Press "Enter" to skip to content

ଗୁଜୁରାଟରେ ଲୀଳା ଓଡ଼ିଶାରେ କିଳା ପ୍ରେମ ପାଇଁ ଦୌଡ଼ି ଆସିଲେ ପ୍ରେମିକା ଦେଖନ୍ତୁ exclusive ଭିଡ଼ିଓ

ଗୁଜୁରାଟ ରେ ପ୍ରେମ କରି ଠକିଦେଲେ ଯୁବକ l ଗୁଜୁରାଟ ରେ ଶା-ରୀରିକ ସମ୍ପର୍କ ଏବେ ପଡିଛି ମହଙ୍ଗା ପ୍ରେମିକ କୁ ପାଇବା ଆଶାରେ ଆସିଛନ୍ତି ଗୁଜୁରାଟ ମହିଳା ଗଞ୍ଜାମ ଗସ୍ତ ରେ l ପ୍ରେମିକ କୁ ପାଇବା ପାଇଁ ମନରେ ଅନେକ ଆଶା ଏବଂ ବିଶ୍ୱାସ l

ଦୀର୍ଘ ପାଞ୍ଚ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିବା ପ୍ରେମିକ ଏବେ ପାଲଟିଛି ଶୈତାନ l ଧାରଛୁଆଁ ଦେଉ ନାହିଁ ପ୍ରେମିକ l ପ୍ରେମିକା ସହ ପାଞ୍ଚ ବର୍ଷ ଭୋଗ ବିଳାସରେ ରହିବା ପରେ ବର୍ତ୍ତମାନ ହାତଛଡା କରୁଛି ପ୍ରେମିକ l

ଗୁଜୁରାଟ ରେ ପ୍ରେମ ହେଲା ଏହାପରେ ପରିସ୍ଥିତି ଏତେ ସାଙ୍ଘାତିକ ହେଲା ମାମଲା ଓଡିଶା ଆସି ଗୁଜୁରାଟ ରେ ପହଁଚିଛି l

ଏହିଭଳି ଘଟଣା କବିସୂର୍ଯ୍ୟ ନଗର ଥାନାରେ ଦେଖିବାକୁ ମିଳିଛି l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳ ର ବରେନ୍ଦ୍ର କରଣ ଗୁଜୁରାଟ ରେ କାର୍ଯ୍ୟ କରୁଥିବା ବେଳେ ସେ ଏହି ମହିଳା ଙ୍କ ସହ ସମ୍ପୃକ୍ତ ଥିଲେ ଏବଂ ଦୀର୍ଘ 5 ବର୍ଷ ରୁ ଅଧିକ ତାଙ୍କ ସହ ମାନସିକ ଏବଂ ଶା-ରୀରିକ ସ୍ତର ରେ ଦୁହେଁ ମିଶି ସାରିଥିଲେ l

କିନ୍ତୁ ବର୍ତ୍ତମାନ ଯୁବତୀଙ୍କୁ ଛାଡିଲୁଚି ପଳେଇଆସିଥିଲେ l ତେବେ ପ୍ରେମିକ ଙ୍କର ଅନ୍ୟ ଆଡେ ବିବାହ କାର୍ଯ୍ୟ ଦେଖା ହେଉଥିବା ବେଳେ ମହିଳା ଜଣଙ୍କ ଜାଣି ପାରି ଓଡିଶା ଆସି ପହଁଞ୍ଚିଥିଲେ l ପୀଡିତାଙ୍କ ଅଭିଯୋଗ କୁ ଭିତି କରି କବିସୂର୍ଯ୍ୟ ନଗର ପୋଲିସ ଏକ ମାମଲା ରୁଜୁ କରିଛି l

ମାମଲା ରୁଜୁ କରିବା ସହ ଯୁବତୀ ଙ୍କୁ କୋର୍ଟ ରେ ହାଜର କରିଛି l ପରେ ବ୍ରହ୍ମହପୁର ସ୍ଥିତ ମହିଳା ସୁଦ୍ଧା ଗୃହରେ ତାଙ୍କୁ ଥଇଥାନ କରାଯାଇଛି l

ଏହାପରେ ଅନ୍ୟପଟେ ପୋଲିସ ପ୍ରେମିକ କୁ ଧରିବାରେ ସକ୍ଷମ ହୋଇନାହିଁ l ପୀଡିତା ଅନ୍ୟ ରାଜ୍ୟର ହୋଇଥିବାରୁ ତାଙ୍କ ସହଯୋଗରେ କେହି ନାହାନ୍ତି ଯାହା ଫଳରେ ପ୍ରେମିକା ଜଣଙ୍କ ଏକା ନ୍ୟାୟ ପାଇଁ ଲଢେଇ କରୁଛନ୍ତି l

ତାଙ୍କୁ ଗିରଫ କରିବା ସହ ତାଙ୍କ ସହ ରେଜିଷ୍ଟ୍ରି ମ୍ୟାରେଜ ନ କରିଲେ ପ୍ରେମିକ ର ଘର ଆଗରେ ଆ-ତ୍ମହତ୍ୟା କରିବେ ବୋଲି କହିଛନ୍ତି ପ୍ରେମିକା l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.