Press "Enter" to skip to content

ଶେଷରେ ହେଲା ମହାଖୁଲାସା ! “ସନ୍ଦେହରେ DFO ଓ ସ୍ତ୍ରୀ ବିଦ୍ୟାଭାରତୀ” ସାମ୍ନାକୁ ଆସିଲା ସମସ୍ତଙ୍କ ଛାତି କୁ ଦୁହୁଲି ଦେଲା ଭଳି ଦୃଶ୍ୟ….ଦେଖନ୍ତୁ ଭିଡ଼ିଓ

ବିଶ୍ୱାସ ରେ ବିଶ ଦେଲେ Bidya ସାମ୍ନାକୁ ଆସିଲା ମିଛ ର କଡା ସତ୍ୟତା କାହିଁକି କରୁଥିଲେ ଏମିତି ଜାଣନ୍ତୁ

ବନ୍ଧୁଗଣ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ଙ୍କ ମୃତ୍ୟୁ ମାମଲାରେ ପତ୍ନୀ ଙ୍କ ଉପରେ ସନ୍ଦେହ ବଢ଼ିବାରେ ଲାଗିଛି l ସନ୍ଦେହ ମଧ୍ୟ ଖାଲି ରେ ନୁହେଁ ଉପଯୁକ୍ତ ପ୍ରମାଣ ମଧ୍ୟ ଲାଗିଛି କ୍ରାଇମବ୍ରାଞ୍ଚ ହାତରେ l

ବର୍ତ୍ତମାନ ପୋଲିସ ତଥା କ୍ରାଇମବ୍ରାଞ୍ଚ ଆଖିରେ ସନ୍ଦେହ ରେ ଅଛନ୍ତି ଡିଏଫଓ ଏବଂ ସୌମ୍ୟରଞ୍ଜନ ଙ୍କ ପତ୍ନୀ ବିଦ୍ୟା ଭାରତୀ l ଭାଇରଲ ହୋଇଥିବା ଚିଠିରେ ବିଦ୍ୟା ସୌମ୍ୟଙ୍କୁ ପସନ୍ଦ କରନ୍ତି ନାହିଁ ବୋଲି ଚିଠିରେ ଲେଖିଥିଲେ ଏବଂ ତାଙ୍କ ସହ ଛାଡ଼ପତ୍ର ନେବାକୁ ଚାଁହୁଥିଲେ ବିଦ୍ୟା l

ବିଦ୍ୟାଙ୍କୁ କେହି ମଧ୍ୟ ବିଶ୍ୱାସ କରିପାରୁ ନାହାନ୍ତି l କିଛିଦିନ ଆଗରୁ ବିଦ୍ୟାଙ୍କର ଶରୀର ରେ କୌଣସି କ୍ଷତ ଚି଼ହ୍ନ ଦେଖା ଦେଇନଥିବା ବେଳେ ବର୍ତ୍ତମାନ ତାଙ୍କ ଶରୀର ରେ ଅନେକ କ୍ଷତ ଚି଼ହ୍ନ ଦେଖା ଯାଉଛି l

ଯାହା କି ପୋଲିସ ସୂତ୍ରରେ ବିଦ୍ୟା ସୌମ୍ୟ ଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଜଣାଇଛନ୍ତି l ମାତ୍ର ବିଶେଷ ସୂତ୍ର ଏବଂ ପୂର୍ବ ଭିଜୁଆଲ ଦେଖିବା ମାତ୍ରେ ଏହା ସ୍ପଷ୍ଟ ଜଣା ପଡିଛି ଯେ ବିଦ୍ୟା ମିଛ କହୁଛନ୍ତି l

ବିଦ୍ୟା ଙ୍କ କହିବା ଅନୁଯାଇ ସେ ସେଦିନ ସୌମ୍ୟ ଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ନିଜେ କ୍ଷତାକ୍ତ ହୋଇଛନ୍ତି ଏବଂ ତାଙ୍କର ଅନେକ ଶରୀର ର ଅଂଶ ଖଣ୍ଡିଆ ହୋଇ ଯାଇଛି l

କିନ୍ତୁ କିଛିଦିନ ପୂର୍ବରୁ ସୌମ୍ୟ ଙ୍କ ମୃ-ତ୍ୟୁ ମାମଲାରେ ଏକ ଭିଜୁଆଲ ସାମ୍ନାକୁ ଆସିଥିବା ବେଳେ ବିଦ୍ୟାଙ୍କ ହାତରେ କିମ୍ବା କୌଣସି ସ୍ଥାନରେ କ୍ଷତ ଦେଖିବାକୁ ମିଳିନଥିଲା l

ଭିଜୁଆଲ ଟି 9 ଦିନ ପୂର୍ବରୁ ଦେଖା ଯାଇଥିଲା ସେତେବେଳେ ବିଦ୍ୟା ଭାରତୀ ସମ୍ପୂର୍ଣ୍ଣ ରୂପେ ଠିକ ଥିବାର ଦେଖା ଯାଇଥିଲା l କିନ୍ତୁ ବର୍ତ୍ତମାନ ଆସିଥିବା ଚିତ୍ର ରେ କ୍ଷତ ଏବେ ହୋଇଥିବାର ସୂଚନା ମିଳିଛି l

ପୂର୍ବ ରୁ ଭିଡ଼ିଓ ହୋଇଥିବା ସ୍ଥାନରେ ବିଦ୍ୟା ମେଡ଼ିକାଲରେ ଥିବାର ଦେଖା ଯାଇଥିଲା ସେହିଁ କ୍ଷେତ୍ରରେ ଏହି ଭିଡ଼ିଓ ଟି ହୋଇଥିଲା l ବିଦ୍ୟା ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡିଥିଲା ଏବଂ କୌଣସି ମତେ କୌଣସି କ୍ଷତି ହୋଇନଥିବାର ଜଣା ଯାଇଥିଲା l

ସୌମ୍ୟରଞ୍ଜନ ଙ୍କ ଆ-ତ୍ମ-ହ-ତ୍ୟା ଘଟଣାରେ କେହି ବିଶ୍ୱାସ କରିପାରୁନଥିବା ବେଳେ ଅନେକ ଲୋକେ ସନ୍ଦେହ ଘେରରେ ଅଛନ୍ତି l

ଏବଂ ପାରିବାରିକ ଅଶାନ୍ତି ହିଁ ସବୁରି ମୂଳ କାରଣ ବୋଲି ସ୍ପଷ୍ଟ ହୋଇଛି l ସୌମ୍ୟାଙ୍କ ଏକ ସାଙ୍ଗ ମଧ୍ୟ ଏହି ବିଷୟରେ ମନ୍ତବ୍ୟ ଦେଇଥିଲେ ଯେ ତାଙ୍କୁ ଆଲିଙ୍ଗନ କରି ବହୁତ କାନ୍ଦିଥିଲେ ସୌମ୍ୟ ଏବଂ ପଚାରିବାରୁ କୌଣସି ପ୍ରତିଉତ୍ତର ଦେଇନଥିଲେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.