Press "Enter" to skip to content

ସ୍ତ୍ରୀ ଓ ପୁରୁଷମାନଙ୍କର ଏହି ଗୁ-ପ୍ତ ଅଙ୍ଗରେ କଳା ଜାଇ ଥିଲେ କଣ ସଂକେତ ଦିଏ .? Sadhubani

ବନ୍ଧୁମାନେ ଆପଣମାନେ ଏଠି ଦିଆ ଯାଇଥିବା କଥାଗୁଡ଼ିକ କେବଳ ମନୋରଞ୍ଜନ ପାଇଁ ହିଁ ବ୍ୟବହାର କରିବେ।ତେବେ ସ୍ତ୍ରୀ ଓ ପୁରୁଷ ମାନଙ୍କର ଗୁପ୍ତାଙ୍ଗରେ କଳା ଜାଇ ଥିଲେ ଏହା କେଉଁ ଜିନିଷର ସଙ୍କେତ ହେଇଥାଏ ତାହା ଆମେ ଜାଣିବାକୁ ପାଇବା।

ତେବେ ସେହି ସମ୍ପର୍କରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ପାଇଁ ଆପଣ ମାନେ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ତେବେ ଗୁପ୍ତାଙ୍ଗରେ ତାହା ଶୁଭ ହେଇଥାଏ ବୋଲି କୁହାଯାଏ।ମଣିଷ ଶରୀରରେ କୌଣସି ନା କୌଣସି ଅଙ୍ଗରେ କଳା ଜାଇ ଥାଏ।କଳା ଜାଇଗୁଡ଼ିକ ବୟସ ଅନୁସାରେ ବଢ଼ିଥାଏ।

ତେବେ ଶାସ୍ତ୍ର ଅନୁସାରେ ଶରୀରରେ ଥିବା କଳା ଜାଇର କିଛି ନା କିଛି ମହତ ରହିଥାଏ।ତେବେ ଆଜି ଆମେ ଏଠାରେ ଶରୀରର କେଉଁ ଅଙ୍ଗରେ କଳା ଜାଇ ଥିଲେ କଣ ହେଇଥାଏ ସେ ବିଷୟରେ ଜାଣିବା।

ଯଦି ଗୋଟେ ନାରୀ ଓଠରେ କଳା ଜାଇ ଥାଏ,ତାହା ପୁରୁଷଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ।ଯଦି ଓଠର ଉପର ଭାଗରେ କଳା ଜାଇ ଥାଏ ତାହେଲେ ସେ ଲୋକ କାମନା ପ୍ରତି ଅଧିକ ଆଗ୍ରହ ହେଇଥାଏ

ଯଦି ପୁରୁଷର ବାମ ଆଖିରେ ଏକ କଳା ଜାଇ ଥାଏ, ତାଙ୍କର ଦାମ୍ପତ୍ୟ ଜୀବନରେ ସବୁବେଳେ କଳହ ଲାଗି ରହିଥାଏ।ସେମାନେ ତାଙ୍କ ଜୀବନ ସାଥି ସହ ସବୁବେଳେ ଏମାନଙ୍କର ମତାନ୍ତର ହେଇଥାଏ।

ଡାହାଣ ଗାଲ ବା ମୁଣ୍ଡରେ କଳା ଜାଇ ଥିଲେ ଧନ ଲାଭର ଯୋଗ ରହିଥାଏ।ଯଦି ଓଠ ତଳେ କଳା ଜାଇ ଥାଏ ତେବେ ଆପଣ ନିଜର ଜୀବନ ସାଥିକୁ ବହୁତ ଭଲ ପାଇଥାନ୍ତି।ନାକରେ କଳା ଜାଇ ଥିବାର ଅର୍ଥ ହେଉଛି ଆପଣଙ୍କର ବିଦେଶ ଗସ୍ତର ଯୋଗ ରହିଥାଏ।

ଏହା ସହ ଆପଣଙ୍କର ବଡ଼ ବଡ଼ ଦାମୀ ଗାଡିରେ ଯିବାର ଯୋଗ ରହିଥାଏ।ଯଦି ଗଳାରେ କଳା ଜାଇ ଥିବ ତେବେ ଆପଣ ବଚନ ଦ୍ଵାରା ଦୁନିଆର ଜିତିବାର କ୍ଷମତା ରଖିଥାନ୍ତି।ଏହି ସ୍ୱଭାବର ବ୍ୟକ୍ତି ବହୁତ ହିଁ ଭାବୁକ ହେଇଥାନ୍ତି।

ଡାହାଣ ହାତରେ କଳା ଜାଇ ଥିବା ଲୋକଙ୍କର ମଧ୍ୟ ଧନ ଲାଭ କରିବାର ଯୋଗ ଥାଏ।ଏହାର ଅର୍ଥ ଏମାନେ ନିଜ ଜୀବନରେ ବହୁତ ଟଙ୍କା ରୋଜଗାର କରି ପାରିବେ।ତେବେ ପାଦରେ କଳା ଜାଇ ଥିଲେ ଏହା ମଧ୍ୟ ବହୁତ ଶୁଭ ହେଇଥାଏ।

ମଥାର ବାମ ପଟେ କଳା ଜାଇ ଥିଲେ ଏହା ଅତ୍ୟନ୍ତ ଶୁଭ ହେଇଥାଏ।ମଥାର ଡାହାଣ ପଟେ କଳା ଜାଇ ଥିଲେ ଏହା ମଧ୍ୟ ଶୁଭ ହିଁ ହେଇଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ନୀତିଶିକ୍ଷାMore posts in ନୀତିଶିକ୍ଷା »

Be First to Comment

Leave a Reply

Your email address will not be published.