Press "Enter" to skip to content

ସାମ୍ନାକୁ ଆସିଲା ବିଦ୍ୟା ଭାରତୀ ଙ୍କ ଖେଳ ନିଜେ ରେକର୍ଡ କରି ନିଜେ ଭାଇରଲ କରି ଫସିଲେ ବିଦ୍ୟା Breaking news

ବହୁତ ଚର୍ଚିତ ସୌମ୍ୟ ରଞ୍ଜନ ମୃ-ତ୍ୟୁ ମାମଲାରେ ଭିର୍ନ ଭିର୍ନ ମୋଡ଼ ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ସମସ୍ତଙ୍କ ଆଗରେ ବିଦ୍ୟା ଭାରତୀ ଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖା ଯାଉଛି l

ବିଦ୍ୟା ଭାରତୀ ସୌମ୍ୟ ରଞ୍ଜନ ଙ୍କ ପତ୍ନୀ ହୋଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ମତାନ୍ତର ସମାନ ନଥିଲା ବୋଲି କହିଥିଲେ ସୌମ୍ୟରଞ୍ଜନ ଙ୍କ ମା l

ବୋହୁଙ୍କ ଖରାପ ଚରିତ୍ର ନେଇ ସୋସିଆଲ ମିଡିଆରେ କହିବା ବେଳେ ବୋହୁ ପୁଅ ସହ ଏକ ବର୍ଷ ପାଇଁ ଶାରୀରିକ ସମ୍ପର୍କ ରଖିବେ ନାହିଁ l ଏହି ଘଟଣା ପରେ ପୋଲିସ ତଥା କ୍ରାଇମ ବ୍ରାଞ୍ଚ ମଧ୍ୟ ବିଦ୍ୟା ଭାରତୀ ଙ୍କ ଉପରେ ସନ୍ଦେହ କରିବାରେ ବାଧ୍ୟ ହୋଇଛନ୍ତି l

ଏବଂ ସୌମ୍ୟ ଙ୍କ ମୃ-ତ୍ୟୁ ପରେ ଏକ ଅଡିଓ ଭାଇରଲ ହୋଇଥିବା ଜଣା ପଡିଥିଲା ଯେଉଁଥିରେ ବିଦ୍ୟା ସୌମ୍ୟ ଙ୍କୁ ଅନ୍ୟ କାହା ବିଷୟରେ ପଚାରୁଥିଲେ ଏବଂ ତାଙ୍କ ପଛରେ କିଛି କରିବେ ନାହିଁ ବୋଲି କହିଥିଲେ ଯାହା କରିବେ ତାଙ୍କ ସାମ୍ନାରେ କାରିବେ ବୋଲି କହିଥିଲେ l

ତେବେ ଏହିସବୁ ଘଟଣା ଗୁଡିକ ଆଧାର ରେ ଚିନ୍ତା କରାଯାଉଛି ଯେ ଯିଏ ଏପରି କଥା କହିବା ପରେ କାହିଁକି କଲେ ଏହି କଲ ରେକର୍ଡ l ପଛରେ କିଛି କରିବେ ନାହିଁ କହି କାହିଁକି କଲେ ଅଡିଓ ଭାଇରଲ l ଏହି ଅଡିଓ ଭାଇରଲ କରିବା ପଛରେ କଣ ରହିଛି ସ୍ୱାର୍ଥପର ବିଦ୍ୟା ଭାରତୀ ଙ୍କର l

ଏହିସବୁ ପ୍ରଶ୍ନ ଉଠିଛି କ୍ରାଇମବ୍ରାଞ୍ଚ ଙ୍କ ମଧ୍ୟରେ l ଏବଂ ଯିଏ ସହଯୋଗ କରେ କାହିଁକି କରୁଥିଲେ କଲ ରେକର୍ଡ ଏବଂ କାହିଁକି ଏହି ରେକର୍ଡିଙ୍ଗ ଦେଇଥିଲେ ପୋଲିସ ହାତରେ l ତେବେ ଏହି କ୍ଷେତ୍ରର ସମସ୍ତ ପ୍ରମାଣ ଦ୍ୱାରା ସନ୍ଦେହ କରାଯାଉଛି ବିଦ୍ୟା ଭାରତୀଙ୍କୁ ଏବଂ ତାଙ୍କର ପ୍ରତିକ୍ରିୟା ଆଧାର ରେ ତାଙ୍କୁ ଜେରା କରାଯିବା ସହ ଅନେକ ଦସ୍ତାବିଜ ଏବଂ ଏକ ଚିଠି ଜବତ କରିଛି କ୍ରାଇମ ବ୍ରାଞ୍ଚ l

ଏହିସବୁ କ୍ଷେତ୍ରରେ ସମାଧାନ ଏବଂ ପ୍ରକୃତ ଘଟଣା ର ମୂଳ ଭୂମିରେ ପହଁଞ୍ଚିବା ପାଇଁ ସମସ୍ତଙ୍କ ଚେଷ୍ଟା ବଜାୟ ରହିଛି l ବିଦ୍ୟାଙ୍କ ହାତଲେଖା ଚିଠି ସାମ୍ନାକୁ ଆସିବା ପରେ ସଫା ସଫା ଜଣା ପଡିଥିଲା ସ୍ୱାମୀଙ୍କୁ ପସନ୍ଦ କରୁନଥିଲେ ବିଦ୍ୟା ଏବଂ ତାଙ୍କ ସହ ରହିବାକୁ ମଧ୍ୟ ଚାଁହୁ ନଥିଲେ l

ସେହିଁ ଚିଠିରେ ଏପରି କିଛି ଲେଖା ଥିଲା ଯାହା ଏସବୁ ଭାବିବା ପାଇଁ ବାଧ୍ୟ କରିଦେଇଥିଲା l ଏହି ଚିଠି ସମ୍ପର୍କରେ ପଚାରିବାରୁ ସେ ମନ ଦୁଃଖରେ ଏସବୁ ଲେଖିଥିଲେ ବୋଲି କହିଥିଲେ ଅନ୍ୟ କୌଣସି ମତାମତ ଦେଇନାହାନ୍ତି ବିଦ୍ୟା ଭାରତୀ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.