ବନ୍ଧୁଗଣ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ। ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ।
ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରାଯାଇଥାଏ। ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା।
ପ୍ରଶ୍ନ : ଏମିତି ଗୋଟିଏ ଜିନିଷର ନାମ କୁହ ଯାହାକୁ ଝିଅ ମାନେ ପିନ୍ଧିଥାନ୍ତି ଏବଂ ତାଙ୍କର ନାମ ମଧ୍ୟ ହୋଇଥାଏ ?
ଉତ୍ତର–ଟିକିଲି , ପାଏଲ
ପ୍ରଶ୍ନ : ବିଶ୍ୱର ସବୁଠାରୁ ଦାମୀକିଆ ଘଣ୍ଟା ର ମୁଲ୍ୟ କେତେ ?
ଉତ୍ତର–4 ଶହ 14 କୋଟି ଟଙ୍କା
ପ୍ରଶ୍ନ : ଉପରୁ କିସ କରାଯାଏ,ମଝିରୁ ଧରାଯାଏ ତଳୁ ନିଆଁ ଲଗାଯାଏ,ତାହେଲେ ସେଇଟା କଣ ?
ଉତ୍ତର–ସିଗାରେଟ
ପ୍ରଶ୍ନ: ଏମିତି ବାଘ ସେ ଛାଡେନି ଘର ଖାଏ ନି ମଣିଷ ପିଏ ସେ କ୍ଷୀର, ମା ନ ଦେଖିଲେ ଦେଖେ ସେ ମାଉସୀ କୁ କିନ୍ତୁ କୁକୁର କୁ ଦେଖିଲେ ପ୍ରବଳ ଡର ?
ଉତ୍ତର. ବିଲେଇ l
ପ୍ରଶ୍ନ: ଲାଞ୍ଜ ଅଛି ହେଲେ ନାହିଁ ତାର ଡେଣା, ଆକାଶ ରେ ଉଡେ ସାଇ ସାଇ, ଏହି ଉତ୍ତର ଯିଏ କହିବ ମକର ର ଚାଉଳ ଖାଇବ ସିଏ ?
ଉତ୍ତର. ଗୁଡ଼ି l
ପ୍ରଶ୍ନ: କେଉଁ ସହରକୁ ଓଡିଶାର କାଶୀ ବୋଲି କୁହାଯାଏ ?
ଉତ୍ତର : ଭୁବନେଶ୍ଵର
ପ୍ରଶ୍ନ: ସେଇଟା କଣ ଯାହାର ଦୁଇଟା ଗୋଡ୍ ଅଛି କିନ୍ତୁ ସେ ଚାଲି ପାରେ ନାହିଁ ?
ଉତ୍ତର: ପ୍ୟାଣ୍ଟ

ପ୍ରଶ୍ନ: ପ୍ରଥମ ଅକ୍ଷର ବି, ଶେଷ ଅକ୍ଷର ଆ ଏବଂ ତା ଉପରେ ବାଳ ଥାଏ ସେ କିଏ ?
ଉତ୍ତର: ବିଲୁଆ

ପ୍ରଶ୍ନ- ଝିଅଙ୍କର କେଉଁ ଅଙ୍ଗ ରୁ ଲାଳ ବାହାରେ
ଉତ୍ତର-ନାକରୁ (ଯେବେ ଥଣ୍ଡା ହୁଏ, ଅତ୍ୟଧିକ କାନ୍ଦିଲେ)

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment