Press "Enter" to skip to content

ସୌମ୍ୟରଞ୍ଜନ ଙ୍କ ମୃ-ତ୍ୟୁ ମାମଲାରେ ଖୋଲିଲେ ମୁଁହଁ ବିଦ୍ୟାଶ୍ରୀ ଦେଖନ୍ତୁ exclusive ଭିଡ଼ିଓ

ବନ୍ଧୁଗଣ ବହୁ ଚର୍ଚିତ ସୌମ୍ୟରଞ୍ଜନ ମୃ-ତ୍ୟୁ ମାମଲାରେ ଭିର୍ନ ଭିର୍ନ ମୋଡ଼ ନେବାକୁ ଲାଗିଛି l ଅନେକ କ୍ଷେତ୍ରରେ ସୌମ୍ୟରଞ୍ଜନ ଙ୍କ ମୃ-ତ୍ୟୁ ଉପରୁ ପରଦା ଉଠେଇବା ନିମନ୍ତେ ଦାବି ରହିଲା ବେଳେ ନୂଆ ନୂଆ ଘଟଣା ଉପରୁ ପରଦା ଖୋଲିବାରେ ଲାଗିଛି l

ମୃ-ତ୍ୟୁ ପରେ ସୌମ୍ୟରଞ୍ଜନ ଙ୍କ ମା ତାଙ୍କ ବୋହୁଙ୍କ ଚରିତ୍ର ଉପରେ ଅନେକ ଆରୋପ ଲଗାଇଥିବା ବେଳେ ଅନେକ କଥା ସୋସିଆଲ ମିଡିଆରେ କହିଥିଲେ l

ଏହି କ୍ଷେତ୍ରରେ ଅନେକ ଥର ସୋସିଆଲ ମିଡିଆରେ ବିଦ୍ୟା ଭାରତୀଙ୍କ ସହ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ ଙ୍କୁ ମଧ୍ୟ ତୁଳନା କରାଯାଉଛି ଏବଂ ଖବର କାଗଜରେ ମଧ୍ୟ ବିଦ୍ୟାଶ୍ରୀ କିଛି କିଛି ଯାଗାରେ ପ୍ରିଣ୍ଟ ହୋଇଥିବାର ମତ ଦେଇଥିଲେ ବିଦ୍ୟାଶ୍ରୀ l

ସୋସିଆଲ ମିଡିଆରେ ଏହି ଅପ ପ୍ରସାର ହେବା ପରେ ମାନବ ପ୍ରେମୀ ଆଦିତ୍ୟ ଦାସ ଙ୍କ ପତ୍ନୀ ବିଦ୍ୟାଶ୍ରୀ ଖୋଲିଛନ୍ତି ମୁଁହ l

ବିଦ୍ୟାଶ୍ରୀ ସୋସିଆଲ ମିଡିଆରେ ମତ ରଖି କହିଛନ୍ତି ଯେ ତାଙ୍କର ଏବଂ ବିଦ୍ୟାଭାରତି ଙ୍କ ଘଟଣା ସମ୍ପୂର୍ଣ୍ଣ ଅଲଗା ଅଟେ l ଦୁହିଁଙ୍କ ମାଧ୍ୟରେ କୌଣସି ସମ୍ପର୍କ ନାହିଁ l

ବିଦ୍ୟାଶ୍ରୀ ଙ୍କ ଶାଶୁ ଶଶୁର ତାଙ୍କୁ ସବୁବେଳେ ସପୋର୍ଟ କରିସାବୁଥିବା ବେଳେ ବେଳେ ବେଳେ ତାଙ୍କୁ ସନ୍ଦେହ ଦୃଷ୍ଟି ରେ ଦେଖିଥାନ୍ତି କିନ୍ତୁ ତାଙ୍କୁ ବହୁଵ୍ୟ ଭଲ ପାଆନ୍ତି l କିନ୍ତୁ ବିଦ୍ୟା ଭାରତୀ ଙ୍କ ଘଟଣା ଟି ସମ୍ପୂର୍ଣ୍ଣ ଅଲଗା l

ବିଦ୍ୟା ଭାରତୀଙ୍କ ଘଟଣା ରେ ତାଙ୍କ ଶାଶୁ ଘର ଲୋକେ ଖୁଲମ ଖୁଲା ତାଙ୍କ ଉପରେ ଆରୋପ ଲଗେଇବାକୁ ପଛାଉ ନାହାନ୍ତି l ଦୁହିଁଙ୍କ ଘଟଣା ସମାନ ନୁହେଁ ବହୁତ ଅଲଗା ବୋଲି କହିଥିଲେ ବିଦ୍ୟାଶ୍ରୀ l ଏବଂ ଦୁଇ ଘଟଣା କୁ ଏକ କରି ଟ୍ରଲ କରାନଯାଉ ବୋଲି କହିଥିଲେ l

ଏବଂ ବିଦ୍ୟାଶ୍ରୀ କହିଥିଲେ ତାଙ୍କ ଶାଶୁ ଶଶୁର ବହୁତ ଭଲ ତାଙ୍କୁ ବହୁତ ଭଲ ପାଆନ୍ତି l ଏବଂ ସେ ମଧ୍ୟ ଶାଶୁ ଶଶୁରଙ୍କୁ ବହୁତ ଭଲ ପାଆନ୍ତି l ସେଥିପାଇଁ ତାଙ୍କୁ ଆଜି ପର୍ଯ୍ୟନ୍ତ ମଧ୍ୟ ଶାଶୁ ଶଶୁର ଝିଅ ରୂପେ ଦେଖି ଆସୁଛନ୍ତି l

ଏବଂ ବିଦ୍ୟା ଭାରତୀ ଙ୍କ ଶାଶୁ ଶଶୁରଙ୍କ ପ୍ରତି ବିଦ୍ୟାଙ୍କ କିପରି ଅଚରଣ ଥିଲା ଏବଂ କଣ ଥିଲା ଯେ ଶାଶୁ ଶଶୁର ସୋସିଆଲ ମିଡିଆରେ ତାଙ୍କୁ ଆକ୍ଷେପ କରୁଛନ୍ତି l

ତେଣୁକରି ଦୁଇଟି ଘଟଣା ଭିର୍ନ ଅଟେ ଏବଂ ଏହା କଦାପି ସମାନ ନୁହେଁ l ଏହିପରି କହିଥିଲେ ବିଦ୍ୟାଶ୍ରୀ ସୋସିଆଲ ମିଡିଆରେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.