Press "Enter" to skip to content

ସାମ୍ନାକୁ ଆସିଲା soumyaranjan ଏବଂ Bidya ଙ୍କ ବାହାଘର ଭିଡ଼ିଓ ଏଠି ମଧ୍ୟ ଘଟିଥିଲା ଏମିତି

ବନ୍ଧୁଗଣ ପାରଳାଖେମୁଣ୍ଡି ସୌମ୍ୟରଞ୍ଜନ ସରକାରୀ କର୍ମଚାରୀ acf ଭାବେ କାର୍ଯ୍ୟରତ ହୋଇଥିବା ବେଳେ ତାଙ୍କ ମୃ-ତ୍ୟୁ ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ସୃଷ୍ଟି ହୋଇଛି l ସଭିଏଁ ତାଙ୍କ ମୃ-ତ୍ୟୁ ର ରହସ୍ୟ ବିଷୟରେ ସତ ଜାଣିବାକୁ ଚାଁହୁଛନ୍ତି l

ସୌମ୍ୟଙ୍କ ମୃ-ତ୍ୟୁ ମାମଲାରେ ବିଦ୍ୟା ଭାରତୀ ବର୍ତ୍ତମାନ ସମସ୍ତଙ୍କ ସନ୍ଦେହରେ ଥିବା ବେଳେ ମିଳୁଥିବା ଅନେକ ପ୍ରମାଣକୁ ଆଧାର କରି ସ୍ପଷ୍ଟ ଜଣାପଡୁଛି ଦୁହେଁ ଖୁସିରେ ନଥିଲେ ବିଦ୍ୟା ମଧ୍ୟ ତାଙ୍କୁ ଘୃଣା କରନ୍ତି l

ବିଦ୍ୟା ଲେଖିଥିବା ଚିଠି ଆଧାର ରେ ସ୍ପଷ୍ଟ ଜଣାପଡିଛି ଯେ ବିଦ୍ୟା ସୌମ୍ୟ ଙ୍କୁ ବହୁତ ଘୃଣା କରନ୍ତି ଏବଂ ସବୁବେଳେ ତାଙ୍କଠୁଁ ଦୁରେଇ ରହିବାକୁ ଚେଷ୍ଟା କରନ୍ତି l

ବିଦ୍ୟାଙ୍କ ଠାରୁ ସୌମ୍ୟ ଙ୍କୁ ଅଲଗା ରଖିବା ପାଇଁ ଏକ ଏଗ୍ରିମେଣ୍ଟ କରାଇଥିଲେ ଦିବ୍ୟା l ଯେଉଁ ଏଗ୍ରିମେଣ୍ଟ ରେ ଏକ ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିବେ ନାହିଁ ବୋଲି ଉଲେଖ କରିଥିଲେ l ଯେଉଁ କାରଣରୁ ବର୍ତ୍ତମାନ ବିଦ୍ୟା ଭାରତୀ ଙ୍କ ଉପରୁ ସଭିଙ୍କ ଭରସା ବିଶ୍ୱାସ ଉଠି ସାରିଛି l

ବିଦ୍ୟା ସୌମ୍ୟଙ୍କୁ ପସନ୍ଦ କରନ୍ତି ନାହିଁ ବୋଲି ଚିଠିରେ ଲେଖିଥିଲେ ଏବଂ ତାଙ୍କ ସହ ଛାଡ଼ପତ୍ର ନେବାକୁ ଚାଁହୁଥିଲେ ବିଦ୍ୟା l ବିଦ୍ୟାଙ୍କୁ କେହି ମଧ୍ୟ ବିଶ୍ୱାସ କରିପାରୁ ନାହାନ୍ତି l

କିଛିଦିନ ଆଗରୁ ବିଦ୍ୟାଙ୍କର ଶରୀର ରେ କୌଣସି କ୍ଷତ ଚି଼ହ୍ନ ଦେଖା ଦେଇନଥିବା ବେଳେ ବର୍ତ୍ତମାନ ତାଙ୍କ ଶରୀର ରେ ଅନେକ କ୍ଷତ ଚି଼ହ୍ନ ଦେଖା ଯାଉଛି l

ଯାହା କି ପୋଲିସ ସୂତ୍ରରେ ବିଦ୍ୟା ସୌମ୍ୟ ଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଜଣାଇଛନ୍ତି l ମାତ୍ର ବିଶେଷ ସୂତ୍ର ଏବଂ ପୂର୍ବ ଭିଜୁଆଲ ଦେଖିବା ମାତ୍ରେ ଏହା ସ୍ପଷ୍ଟ ଜଣା ପଡିଛି ଯେ ବିଦ୍ୟା ମିଛ କହୁଛନ୍ତି l

ବର୍ତ୍ତମାନ ସୋସିଆଲ ମିଡିଆରେ ବିଦ୍ୟା ଏବଂ ସୌମ୍ୟରଞ୍ଜନ ଙ୍କ ବାହାଘର ଭିଡ଼ିଓ ଭାଇରଲ ହେଉଥିବା ବେଳେ ଅନେକ ଲୋକେ ଏହି ବାହାଘର ଭିଡ଼ିଓ ବିଷୟରେ ଅନେକ ମତ ରଖିଛନ୍ତି l

ବାହାଘର ଭିଡ଼ିଓ ରେ ଯାହା ଜଣା ପଡିଛି ଖୁସି ନଥିଲେ ବିଦ୍ୟା ଏବଂ ବାହାଘର ଖୁବ ଆଡମ୍ବର ର ସହ ହୋଇଥିବାର ଜଣା ଯାଇଛି l ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ ସତ ମାତ୍ର କୌଣସି ମତେ ଦୁହିଁଙ୍କ ସମ୍ପର୍କ ସଠିକ ନଥିଲା l

ସୌମ୍ୟଙ୍କ ସାଙ୍ଗ ଏକ ବୟାନ ଦେଇଥିଲେ ଯାହା ଦ୍ୱାରା ସ୍ପଷ୍ଟ ହୋଇଛି ଯେ ବୈବାହିକ ଜୀବନରେ ଅନେକ ସମସ୍ୟା ଥିଲା ସୌମ୍ୟ ତାଙ୍କ ବନ୍ଧୁଙ୍କୁ ଆଲିଙ୍ଗନ କରି ବହୁତ କାନ୍ଦିଥିଲେ ମଧ୍ୟ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.