Press "Enter" to skip to content

ସୌମ୍ୟରଂଜନ ଙ୍କ ମୃ-ତ୍ୟୁ ରେ ବଢ଼ୁଛି ସନ୍ଦେହ କାହିଁକି ସୌମ୍ୟଙ୍କ ସ୍ତ୍ରୀ କରିଥିଲେ Agreement ଜାଣନ୍ତୁ

ବନ୍ଧୁଗଣ ବହୁ ଚର୍ଚିତ ସୌମ୍ୟରଞ୍ଜନ ମୃ-ତ୍ୟୁ ମାମଲାରେ ସନ୍ଦେହ ବଢ଼ିବାରେ ଲାଗିଛି l ସୌମ୍ୟରଞ୍ଜନ ପାରଳାଖେମୁଣ୍ଡି Acf ଭାବେ କାର୍ଯ୍ୟରତ ଥିଲେ l

ସୌମ୍ୟଙ୍କ ମୃ-ତ୍ୟୁ ରେ ସହଜରେ ବିଶ୍ୱାସ କରିପାରୁନାହାନ୍ତି ସୌମ୍ୟଙ୍କ ମା ଏବଂ ମାମୁଁ l ମାମୁ ଙ୍କ କହିବା ଅନୁଯାଇ ଜାଣି ଶୁଣି ତାଙ୍କୁ ମାରିଦିଆଯାଇଛି l

ଏବଂ ମା ଙ୍କ କହିବା ଅନୁସାରେ ତାଙ୍କ ବୋହୁଙ୍କ ଚରିତ୍ର ଖରାପ ଏବଂ ସେ ଅନ୍ୟ ପୁରୁଷ ଙ୍କ ସହ ସମ୍ପର୍କରେ ବାନ୍ଧି ହେବା ପାଇଁ ପୁଅ ଙ୍କୁ ନିଜର କରୁନଥିଲେ l ବର୍ଷେ ମିଶିବେନି ବୋଲି ଏଗ୍ରିମେଣ୍ଟ ମଧ୍ୟ୍ୟ କରିଥିଲେ l ବୋହୁ ସହ ପୁଅର କୌଣସି ସମ୍ପର୍କ ନଥିଲା ବୋଲି ଦର୍ଶାଇଛନ୍ତି ସୌମ୍ୟ ଙ୍କ ମା l

ସୌମ୍ୟଙ୍କ ମୃ-ତ୍ୟୁ ସ୍ଥାନରେ ଜଳିବାର କୌଣସି ଚିହ୍ନବର୍ଣ ନାହିଁ l ପତ୍ନୀ ବିଦ୍ୟା ଭାରତି ମଧ୍ୟ ପୋଲିସ ଏବଂ ପରିବାର ଲୋକଙ୍କ ସନ୍ଦେହ ଘେରରେ ଅଛନ୍ତି l ସୌମ୍ୟ ଙ୍କ ମାମୁଁ ସୋସିଆଲ ମିଡିଆରେ ପ୍ରଶ୍ନ କରିଥିଲେ ଯାହା କି ଯେତେବେଳେ କିରୋସିନ ଢାଳିଲା ବେଳେ କାହିଁକି କେହି ଜାଣିପାରିନଥିଲେ l

ଏବଂ ଯେଉଁ ରୋଷେଇଆ ଖାଦ୍ୟ ରାନ୍ଧି ନେଇକି ଯାଇଥିଲେ ସେତେବେଳେ ଭୋଜି ହେଉଥିବା ବେଳେ କାହିଁକି ରୋଷେଇଆ କାହିଁକି ଖାଦ୍ୟ ନେଇ ଯାଇଥିଲେ l ଏବଂ ଏସବୁ ମନ ଗଢ଼ା କାହାଣୀ ବୋଲି ସୌମ୍ୟ ଙ୍କ ମାମୁଁ ତାଙ୍କ ମନ୍ତବ୍ୟ ରଖିଥିଲେ l

ସୌମ୍ୟ ଯେଉଁ ଯାଗାରେ ପୋଡି ହେଇଥିଲେ ସେହିଁ ଯାଗାରେ କୌଣସି ଚି଼ହ୍ନ ବର୍ଣ ରହିନଥିବାର ସୂଚନା ମିଳିଥିବା ବେଳେ ଜାଣି ଶୁଣି ଏପରିଷଡଯନ୍ତ୍ର ହୋଇଛି ବୋଲି ସୌମ୍ୟଙ୍କ ମାମୁଁ ସନ୍ଦେହ କରିଛନ୍ତି l ଯେଉଁ ଘରେ ସୌମ୍ୟ ଙ୍କ ମୃ-ତ୍ୟୁ ହୋଇଥିଲା ସେହିଁ ଘରେ ଅଧିକାଂଶ ଜିନିଷ ସୁରକ୍ଷିତ ଥିବାର ଜଣାଯାଇଛି l

ଟେବୁଲ ତଥା ଅନ୍ୟାନ୍ୟ ଜିନିଷ ମଧ୍ୟ ତେଣୁକରି ଏହା ହ-ତ୍ୟା ବୋଲି ସନ୍ଦେହ କରିଛନ୍ତି ପରିବାର ଲୋକେ l ପୋଲିସ ଏପଟେ ତାଙ୍କର କାର୍ଯ୍ୟକ୍ରମ ଜାରିରଖିଥିବା ବେଳେ ସୌମ୍ୟରଞ୍ଜନ ପରିବାର ଲୋକଙ୍କୁ ପଚରା ଉଚରା କରିଛି l

ପରିବାର ଲୋକଙ୍କ ସନ୍ଦେହ ବୋହୁ ଉପରେ ଥିବାର ଦର୍ଶାଇଛନ୍ତି ସୌମ୍ୟଙ୍କ ପରିବାର ଲୋକେ l ଘଟଣା ର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପୋଲିସ ନିଜର ଚେଷ୍ଟା ଜାରି ରଖିଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.