ବନ୍ଧୁମାନେ ଏହି କିଛି ଦିନ ହେବ ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃ-ତ୍ୟୁ ମାମଲା ଏବେ ବହୁତ ଦିନ ହେବ ସବୁ ଖବର କାଗଜ ଓ ନିଉଜ ଚ୍ୟାନେଲରେ ମୁଖ୍ୟ ଖବର ହେଇଛି।
ତେବେ ଏହି ଘଟଣାରେ ଗୋଟେ ପରେ ଗୋଟେ ପ୍ରତ୍ୟେକ ଦିନ ଏକ ନୂଆ ତଥ୍ୟ ମିଳୁଛି।ତେବେ ପୋଲିସ ତଦନ୍ତ ଏବେ ବି ଜୋରଦାର ଚାଲିଛି।
ଏବେ ଅଳ୍ପ ଦିନ ତଳେ ପୋଲିସ ତାଙ୍କ ଘରୁ ଏକ ଚିଠି ପାଇଛି।ଯେଉଁଥିରେ ସୋମ୍ୟଙ୍କ ଧର୍ମ ପତ୍ନୀ ବିଦ୍ୟା ସେହି ଚିଠିରେ କିଛି ଲେଖିଥିଲେ।
ତେବେ ସେ କଣ ସବୁ ଲେଖିଥିଲେ ସେହି ବିଷୟରେ ଜାଣିବା ପାଇଁ ଆପଣ ଏହି ଆର୍ଟିକଲକୁ ସ୍କିପ ନ କରି ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।
ତେବେ ଯେତେବେଳେ ଜଣେ ରିପୋର୍ଟର ବିଦ୍ୟାଙ୍କୁ ଏହି ପ୍ରଶ୍ନ ପଚାରିଥିଲେ କି କିଛି ପକ୍ଷରେ ଶୁଣିବାକୁ ମିଳୁଛି କି ଆପଣଙ୍କ ସ୍ଵାମୀଙ୍କର ଆଉ କାହା ସହ ସମ୍ପର୍କ ଥିବାର ଦେଖା ଯାଉଛି ତେବେ ଅନ୍ୟ ପକ୍ଷରେ କିଛି ଫଟୋ ଦେଖା ଯାଇଥିଲା କି ତାଙ୍କ ସ୍ଵାମୀ ସ୍ତ୍ରୀଙ୍କ ଭିତରେ ସବୁ କିଛି ଠିକ ଥିଲା।
ତେବେ ଏହି ପ୍ରଶ୍ନଟି ପଚରା ଯିବା ପରେ ବିଦ୍ୟା କହିଥିଲେ କି ତାଙ୍କ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ବହୁତ ଭଲ ସମ୍ପର୍କ ଥିଲା, ତେବେ ମଝିରେ କିଛି ହେଇଥିଲା ଯେଉଁ କାରଣରୁ ତାଙ୍କର ମନକୁ କଷ୍ଟ ପହଞ୍ଚି ଥିଲା।କିନ୍ତୁ କିଛି ଦିନ ପରେ ସବୁ କିଛି ଠିକ ହେଇ ଯାଇଥିଲା।
ତେବେ ସେହି ମନ ଦୁଃଖ ସମୟରେ ସେ କିଛି ଭାବନାକୁ ଚିଠିରେ ଲେଖି ଦେଇଥିଲେ।ତେବେ ସେ ଯାହା ବି ଲେଖିଥିଲେ ସେ ସବୁ ନିଜ ପାଇଁ ହିଁ ଲେଖିଥିଲେ।
ନିଜର ମନ ଦୁଃଖ ପାଇଁ ସେ ଏମିତି ଲେଖିଥିଲେ କିନ୍ତୁ ପରେ ଏହି ସବୁ କିଛି ଠିକ ହେଇ ଯାଇଥିଲା ବୋଲି ସେ କହିଥିଲେ।ବହୁତ ଜଲଦି ସେ ସବୁକିଛି ଠିକ ହେଇ ଯାଇଥିଲା ଓ ଆଉ ତା ପରଠାରୁ ସେ ସବୁ କିଛି ସୁରୁଖୁରୁରେ ଚାଲିଥିଲା।

ନିଜର ମନ ଦୁଃଖ ପାଇଁ ସେ ଏମିତି ଲେଖିଥିଲେ କିନ୍ତୁ ପରେ ଏହି ସବୁ କିଛି ଠିକ ହେଇ ଯାଇଥିଲା ବୋଲି ସେ କହିଥିଲେ।ବହୁତ ଜଲଦି ସେ ସବୁକିଛି ଠିକ ହେଇ ଯାଇଥିଲା ଓ ଆଉ ତା ପରଠାରୁ ସେ ସବୁ କିଛି ସୁରୁଖୁରୁରେ ଚାଲିଥିଲା।

ତେବେ ରିପୋର୍ଟର ଜଣଙ୍କ ପୁଣି ଥରେ ପଚାରିଥିଲେ କି ଯଦି ସବୁ କିଛି ଠିକ ହୈ ଯାଇଥିଲା ତେବେ ଆପଣ ସେହି ଚିଠିକୁ ନଷ୍ଟ କଣ ପାଇଁ କରି ନଥିଲେ, କଣ ପାଇଁ ଆପଣ ସେହି ଚିଠିକୁ ସାଇତି କି ରଖିଥିଲେ।ତେବେ ଏହାର ଜବାବରେ ବିଦ୍ୟା କହିଥିଲେ କି ତାଙ୍କର ଏହି ଚିଠି ବିଷୟରେ କିଛି ମନେ ହିଁ ନଥିଲା।

ସେ ଲେଖିଦେଇ ସମ୍ପୂର୍ଣ୍ଣ ରୂପେ ଭୁଲି ହିଁ ଯାଇଥିଲେ କି ସେ ସେଭଳି କିଛି ଲେଖିଛନ୍ତି।ସେ କାହା ଉଦ୍ଦେଶ୍ୟରେ ଲେଖି ନଥିଲେ ତେଣୁ ସେ ସେହି ଲେଖାକୁ ଭୁଲି ଯାଇଥିଲେ ବୋଲି କହିଥିଲେ।ତେବେ ଏହି ତଦନ୍ତ ଆଗକୁ କେଉଁ ମୋଡ଼ ନେବ ତାହା ତ ସମୟ କହିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment