ଛିଡା ହେଇଛି।ଯେତେ କଟକଣା ଲଗାଇଲେ ମଧ୍ୟ ଏହି ଅ-ଶ୍ଳୀ-ଳ-ତା-ର ବ୍ୟବସାୟ ଜୋରସୋରରେ ଚାଲିଛି।

ସୋମବାର ଅ-ଶ୍ଳୀ-ଳ ଫିଲ୍ମ ଓ ଏହାକୁ ମୋବାଇଲର ଓଟିଟି ପ୍ଲାଟଫର୍ମରେ ରିଲିଜ କରୁଥିବାରୁ ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲେ।ବର୍ତ୍ତମାନ ରାଜ ମୁମ୍ବାଇ ପୋଲିସର ରିମାଣ୍ଡରେ ଅଛନ୍ତି।

ତେବେ କଥା ଏତିକିରେ ସରି ନାହିଁ।କୁନ୍ଦ୍ରାଙ୍କ ଚେର ଓଡ଼ିଶା ଯାଏଁ ଲମ୍ବିଛି ବୋଲି ଜଣା ପଡିଛି।ଓଡ଼ିଶାର କିଛି ଯୁବକ ଓ ଯୁବତୀ ଏହି ଗୋଲକ ଧନ୍ଦାରେ ସାମିଲ ଥିବା ଏବେ ଚର୍ଚ୍ଚା ହେଉଛି।

ତେବେ ଏହି ତାଲିକାରେ ଖୁଲମ ଖୋଲା ଭାବେ ଏକ ମଡେଲଙ୍କ ନାମ ଆସିଛି।ମୁମ୍ବାଇରେ ରହୁଥିବା ଭୁବନେଶ୍ଵରର ଏକ ମଡେଲ ସେକସ୍ଫିୟର ତ୍ରିପାଠୀଙ୍କୁ କୁନ୍ଦ୍ରାଙ୍କ ଏକ ଫିଲ୍ମରେ ଅଭିନୟ କରୁଥିବାର ଦେଖିବାକୁ ମିଳିଛି।

ତେବେ ଏହି ଭଳି ଅନେକ ଜଣ ମାୟା ନଗରୀ ମୁମ୍ବାଇକୁ ଯାଇ ଏହିଭଳି କାର୍ଯ୍ୟରେ ଫସି ଯାଇଛନ୍ତି।ତେବେ ଏହି ଘଟଣା ପରେ ହୁଏତ ଗୋଟେ ଗୋଟେ ହେଇ ସବୁ ଗୁମର ଖୋଲିବାକୁ ଲାଗିବ ବୋଲି ସମସ୍ତେ ଆଶା କରୁଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.