ବନ୍ଧୁମାନେ ଯେତେବେଳେ ଜଣେ ମହିଳା ଗର୍ଭବତୀ ହେଇଥାନ୍ତି ସେତେବେଳେ ବହୁତ ଲକ୍ଷଣ ଦେଖା ଦେଇଥାଏ।ତେବେ ଆଜି ଆମେ ଏଠାରେ ଏହିପରି ୯ଟି ଲକ୍ଷଣ ବିଷୟରେ ଜାଣିବା ଯାହାକୁ ଦେଖି ଆପଣ କହି ପାରିବେ କି ଜଣେ ଗର୍ଭବତୀ ଅଛି ନ ନାହିଁ।
ତେବେ ସବୁଯାକ ଲକ୍ଷଣ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ଆର୍ଟିକଲଟିକୁ ସ୍କିପ ନ କରି ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।
୧) ପିରିୟଡ଼ ମିସ ହେବା- ଏହା ଏକ ବହୁତ ବଡ଼ ଲକ୍ଷଣ ଅଟେ।ଯଦି ଜଣେ ମହିଳାଙ୍କର ପିରିୟଡ଼ ମିସ ହେଉଛି, ତେବେ ଏହା ଏକ ବହୁତ ବଡ଼ ଲକ୍ଷଣ ହେଇଥାଏ।ଯଦି ଏହା ହେଉଛି ତେବେ ଆପଣ ତୁରନ୍ତ ଟେଷ୍ଟ କରିଦେବା ଉଚିତ।
୨) ହାଲକା ରକ୍ତ ସ୍ରାବ ହେବା- ଯେତେବେଳେ ଗର୍ଭରେ ଯୁକ୍ତକୋଷ ତିଆରି ହେଇଥାଏ ସେହି ସମୟରେ କିଛି ରକ୍ତ ସ୍ରାବ ହେଇଥାଏ।ତେବେ ଏହା ଗୋଟେ ସପ୍ତାହ ଭିତରେ ଦେଖା ଦେଇଥାଏ।
୩) ବ-କ୍ଷୋ-ଜ କଷ୍ଟ ହେବା- ପ୍ରଥମ ମାସରେ ବ-କ୍ଷୋ-ଜ-ଟି ହାଲକା ଦରଜ ହେଇଥାଏ।ଏହାସହ ଚୁବୁକର ରଙ୍ଗ ମଧ୍ୟ ବଦଳିଥାଏ।ତେବେ ଏହି ଲକ୍ଷଣ ମଧ୍ୟ ଏକ ବଡ଼ ଲକ୍ଷଣ ହେଇଥାଏ।
୪) ଥକ୍କା ଲାଗିବା- ଗର୍ଭାବସ୍ଥାର ପ୍ରଥମ ମାସରେ ହିଁ ଏହି ଲକ୍ଷଣ ଦେଖା ଯାଇଥାଏ।ତେବେ କିଛି କାମ ନ କରି ଥକ୍କା ଲାଗିବା ଏଭଳି କିଛି ହେଇଥାଏ।ଶୋଇବାରେ ମଧ୍ୟ ତାଙ୍କୁ ବହୁତ ଅସୁବିଧା ହେଇଥାଏ।
୫) ବାରମ୍ବାର ପରିସ୍ରା ଲାଗିବା- ଗର୍ଭାବସ୍ଥାରେ ପ୍ରୋଜେଷ୍ଟେରୋନ ହର୍ମୋନ ବହୁତ ମାତ୍ରାରେ ଶରୀରରେ ବଢ଼ି ଯାଇଥାଏ।ଯେଉଁ କାରଣରୁ ବାରମ୍ବାର ପରିସ୍ରା ଲାଗିଥାଏ।ଏହି ଲକ୍ଷଣଟି ପ୍ରଥମ ମାସରୁ ହିଁ ଦେଖା ଯାଇଥାଏ।
୬) ବାନ୍ତି ଲାଗିବା- ଗର୍ଭାବସ୍ଥାର ମୁଖ୍ୟ ଲକ୍ଷଣ ଯାହା ଆମେ ସବୁ ସିନେମାରେ ଦେଖିଥାଉ ସେଇଟା ହେଉଛି ବାନ୍ତି ହେବା।ବାନ୍ତି ହେବା ସହ ମୁଣ୍ଡ ବିନ୍ଧା ମଧ୍ୟ ହେଇଥାଏ।କିଛି ମହିଳାଙ୍କର ଏହା ୩-୪ ମାସ ଲାଗି ରହିଥାଏ।ତେବେ ଏହା ଜମା ବି ଚିନ୍ତାର ବିଷୟ ହେଇ ନଥାଏ।
୭) କୋଷ୍ଠ କାଠିନ୍ୟ- ଗର୍ଭାବସ୍ଥାରେ ଏହି ରୋଗଟି ଆପଣଙ୍କୁ ମାଡି ବସିଥାଏ।କିନ୍ତୁ ଏଇଟା ବି ଏକ ଲକ୍ଷଣ ହେଇଥାଏ।ଯଦି ବେଶୀ ଅସୁବିଧା ହେଉଛି ତେବେ ଆପଣ ଡାକ୍ତରଙ୍କୁ ପରାମର୍ଶ କରି ପାରିବେ।

୮) ପେଟର ତଳ ଭାଗରେ କଷ୍ଟ ହେବା- ପ୍ରଥମ ମାସରେ ଗର୍ଭାଶୟରେ ଏମ୍ବ୍ରୟୋ ଲାଗିଥାଏ ବା ତିଆରି ହେଇ ଲାଗିଥାଏ।ତେବେ ପ୍ରାୟ ସବୁ ମହିଳାଙ୍କ ପାଖେ ଏହି ଅସୁବିଧାଟି ଦେଖା ଦେଇଥାଏ।

୯) ପିଠିରେ କଷ୍ଟ ହେବା- ଗର୍ଭାବସ୍ଥାର ପ୍ରଥମ ମାସରେ ହିଁ ପିଠିରେ କଷ୍ଟ ହେଇଥାଏ।ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଅଳ୍ପ ତେଲ ନେଇ ପିଠିରେ ମାଲିସ କରିପାରିବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ
Be First to Comment