Press "Enter" to skip to content

ସୌମ୍ୟରଞ୍ଜନ ମୃ-ତ୍ୟୁ ମାମଲାରେ ମୁଁହଁ ଖୋଲିଲେ ଦିବ୍ୟା ଦେଖନ୍ତୁ Exclusive ଭିଡିଓ

ବହୁ ଚର୍ଚିତ ସୌମ୍ୟରଞ୍ଜନ ମୃ-ତ୍ୟୁ ମାମଲାରେ ସନ୍ଦେହ ବଢ଼ିବାରେ ଲାଗିଛି l ପାରଳାଖେମୁଣ୍ଡି ACF ଭାବେ କାର୍ଯ୍ୟରତ ଥିବା ସୌମ୍ୟରଞ୍ଜନ ଙ୍କର ନି-ଆଁରେ ପୋଡିହୋଇ ମୃ-ତ୍ୟୁ ହୋଇଛି l

ସୌମ୍ୟ ଙ୍କ ପରିବାର ପକ୍ଷରୁ ଭିର୍ନ ପ୍ରତିକ୍ରିୟା ମିଳିଥିବା ବେଳେ ସଭିଏଁ ବୋହୁ ବିଦ୍ୟା ଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି l

ସୌମ୍ୟରଞ୍ଜନ ଙ୍କ ମା ଏବଂ ମାମୁଁଙ୍କ ତରଫରୁ ମଧ୍ୟ ସମାନ ପ୍ରତିକ୍ରିୟା ରହିଛି l ସୌମ୍ୟ ଙ୍କ ମା ପ୍ରତିକ୍ରିୟା ଦେଇଥିଲେ ଯେ ତାଙ୍କ ପୁଅ ସହ ତାଙ୍କ ବୋହୁର କୌଣସି ସମ୍ପର୍କ ନଥିଲା ଏବଂ ଦୁହେଁ ଏଗ୍ରିମେଣ୍ଟ ମଧ୍ୟ କରିଥିଲେ ଶା-ରୀରିକ ସମ୍ପର୍କ ରଖିବେ ନାହିଁ ଏକ ବର୍ଷ ପର୍ଯ୍ୟନ୍ତ l ଏକଥା ସୌମ୍ୟରଞ୍ଜନ ଙ୍କ ମା ମିଡିଆରେ କହିଛନ୍ତି l

ଦୁହିଁଙ୍କ ମଧ୍ୟରେ ଆଦୌ ବୁଝାମଣା ଠିକ ନଥିଲା ଏବଂ ସବୁବେଳେ ସମ୍ପର୍କ ତିକ୍ତ ହେଉଥିଲା l ସୌମ୍ୟଙ୍କ ମା ଙ୍କ କହିବା ଅନୁଯାଇ ଦୁହେଁ ପରସ୍ପର ସହ ଖୁସିନଥିଲେ l ମାମୁଁ ମଧ୍ୟ ସେହିପରି ପ୍ରତିକ୍ରିୟା ରଖିଥିବା ବେଳେ ଏହା ଜାଣି ଶୁଣି ଏପରି କାମ କରାଯାଇଛି ବୋଲି ମତ ଦେଇଥିଲେ l

ଯେତେବେଳେ ସୌମ୍ୟରଞ୍ଜନ ଯେଉଁ ଘରେ ପୋଡିହୋଇଥିଲେ ସେହିଁ ଘରେ ଅଧିକାଂଶ ଜିନିଷ ନଷ୍ଟ ହୋଇନଥିଲା ଏବଂ ଏହା କିପରି ସମ୍ଭାବ ବୋଲି ପ୍ରଶ୍ନ କରିଥିଲେ ମିଡ଼ିଆ ସାମ୍ନାରେ l

ତେବେ ଏପଟେ ସୌମ୍ୟରଞ୍ଜନ ଙ୍କ ଧର୍ମପତ୍ନୀ ବିଦ୍ୟା ମଧ୍ୟ ମିଡ଼ିଆ ସାମ୍ନାରେ ଆସି ମୁଁହଁ ଖୋଲିଛନ୍ତି l ବିଦ୍ୟା ମିଡ଼ିଆ ସାମ୍ନାରେ ଆସି କୌଣସି ପ୍ରତିକ୍ରିୟା ଦେଇନଥିଲେ l ଏବଂ ହାତ ଯୋଡି ସମସ୍ତଙ୍କୁ ଅନୁରୋଧ କରିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାର ଜଣାଇଥିଲେ l

ଏବଂ ଖାଇବା ଶୋଇବା ମଧ୍ୟ ଠିକ ନାହିଁ ବୋଲି ଦର୍ଶାଇଥିଲେ ବିଦ୍ୟା l ଏହି କ୍ଷେତ୍ରରେ ପୋଲିସ କୁ ସମ୍ପୂର୍ଣ ସହଯୋଗ କରିବେ ବୋଲି ଜଣାଇଥିଲେ ଏବଂ ସେ ଅନ୍ୟ କୌଣସି ପ୍ରଶ୍ନ ର ଉତ୍ତର ଦେବାକୁ ଚାହିଁନଥିଲେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.