Press "Enter" to skip to content

ଡାକ୍ତରଖାନାରେ ଏମିତି ରଚା ଯାଇଥିଲା ସୌମ୍ୟ ରଞ୍ଜନଙ୍କ ହ-ତ୍ୟା-କା-ଣ୍ଡ ଷଡ଼ଯନ୍ତ୍ର ସାମ୍ନାକୁ ଆସିଲା ବଡ଼ ସତ Breaking news

ବନ୍ଧୁମାନେ ଆପଣମାନେ ଜାଣିଥିବେ ତ ଏବେ ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃ-ତ୍ୟୁ ମାମଲା ଦିନକୁ ଦିନ ଆହୁରି ଜଟିଳ ହେବାକୁ ଯାଉଛି।ସବୁଦିନ କିଛି ନୂଆ ତଥ୍ୟ ଜାଣିବାକୁ ମିଳୁଛି ଯାହା ସମ୍ପୂର୍ଣ୍ଣ କେସକୁ ଏକ ନୂଆ ଦିଗକୁ ନେଇ ଯାଉଛି।

ତେବେ ଏହି ସମୟରେ ଏକ ନୂଆ ତଥ୍ୟ ମିଳିଛି।ତେବେ ଏହି ତଥ୍ୟଟି କଣ ସେହି ବିଷୟରେ ଜାଣିବା ପାଇଁ ଆପଣ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ସୌମ୍ୟ ରଞ୍ଜନଙ୍କୁ ଚିକିତ୍ସା କଲେ ଜଣେ ହେଲେ ରେଫର କଲେ ଆଉ ଜଣେ ଡାକ୍ତର।ଏମକେସିଜିରୁ ଶହ ଶହ କିଲୋମିଟର ଦୂର ଏସସିବିକୁ କଣ ପାଇଁ ନିଆ ଯାଇଥିଲା।ପ୍ରଶ୍ନ ପଚାରିଲେ କାହିଁକି ଚିହିଁକି ଉଠୁଛନ୍ତି ଚିକିତ୍ସା କରୁଥିବା ଡାକ୍ତର।

ତେବେ ଡାକ୍ତରଖାନା ଦସ୍ତାବିଜରେ ଲେଖା ଯାଇଛି କି ସୋମ୍ୟଙ୍କ ଚିକିତ୍ସା କରିଥିଲେ ଡାକ୍ତର କେ ସି ପାତ୍ର।କିନ୍ତୁ ସେହି ଡାକ୍ତର କେ ବେହେରା ସୌମ୍ୟଙ୍କୁ ଏସସିବି ରେଫର କରିଥିଲେ।ମେଡିକାଲ ଟିକଟରେ ଡାକ୍ତର ପାତ୍ରଙ୍କ ନାମ ନ ଥାଇ ଡାକ୍ତର ବେହେରାଙ୍କ ନାମ ଥିଲା।

ତେବେ ପ୍ରଶ୍ନ ଉଠିଛି ସୌମ୍ୟଙ୍କ ଶରୀର ୯୯ ପ୍ରତିଶତ ଜଳି ଯାଇଥିବା ବେଳେ କାହିଁକି ଏସସିବି ରେଫର କରିଥିଲେ ସେହି ଡାକ୍ତର।ଖୁବ କମ ସମୟରେ କଣ ସୌମ୍ୟଙ୍କ ଚିକିତ୍ସା ବ୍ରହ୍ମପୁରରେ କରି ହେଇ ନଥାନ୍ତା।ଏକଥା କିପରି ଜାଣି ପାରିଲେନି ଉପସ୍ଥିତ ଥିବା ଡିଏଫଓ ଓ ସୌମ୍ୟଙ୍କ ପତ୍ନୀ।

ଏହି ସବୁ କଥା ବା ତଥ୍ୟଗୁଡ଼ିକ ମେଡିକାଲ କତୃପକ୍ଷ ଘଣ୍ଟ ଘୋଡେଇଲା ଭଳି ଜଣା ପଡ଼ୁଛି।କିନ୍ତୁ ଏବେ ପ୍ରଶ୍ନ ପଚାରିଲେ କାହିଁକି ଚିହିଁକି ଉଠୁଛନ୍ତି ଚିକିତ୍ସା କରିଥିବା ଡାକ୍ତର।ତେବେ ଅପର ପକ୍ଷରେ ସୌମ୍ୟଙ୍କ ମା ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି।

ସେ କହିଛନ୍ତି କି ବାହାଘର ଭାଙ୍ଗିବା ପାଇଁ ଚାହୁଁଥିଲେ ସୌମ୍ୟ।ବାହାଘର ହେଲେ ମଧ୍ୟ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ସମ୍ପର୍କ ଭଲ ରହିବ ନାହିଁ ବୋଲି ସୌମ୍ୟ କହିଥିଲେ।ବାପାଙ୍କ ଭୟରେ ବାଧ୍ୟ ହେଇ ବିବାହ କରିଥିଲେ ସୌମ୍ୟ।କିନ୍ତୁ ବାହାଘର ପରେ ଡିଏଫଓ ସଂଗ୍ରାମଙ୍କର ଅ-ନୈ-ତି-କ ସମ୍ପର୍କ ଥିବା ଦେଖିବାକୁ ପାଇଥିଲେ ସୌମ୍ୟ।

ସୌମ୍ୟଙ୍କ ବାପା ଏହାକୁ ମୃ-ତ୍ୟୁ ନୁହଁ ଏକ ସୁଚିନ୍ତିତ ହ-ତ୍ୟା ବୋଲି କହିଛନ୍ତି।ଯଦି ସୌମ୍ୟ ଓ ତାଙ୍କ ପତ୍ନୀ ଏକାଠି ରହୁଥିଲେ, ସୌମ୍ୟ ଜଳିବା ବେଳେ ତାଙ୍କ ପତ୍ନୀ କିପରି ଜାଣି ପାରି ନଥିଲେ।

ତେବେ ଏହି ଘଟଣାର ତଦନ୍ତ ପାଇଁ ବାଲେଶ୍ବରରୁ ମୟୂରଭଞ୍ଜ ଯାଇଛି ପୋଲିସ ଟିମ।ତେବେ ଦିନ ପରେ ଦିନ ଗଡି ଚାଲିଛି ଓ ଏହି ଘଟଣାର ସତ୍ୟତା ସମୟ ସହ ଆହୁରି ଜଟିଳ ହେଇ ଚାଲିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.