Press "Enter" to skip to content

ବିଦ୍ୟାଙ୍କୁ ହେଲା ଜେରା ଖୋଲିଲା ନାଲି ପୁଟୁଳିର ରହସ୍ୟ ଜାଣନ୍ତୁ କଣ ରହିଛି ଏହି ପୁଟୁଳି ରେ Breaking news

ବହୁ ଚର୍ଚିତ ସୌମ୍ୟରଞ୍ଜନ ମୃ-ତ୍ୟୁ ମାମଲାରେ ସନ୍ଦେହ ଧୀରେ ଧୀରେ ବଢିବାକୁ ଲାଗିଛି l ପତ୍ନୀ ଙ୍କୁ ପରିବାର ଲୋକେ ସନ୍ଦେହ ଚକ୍ଷୁରେ ଦେଖିଥିବା ବେଳେ କ୍ରାଇମବ୍ରାଞ୍ଚ ମଧ୍ୟ କାମ ଆରମ୍ଭ କରିସାରିଛନ୍ତି l

ସରକାରୀ ବିଭାଗରେ କାର୍ଯ୍ୟରତ ଥିବା ସୌମ୍ୟରଞ୍ଜନ ଙ୍କ ଏପରି ରହସ୍ୟ ଜନକ ମୃ-ତ୍ୟୁ ହୋଇଥିବା ହେତୁ ସମସ୍ତେ ତାଙ୍କ ମୃ-ତ୍ୟୁ ର କାରଣ ଜାଣିବାକୁ ଚାଁହାନ୍ତି ଏବଂ ତାଙ୍କୁ ନ୍ୟାୟ ଯୋଗାଇଦେବା ନିମନ୍ତେ ଓଡ଼ିଶାରେ ଅନେକ ଲୋକେ ଦାବି ବାତାବରଣ ସୃଷ୍ଟି କରୁଛନ୍ତି l

ସୌମ୍ୟରଞ୍ଜନ ଙ୍କ ମା ଙ୍କ କହିବା ଅନୁସାରେ ତାଙ୍କ ବୋହୁ ବିଦ୍ୟା ଭାରତୀଙ୍କ ଚରିତ୍ର ବହୁତ ଖରାପ ଏବଂ ତାଙ୍କ ବିବାହ ପୂର୍ବରୁ ମଧ୍ୟ ଅନ୍ୟ କାହା ସହ ସମ୍ବନ୍ଧ ଥିଲା l ବିଦ୍ୟା ତାଙ୍କ ପୁଅଙ୍କ ସହ ଖୁସିନଥିବାର ଜଣାଇଥିଲେ ସୌମ୍ୟରଞ୍ଜନ ଙ୍କ ମା l

ଦୁହିଁଙ୍କ ସମ୍ପର୍କରେ ସର୍ବଦା ତିକ୍ତ ସୃଷ୍ଟି ହେଉଥିବା ବେଳେ ଦୁହେଁ ଦୁହିଁଙ୍କ ସହ ଖୁସିନଥିଲେ l ବୋହୁ ସୌମ୍ୟଙ୍କ ସହ ଏକ ବର୍ଷ ଶାରୀରିକ ସମ୍ପର୍କ ରଖିବେ ନାହିଁ ବୋଲି ଏଗ୍ରିମେଣ୍ଟ କରିଥିଲେ ବୋଲି ଦର୍ଶାଇଛନ୍ତି ମା l

ଏବଂ ଏକ ବର୍ଷ ନ ପୁରୁଣୁ ଆଜି ତାଙ୍କ ପୁଅ ଆଉ ତାଙ୍କ ପାଖରେ ନାହାନ୍ତି l ବିଦ୍ୟା ଙ୍କୁ ଏହିସବୁ କଥାରେ ମନ୍ତବ୍ୟ ରଖିବା ପାଇଁ ତାଙ୍କୁ ଜେରା କରାଯାଇଥିଲା l

ପୋଲିସ ସହ କ୍ରାଇମବ୍ରାଞ୍ଚ ର ଏକ ଚାରିଜଣିଆ ଟିମ ପୋଲିସ କୁ ସହଯୋଗ କରୁଥିବାର ଜଣା ପଡିଛି l ଏହି ଜେରାରେ ବିଦ୍ୟା ଭାରତୀ ଙ୍କ ସହ ତାଙ୍କ ବାପା ଙ୍କୁ ମଧ୍ୟ ଜେରା କରାଯାଇଥିଲା l

ବିଦ୍ୟା ଭାରତୀଙ୍କ ଘଋ ଏକ ନାଲି ପୁଟୁଳି ରେ କିଛି ଦସ୍ତାବିଜ ପରି ଜିନିଷ ଜବତ ହୋଇଛି ଯାହାକି ବିଦ୍ୟାଭାରତୀ ଙ୍କର ବୋଲି ଜଣାପଡିଛି l

ଏହି ନାଲି ପୁଟୁଳି ଟି ବର୍ତ୍ତମାନ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା ବେଳେ ଏହି ନାଲି ପୁଟୁଳି ମଧ୍ୟରେ ଅନେକ ପ୍ରମାଣ ମିଳିପାରେ ବୋଲି ସନ୍ଦେହ କରିଛି କ୍ରାଇମବ୍ରାଞ୍ଚ l

ଅନେକ ପରିସ୍ଥିତି ରେ ମାମଲା ନୂଆ ମୋଡ଼ ନେଉଥିଲେ ମଧ୍ୟ ଅନେକ ସୂତ୍ରରୁ ଅନେକ ପ୍ରମାଣ ଯୋଗାଡ଼ ପାଇଁ ଆଗେଇ ଆସିଛନ୍ତି କ୍ରାଇମବ୍ରାଞ୍ଚ ର ଏକ ଚାରି ଜଣିଆ ଟିମ l

ସମ୍ପୂର୍ଣ ମୂଳରେ ପହଞ୍ଚିବା ପାଇଁ ପୋଲିସ ଏବଂ କ୍ରାଇମବ୍ରାଞ୍ଚଙ୍କ ଚେଷ୍ଟା ଜାରି ରହିଛି l ଏବଂ ଖୁବ ଶୀଘ୍ର ଏହି ମାମଲାରୁ ପରଦା ହଟିବ ବୋଲି ସୂଚନା ମିଳିଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.