Press "Enter" to skip to content

ସନ୍ଦେହ ନୂଆ ମୋଡ଼ ସୌମ୍ୟଙ୍କ ନାଁ ରେ ପତ୍ନୀ ଆଣିଲେ ସଂଗୀନ ଅଭିଯୋଗ ମା କହିଲେ ବଞ୍ଚିବାକୁ ଚେଷ୍ଟା କରୁଛି ଦେଖନ୍ତୁ ସମ୍ପୂର୍ଣ Vidio

ସୌମ୍ୟରଞ୍ଜନ ମୃ-ତ୍ୟୁ ମାମଲାରେ ଦିନକୁ ଦିନ ସନ୍ଦେହ ବଢ଼ିବାରେ ଲାଗିଛି ଏବଂ ପୋଲିସ ମଧ୍ୟ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି ମୁଖ୍ୟ ଘଟଣାରେ ପହଞ୍ଚିବା ପାଇଁ l

ସେହିଁ ମଧ୍ୟରେ ସୌମ୍ୟରଞ୍ଜନ ଙ୍କ ପରିବାର ବୋହୁ ଙ୍କ ସମ୍ପର୍କରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ l ସୌମ୍ୟରଞ୍ଜନ ଙ୍କ ମା ଙ୍କ କହିବା ଅନୁସାରେ ବୋହୁ ର ଚରିତ୍ର ଖରାପ ସେ ବାହାଘର ପୂର୍ବରୁ ମଧ୍ୟ ଅନ୍ୟ ଜଣଙ୍କ ସହ ସମ୍ପର୍କ ରଖିଥିଲେ l

ଏବଂ ସେ ପୁଅ ଙ୍କ ସହ ଏଗ୍ରିମେଣ୍ଟ ମଧ୍ୟ କରିଥିଲେ ଏକବର୍ଷ ଶା-ରୀରିକ ସମ୍ପର୍କ ରଖିବେନାହିଁ ବୋଲି l ସୌମ୍ୟରଞ୍ଜନଙ୍କ ମାମୁଁ ମଧ୍ୟ ଏହାକୁ ହ-ତ୍ୟା ବୋଲି ସନ୍ଦେହ କରିଛନ୍ତି l ଏହି ବିବାଦ ମଧ୍ୟରେ ସୌମ୍ୟରଞ୍ଜନ ଙ୍କ ପତ୍ନୀ ବିଦ୍ୟା ଏକ ସଂଗୀନ ଅଭିଯୋଗ ଆଣିଛନ୍ତି l

ବିଦ୍ୟାଙ୍କ ସହ ସୌମ୍ୟରଞ୍ଜନ ଙ୍କ ଏକ ଅଡିଓ ଭାଇରଲ ହେବାରେ ଲାଗିଛି l ଯେଉଁଥିରେ ସୌମ୍ୟ ଏବଂ ବିଦ୍ୟା ଦୁହେଁ ସୌମ୍ୟ ଙ୍କ ଏକ ଅନ୍ୟତ୍ର ସମ୍ପର୍କ ବିଷୟରେ ବିବାଦ ସମ୍ପର୍କ ରେ ଜଣା ପଡୁଛି l

ସୌମ୍ୟଙ୍କ ଫୋନ ଦେଖିବା ପାଇଁ ବିଦ୍ୟା କହିଥିଲେ ମାତ୍ର ସୌମ୍ୟ ମନା କରିଦେଇଥିଲେ l ଏହି ସମ୍ପର୍କରେ ଗଣ ମାଧ୍ୟମରେ ଚର୍ଚ୍ଚା ହେବା ବିଷୟରେ ସୌମ୍ୟରଞ୍ଜନ ଙ୍କ ମା ସଫା ସଫା ମନା କରିଦେଇଛନ୍ତି ଯେ ତାଙ୍କ ପୁଅ ସହ କୌଣସି ଅନ୍ୟତ୍ର ସମ୍ପର୍କ ନାହିଁ l

ଏବଂ ବିଦ୍ୟା ତାଙ୍କ ବୋହୁ ଏହିଁ କ୍ଷେତ୍ରରେ ବଞ୍ଚିବା ପାଇଁ ଏହାର ସାହାରା ନେଉଛନ୍ତି l ସେ ଜାଣି ଶୁଣି ଖଶିଜୀବାକୁ ଏପରି କରୁଛନ୍ତି ବୋଲି କହିଛନ୍ତି ସୌମ୍ୟରଞ୍ଜନ ଙ୍କ ମା l

ଏପଟେ ବିଦ୍ୟା ମଧ୍ୟ ଗଣମାଧ୍ୟମ ସାମ୍ନାକୁ ଆସି ଶା-ରୀରିକ ଅସୁସ୍ଥତା କାରଣରୁ କୌଣସି ପ୍ରତିକ୍ରିୟା ଦେଇନଥିଲେ l ସୌମ୍ୟଙ୍କ ମା ତାଙ୍କ ପୁଅ କୁ ନ୍ୟାୟ ଦେବାପାଇଁ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି l

ଏବଂ ତାଙ୍କ ବୋହୁ ବିଦ୍ୟା ସମ୍ପୂର୍ଣ୍ଣ ରୂପେ ଏହିସବୁ ଡ୍ରାମା କରୁଥିବାର ଦର୍ଶାଇଛନ୍ତି l ଯେତେବେଳେ ଅନ୍ୟ ପଟରେ ବିଦ୍ୟାଙ୍କର କୌଣସିପ୍ରତିକ୍ରିୟା ମିଳି ନାହିଁ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.